Just another WordPress site

ଡାକ୍ତର ହୋଇ ଛିଃ ଛିଃ… ଦେଖନ୍ତୁ viral ଭିଡିଓ ! ଡାକ୍ତରଙ୍କ ନିର୍ଯାତନାରେ ଚାଲିଗଲେ ନର୍ସ ! ପୁରା କାରନାମା ଦେଖିଲେ ଆପଣଙ୍କ ହୋସ ରହିବନି..

0 623

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ ,

ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜନେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ବୁଝିପାରିବେ ବର୍ତ୍ତମାନ ସମାଜରେ ଜଣେ ମହିଳା କେତେ ସୁରକ୍ଷିତ ।

ଉଲେଖଯୋଗ୍ୟ ଯେ,ବର୍ତ୍ତମାନ ନାରୀ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର କରୁଛନ୍ତି । ଏହି ସମାଜ ର ଯୁବ ଗୋଷ୍ଠୀ ମାନେ ମହିଳା ମାନଙ୍କୁ ସାଧାରଣ ଜୀବନ ଅତିବାହିତ କରିବାକୁ ଦେଉନାହାନ୍ତି।ତେବେ ବର୍ତ୍ତମାନ ପାରାଦ୍ୱୀପ ରୁ ଏହିଭଳି ଏକ ଘଟଣା ଆମ ସାମ୍ନା କୁ ଆସିଅଛି ଯାହା ଜାଣିଲେ ଆପଣଙ୍କ ର ଡାକ୍ତର ମାନଙ୍କ ଉପରେ ଥିବା ବିଶ୍ୱାସ ଭାଙ୍ଗି ଯିବ ଆଉ ଆପଣ ସେମାନ ଙ୍କୁ ଘୃଣା କରିବେ।

ତେବେ ଘଟଣା ଟି କିଛି ଏହିପରି ରହିଛି କି ,ପାରାଦ୍ୱୀପ ରେ ଜଣେ ଡାକ୍ତର ଙ୍କର ନିର୍ଯ୍ୟାତନା ସହି ନପାରି ଶେଷ ରେ ମୃତ୍ୟୁ ବରଣ କରିଛନ୍ତି ଜଣେ ନର୍ସ। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ବିକ୍ଷୋଭ ଚାଲିଛି ଏବଂ ଡାକ୍ତର ଙ୍କର ବିରୋଧ ରେ ସମସ୍ତେ ସ୍ୱର ଉତ୍ତଳନ କରିଛନ୍ତି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ ଡାକ୍ତର ଜଣଙ୍କ ସେହି ନର୍ସ ଙ୍କୁ ମାନସିକ ଯନ୍ତ୍ରଣା ତଥା ନିର୍ଯ୍ୟାତନା ଦେଉଥିଲେ। ତେବେ ଯୁବତୀ ଜଣଙ୍କ ବର୍ଷ ବର୍ଷ ଧରି ତାଙ୍କର ନିର୍ଯ୍ୟାତନା ସହି ଆସୁଥିଲେ ଯାହା ଫଳରେ ତାଙ୍କର ବ୍ରେନ ଷ୍ଟାକ ହୋଇଗଲା।

ତେବେ ନର୍ସ ଙ୍କର ଦେହ ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ଆଞ୍ଚଳିକ ହସ୍ପିଟାଲ ରୁ ଆରମ୍ଭ କରି , କଟକ ବଡ଼ ମେଡ଼ିକାଲ ଏବଂ ପରେ ଏମ୍ସ ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା , ତେବେ ଏହି ଘଟଣା କୁ ନେଇ ପରିବାର ଲୋକଙ୍କ ସହ ସମସ୍ତେ ମିଶି ସେହି ଡାକ୍ତର ଙ୍କର ବିରୋଧ ରେ ପଦକ୍ଷେପ ନେବାକୁ ଆଗେଇ ଆସିଥିଲେ।

ତେବେ ସମସ୍ତେ କହିଛନ୍ତି କି ଡାକ୍ତର ଙ୍କର ନିର୍ଯ୍ୟାତନା ଯୋଗୁଁ ତାଙ୍କର ଝିଅ ଙ୍କର ମୃତ୍ୟୁ ହୋଇଛି ଏବଂ ସେହି ଡାକ୍ତର ଙ୍କୁ ଉଚିତ ଶିକ୍ଷା ତଥା ଦଣ୍ଡ ମିଳିବା ଦରକାର ଅଟେ। ତେବେ ବର୍ତ୍ତମାନ ହସ୍ପିଟାଲ ମଧ୍ୟରେ ଲୋକମାନେ ପରି ହାଙ୍ଗାମା ସୃଷ୍ଟି କରିଥିବା ର ସୂଚନା ମଧ୍ୟ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।