Just another WordPress site

୧୩ ବର୍ଷ ଧରି ବିନ୍ଦାସ ବୁଲୁଥିବା ଅପରାଧୀ କୁ ପୋଲିସ ଧରିବା ପରେ କିଭଳି “ପୁଷ୍ପା” ଫିଲ୍ମର ଥିବା ଡାଇଲକ ମାରୁଛି ଦେଖନ୍ତୁ ଭିଡିଓ ହସିହସି ଗ ଡିଯିବେ…

0 269

ବନ୍ଧୁଗଣ ଆମେ କେବଳ ସିନେମା , ଟିଭି ସିରିଏଲ ସବୁ ଦେଖିବା ତଥା ମନରଞ୍ଜନ କରିବା ପାଇଁ ହୋଇନଥାଏ ବରଂ ଏଥିରୁ ଆମେ ଅନେକ କିଛି ଶିକ୍ଷା କରିଥାଉ ମଧ୍ୟ। ତେବେ ଆପଣ ମାନେ ଏହା ଦେଖିଥିବେ ମଧ୍ୟ କି ସିନେମା ମାନଙ୍କ ରେ ମଧ୍ୟ ଲୋକମାନ ଙ୍କୁ ଶିକ୍ଷା ଦେବା ପାଇଁ କାହାଣୀ ଟି ପ୍ରସ୍ତାବ କରାଯାଇଥାଏ।

ମାତ୍ର କେବେ କେବେ ଲୋକମାନେ ଏହାକୁ ବହୁତ ଶିରିୟସ୍ ଭାବରେ ନେଇ ଯାଇଥାନ୍ତି ଏବଂ ଭଲ କାର୍ଯ୍ୟ ରେ ନୁହେଁ ବରଂ କ୍ରାଇମ କରିବା ପାଇଁ ଏହିସବୁ ର ବ୍ୟବହାର କରିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଜଣାଇଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସବୁଆଡେ ତେଲୁଗୁ ସିନେମା “ପୁଷ୍ପା” ର ଯାଦୁ ଦେଖିବାକୁ ମିଳୁଛି କିଏ ଏହାର ରିଲ କରୁଛନ୍ତି ତ କିଏ ଏହାର ଡାଇଲଗ।ମାତ୍ର ଆମ ଓଡ଼ିଶାର ଢେଙ୍କାନାଳ ର ମାଫିଆ ,ରାଜଭାଇ ଏହାକୁ ନେଇ ସ୍ମଗଲିଙ୍ଗକରିବା ଶିକ୍ଷା କରିଥିଲେ। ଆଉ ପୁଷ୍ପା ସିନେମା ପରେ ଗୋଟିଏ କଣ୍ଟେନର କୁ ପୁରା ସିଲ କରି ତା ଭିତରେ ବିଦେଶୀ ମଦ କୁ ଓଡ଼ିଶା ଭିତର କୁ ଆଣୁ ଥିଲେ। ମାତ୍ର ଏହି ସମୟ ରେ ସେ ପୋଲିସ ଙ୍କର ହାତରେ ଧରା ପଡିଛନ୍ତି।

ତେବେ ପୋଲିସ ଙ୍କର ସୂଚନା ଅନୁସାରେ , ସ୍ମଗଲର ରାଜଭାଇ ଙ୍କୁ ୧୩ ବର୍ଷ ଧରି ଖୋଜୁଥିଲେ ମାତ୍ର କୌଣସି ପ୍ରକାର ରେ ତାଙ୍କୁ ଧରିବା ସମ୍ଭବପର ହେଉ ନଥିଲା। ମାତ୍ର କିଛି ଦିନ ତଳେ ସେ ପୁଷ୍ପା ସିନେମା ଷ୍ଟାଇଲ ରେ ପୋଲିସ କୁ ଚଖମା ଦେଇ ଅରୁଣଚଳ ପ୍ରଦେଶ ରୁ ମଦ ଓଡ଼ିଶା କୁ ଆଣୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ଗିରଫ ସମୟ ରେ ଏକ ବଡ଼ କଣ୍ଟେନର ଭିତରେ ହଜାର ହଜାର ଟଙ୍କା ର ବିଦେଶୀ ମଦ ସହ , ୨୫ ଲକ୍ଷ ରୁ ଅଧିକ ଟଙ୍କା ମଧ୍ୟ ପୋଲିସ ଜବଦ କରିଛନ୍ତି।

ତେବେ ପୋଲିସ ର କହିବା ଅନୁସାରେ ଏହି ରାଜଭାଇ ଡନ ଙ୍କୁ ପୋଲିସ ମାନେ ପ୍ରାୟ ୧୩ ବର୍ଷ ହେବ ତାଙ୍କୁ ଖୋଜୁ ଥିଲେ କିନ୍ତୁ ସେ ବହୁତ ସ୍ମାଟ ହୋଇଥିବା ରୁ ସବୁବେଳେ ପୋଲିସ ଆଖିରେ ଧୂଳି ଦେଇ ନିଜ କଳା ଧନ୍ଦା କୁ ଚାଲୁ ରଖିଥିଲେ। ମାତ୍ର ପୁଷ୍ପା ସିନେମା ଷ୍ଟାଇଲ ରେ ବିଦେଶୀ ମଦ କୁ ରାଜ୍ୟ ଭିତର କୁ ଆଣୁଥିବା ସମୟ ରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ପୋଲିସ ର ସୂଚନା ଅନୁସାରେ ରାଜା ଙ୍କର ପରିବାର ତଥା ତାଙ୍କର ବାପା ମଧ୍ୟ ଏହି ନିଶା ଦ୍ରବ୍ଯ କାରବାର ରେ ଜେଲ ଯାଇଥିଲେ ଆଉ ସେ ମଧ୍ୟ ସେହି କାର୍ଯ୍ୟ କରୁଛନ୍ତି।

ଏହା ସହ ତାଙ୍କର ମୋବାଇଲ ରୁ ପୁଷ୍ପା ସିନେମା ର ଅନେକ ଛୋଟ ଛୋଟ ଭିଡ଼ିଓ ତାଙ୍କୁ କେହି ଜଣେ ସେୟାର କରିବା ସହ ସେହି ଉପାୟ ରେ ସ୍ମଗଲିଙ୍ଗ କରିବାର ଯୋଜନା ହୋଇଥିବା ନେଇ ପ୍ରମାଣ ରହିଛି। ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।