
Femily Tips – ପିରିୟଡ଼ର ଏତିକି ଦିନ ଭିତରେ ସମ୍ପର୍କ ରଖିଲେ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣିବା ସହଜ ଉପାୟ। Dr. Sonalika Sahoo
ବିବାହ ପରେ ସ୍ବାମୀ ସ୍ତ୍ରୀ ନିଜ ଜୀବନରେ ଏକ ସନ୍ତାନର ଆଶା ରଖିଥାନ୍ତି ।ମାଆବାପା ହେବା ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଏକ ସୌଭାଗ୍ୟ ର କଥା ।ଆମ ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏହି ସୌଭାଗ୍ୟରୁ ବଞ୍ଚିତ ରହିଛନ୍ତି ।ତେବେ ବହୁତ ସମୟରେ ପ୍ରେଗନେଣ୍ଟ ହେବା ପରେ ପେରେଣ୍ଟ ମାନେ ଗର୍ଭରେ ଥିବା ପିଲା ବିଷୟରେ ଜାଣିବାକୁ ବହୁତ ଇଛା ଜାଣିଥାନ୍ତି ।
ଆଉ ପିଲାଟି ପୁଅ କି ଝିଅ ଜାଣିବା ପାଇଁ ଚେକ ବି କରିଥାନ୍ତି କିନ୍ତୁ ସାଧାରଣତଃ ଆମ ସମାଜରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଝିଅ ପିଲା ମାନଙ୍କୁ ପସନ୍ଦ କରନ୍ତି ନାହିଁ ଆଉ ଯେତେବେଳେ ଗର୍ଭରେ ଥିବା ଝିଅ ବୋଲି ଜାଣନ୍ତି ସେତେବେଳେ ସେହି ଭ୍ରୁଣର ହତ୍ୟା କରିଦିଆଯାଏ ।
ତେବେ ଆଇନ ଗତ ଭାବରେ ଦଣ୍ଡନୀୟ ଅଟେ କାରଣ ଝିଅ ପୁଅ ଉଭୟ ସମାନ ଅଟନ୍ତି ଆଉ ଯଦି କେହି ବି ଏହି ଟେଷ୍ଟ କରନ୍ତି ତାହେଲେ ସେହି ସଂସ୍ଥା କୁ ବନ୍ଦ କରିବା ସହ ଟେଷ୍ଟ କରୁଥିବା ବ୍ୟକ୍ତି ମାନଙ୍କୁ ଜେଲ ହେଇ ଥାଏ ।ତେବେ ମନରେ ଏକ ଆଶା ରହିଥାଏ ଆସୁଥିବା ଶିଶୁ ପୁଅ ନା ଝିଅ ତେବେ ଏହା ଜାଣିବା ପାଇଁ କିଛି ଏମିତି ଉପାୟ ରହିଛି ଯାହାଦ୍ୱାରା ଆପଣ ଅତି ସହଜରେ ଜାଣି ପାରିବେ ଗର୍ଭରେ ଥିବା ପିଲାଟି ପୁଅ ନ ଝିଅ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ କଣ ଓ କେମିତି ।
-ଯଦି ପ୍ରେଗନେନ୍ସି ସମୟରେ ମାଆକୁ କାମ କରିଲେ ବି ଅଧିକ ଅଳସୁଆ ଲାଗୁ ନଥିବ ଓ କଷ୍ଟ ହେଉ ନଥିବ ତାହେଲେ ଗର୍ଭସ୍ତ ଶିଶୁ ପୁଅ ଅଟେ ।
-ଆଉ ଯଦି ପେଟ ବାହାରିବା ସହ ନାଭି ଓଲଟେଇ ବାହାରକୁ ବାହାରି ଥାଏ ତେବେ ସେତେବେଳେ ପୁତ୍ର ସନ୍ତାନ ହେବାର ଅନେକ ସମ୍ଭାବନା ରହିଥାଏ ।
-ଯଦି ପ୍ରେଗନେନ୍ସି ସମୟରେ ମାଆର ନାକ ଆବଶ୍ୟକ ଠାରୁ ଅଧିକ ମୋଟା ପରି ଲାଗିଥାଏ ତାହେଲେ ସେତେବେଳେ ବି ପୁଅ ପିଲା ହେବାର ସୁଯୋଗ ରହିଥାଏ ।
-ଏମିତି ବି ହେଇଥାଏ ପ୍ରେଗଏନ୍ସି ସମୟରେ ବେଳେବେଳେ ଅଚାନକ ଖୁସି ଓ ଆନନ୍ଦିତ ହେଉଛନ୍ତି ତାହେଲେ ପୁଅ ଜନ୍ମ ହେବାର ସୂଚନା ହେଇଥାଏ ।
-ଯଦି ପେଟ ଛୋଟ ଓ ଗୋଲାକାର ଆକୃତି ଧାରଣ ହେଇଥାଏ ତେବେ ଗର୍ଭରେ ଥିବା ପିଲା ପୁଅ ଅଟେ ।
-ଯଦି ପ୍ରେଗନେନ୍ସି ସମୟରେ ଅଧିକ ଖଟା ଖାଇବାକୁ ଇଚ୍ଛା ହୁଏ ତାହା ବି ପୁଅ ପିଲା ଗର୍ଭରେ ଥିବାର ଏକ ସୂଚନା ଅଟେ ।
ତେବେ ବନ୍ଧୁମାନେ ଶିଶୁ ଭଗବାନଙ୍କ ସୃଷ୍ଟିରେ ଏକ ଅନନ୍ୟ ଅବଦାନ ଅଟେ ଆଉ ସବୁ ଶିଶୁ ସମାନ ଅଟେ ।ତେବେ କେବେ କୌଣସି ଶିଶୁକୁ ନଷ୍ଟ କରନ୍ତୁ ନାହିଁ କି ଶିଶୁ ଜନ୍ମ ହେବା ପରେ ତାକୁ ଫିଙ୍ଗି ଦିଅନ୍ତୁ ନାହିଁ କାରଣ ଏହାଠୁ ବଡ଼ ପାପ ଆଉ କିଛି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।