Just another WordPress site

ହଠାତ୍ ମହିଳା ଜଣଙ୍କ ଶାଢୀପିନ୍ଧି ବୁଲେଟ ଚଲେଇ ଆସିଲେ ଆଉ ତାପରେ ଯାହା ହେଲା 60 କୋଟି ଲୋକ ଦେଖିସାରିଲେନି ଏହି ଭିଡିଓ

0 53,052

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି।

ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ର ସାହାଯ୍ୟ ରେ ଅନେକ ଯୁବପିଢ଼ି ସାମାଜିକ ସଚେତନତା ର ଭିଡ଼ିଓ ବନାଇଥାନ୍ତି।

ତେବେ ଏହିପରି ଏକ ଭିଡ଼ିଓ ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆପଣ ମାନେ ଜାଣିଛନ୍ତି କି ସଡ଼କ ଦୁର୍ଘଟଣା ଦିନକୁ ଦିନ ଅଧିକ ହେବାରେ ଲାଗିଛି ଆଉ ଏହାକୁ ରୋକିବା ପାଇଁ ଆମ ସରକାର ପୋଲିସ ମାନ ଙ୍କୁ ନିୟୋଜିତ କରୁଛନ୍ତି। ଯାହାଦ୍ୱାରା ଲୋକମାନେ ସଚେତନ ହେବେ ଏବଂ ଦୁର୍ଘଟଣା ରୁ ବଞ୍ଚିଯିବେ।

ତେବେ କିନ୍ତୁ ଆପଣ ଜାଣିଛନ୍ତି କି ଅନେକ ଲୋକ ଏହିପରି ରହିଛନ୍ତି ଯେଉଁ ମାନେ କି ଟ୍ରାଫିକ ନିୟମ ମାନୁ ନାହାନ୍ତି ଏବଂ କେହି କେହି ନିଜ ବାପା ମା ଙ୍କର କ୍ଷମତା ଦେଖାଇ ମଧ୍ୟ ଟ୍ରାଫିକ ନିୟମ କୁ ଉଲଂଘନ କରୁଛନ୍ତି। ତେବେ ଏହି ଉପରେ ଗୋଟିଏ ଭିଡ଼ିଓ କୁ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହାକି ଟିକିଏ କମେଡି ଆନ୍ଦାଜ ରେ ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ସଚେତନତା ମୂଳକ ଭିଡ଼ିଓ ଟି ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ।

ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି , ଦୁଇ ଜଣ ପୋଲିସ ଟ୍ରାଫିକ ନିୟମ ଚେକ କରୁଥିଲେ ଆଉ ସେହି ସମୟ ରେ ଜଣେ ଯୁବତୀ ବୁଲେଟ ଗାଡି ଚଳାଇ ଆସୁଥିଲେ। କିନ୍ତୁ ସେହି ଯୁବତୀ ଙ୍କର ପାଖରେ ହେଲମେଣ୍ଟ , ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆରସି କିଛି ବି ନଥିଲା। ଆଉ ପୋଲିସ ଜଣଙ୍କ ତାଙ୍କୁ ଅଟକାଇ ଦେଇଥିଲେ। ତେବେ ଯୁବତୀ ଜଣଙ୍କ ତାଙ୍କୁ ଅଟକାଇ ଦେଇ ତାଙ୍କୁ ହେଲମେଣ୍ଟ , DL ଏବଂ RC ବିଷୟରେ ପଚାରି ଥିଲେ। ତେବେ ଯୁବତୀ ଜଣଙ୍କ କହିଲେ କି ମୋ ପାଖରେ କିଛି ନାହିଁ, କିନ୍ତୁ ମୋ ବାପା ସରପଞ୍ଚ ଏବଂ ମା MLA ଅଟନ୍ତି ତେଣୁ ମୋତେ ଛାଡ଼ , ଚାଲାଣ ବି କାଟ ନାହିଁ।

ତେବେ କିନ୍ତୁ ପୋଲିସ ଜଣଙ୍କ ତାଙ୍କର ଏହି କଥା କୁ ଶୁଣିଲେ ନାହିଁ ସେ କହିଲେ କି ତୁମେ ଯାହାର ଝିଅ ହୁଅ ନା କାହିଁକି ନିୟମ ସମସ୍ତ ଙ୍କ ପାଇଁ ସମାନ ଅଟେ।ତୁମେ ତୁମ ବାପା ମା ଙ୍କୁ କୁହ ସବୁ ଡକମେଣ୍ଟ ନେଇକି ଆସିବେ ଆଉ ତୁମେ ଚୁପଚାପ ଥାନା କୁ ଚାଲ ବୋଲି।ତେବେ ଯୁବତୀ ଜଣଙ୍କ ତାଙ୍କ ବାପା ଙ୍କୁ କଲ କଲେ କିନ୍ତୁ ପୋଲିସ ଜଣଙ୍କ ଏହାକୁ ମାନି ନଥିଲେ ଆଉ ତାଙ୍କର ଗାଡି ସିଜ କରି ଯୁବତୀ ଙ୍କୁ ଥାନା ରେ ଅଟକ ରଖିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।