Just another WordPress site

ଓଃ କି ମାଡ ! ବୀଚ ରାସ୍ତାରେ ଝିଅଠୁ ଖୁବ ମାଡ ଖାଇଲେ ଏହି ଯୁବକ…ଦେଖନ୍ତୁ ଭିଡ଼ିଓ

0 582

ରାସ୍ତା ମଝିରେ ଯୁବତୀଙ୍କ କି ମାଡ଼ ଆଉ ତାଙ୍କର କି ପ୍ରଶଂସା, ଶୁଣିଲେ ଟିକିଏ ଅଡ଼ୁଆ ଲାଗୁଛି ନା ।ଏହା କିପରି ଆଉ କାହିଁକି ବା ଜଣେ ମହିଳା କରିବ ତାର କଣ ଡର ଭୟ କିଛି ନାହିଁ କଣ ଏମିତି କାମ କରୁଥିବାର ଦେଖି ତାଙ୍କୁ ପୁଣି ପ୍ରଶଂସା ।ତେବେ ହଁ କଥାଟି ଯେତେ ଅଡ଼ୁଆ ଲାଗୁଥିଲେ ବି ଏହା ନିରାଟ ସତ୍ୟ କାରଣ ଏହି ଘଟଣାର ଏକ ଭିଡ଼ିଓ ଫୋଟେଜ ଏବେ ସୋସିଆଲ ମେଡ଼ିଆରେ ଖୁବ ଭାଇରଲ ହେବାକୁ ଲାଗିଛି ଯାହା ଦେଖିଲେ ଆପଣ ନିଶ୍ଚିତ ବିଶ୍ୱାସ କରି ପାରିବେ ।

ତେବେ ଏବେ ଆପଣ ଘଟଣା ବିଷୟରେ ଜାଣିବାକୁ ଚାହୁଁଥିବେ ତ ଚାଲନ୍ତୁ ଜାଣିବା କଣ ଏହି ଘଟଣାଟି ଥିଲା ।ତେବେ ଏହି ଭିଡ଼ିଓଟିରେ ଦେଖିବାକୁ ମିଳିଛି ଜଣେ ମହିଳା ବାଇକ୍ ଯାଉଥିବା ଯୁବକକୁ ଧରି ଖୁବ ପିଟିଛନ୍ତି ହେଲେ କାହିଁକି ?

ତେବେ ସୂଚନା ଅନୁଯାୟୀ ଯୁବକ ଜଣକ ରାସ୍ତାରେ ଯାଉଥିବା ସେହି ଯୁବତୀଙ୍କୁ ଖରାଵ ବ୍ୟବହାର କରିଥିଲେ କମେଣ୍ଟ କରିଥିଲେ ।ଆଉ ଏହାର ଜବାବ ଦେବାକୁ ଯାଇ ଯୁବତୀ ଜଣକ ସେହି ଯୁବକକୁ ଧରି ଖୁବ ମାଡ଼ ମାରିଥିଲେ ଆଉ ଯେତେବେଳେ ଯୁବକଟି ବାଇକରେ ଚାଲି ଯିବାକୁ ଚାହିଁଥିଲେ ସେତେବେଳେ ଯୁବତୀ ତାଙ୍କୁ ବାଇକ ଉପରୁ ଘୋଷାରି ଆଣିଥିଲେ ।

ତେବେ ଏହି ଘଟଣାଟି ହେଉଛି କୋରାପୁଟ ଜିଲ୍ଲାର ଜୟପୁର ସହରର ଜୟ ନଗର ପାର୍କ ନିକଟରେ ।ଆଉ ସେଠାରେ ଘଟିଥିବା ଏହି ଘଟଣାକୁ କେହି ଜଣେ ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମେଡ଼ିଆରେ ପୋଷ୍ଟ କରିଥିଲେ ଆଉ ତାହା ପରେ ଏହା ସୋସିଆଲ ମେଡ଼ିଆରେ ପୁରା ଜୋରରେ ଭାଇରଲ ହେବାକୁ ଲାଗିଛି ।ଆଉ ସବୁ ଲୋକ ମାନେ ସେହି ଯୁବତୀର ସାହସକୁ ଖୁବ ପ୍ରଶଂସା କରିଛନ୍ତି ।

ଆମ ସମାଜରେ ସବୁବେଳେ ଏହି ପ୍ରି ଘଟଣା ଗୁଡିକ ଦେଖିବାସକୁ ମିଳିଥାଏ ଯେତେବେଳେ କେହି ଝିଅକୁ ରାସ୍ତାରେ ଘାଟରେ କେହି ପୁଅ ଦେଖିଦେଲେ ସେମାନେ ଅଭଦ୍ରାମି କରିବାକୁ ଭୁଲି ନଥାନ୍ତି ।ଆଉ ସେତେବେଳେ ଝିଆ ମାନେ ସବୁ ଜାଣି ବି ମୁଣ୍ଡ ତଳକୁ କରି ଚୁପଚାପ ଚାଲି ଆସନ୍ତି ।ଆଉ ଏଥିପାଇଁ ପୁଅ ମାନଙ୍କର ସାହସ ବଡିଯାଏ ସେମାନେ ବାରମ୍ବାର ଏହିପରି ବ୍ୟବହାର କରି ଥାଆନ୍ତି ।କିନ୍ତୁ ଏବେ ଆଉ ଝିଅ ମାନେ ଚୁପଚାପି ହେଇ ରହୁ ନାହାନ୍ତି ସେମାନେ ବି କଡ଼ା ଜବାବ ଦେବାକୁ ଜାଣି ଗଲେଣି ଯାହା ଆପଣ ଏହି ଭିଡ଼ିଓ ଦେଖି ଯସନୀ ପାରିବେ ।

ପ୍ରତ୍ୟେକ ଯୁବତୀ ମାନେ ଯଦି ଆପଣଙ୍କ ପ୍ରତି କେତେବେଳେ ବି ଏହିପରି ଅସଦାଚରଣ ବ୍ୟବହାର ହେଉଛି ତାହେଲେ ଆପଣ ମାନେ ପଦକ୍ଷେପ ନିଅନ୍ତୁ ସେହି ବ୍ୟକ୍ତି ପ୍ରତି ।ନ ହେଲେ ନାରୀ ସବୁବେଳେ ଅବହେଳିତ ହେଇ ରହିଯିବ ନିଜ ସୁରଖା ନିଜକୁ କରିବାକୁ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।