
ଗଙ୍ଗା ନଦୀରେ ବୁଡ଼ ମାରୁଥିବା ବେଳେ ଭାସିଗଲେ ଯୁବକ…. ଭକ୍ତ ଙ୍କୁ ବଞ୍ଚାଇବା ପାଇଁ ଆବିର୍ଭାବ ହେଲେ ପ୍ରଭୁ ଭଲେନାଥ ଦେଖନ୍ତୁ ରେକର୍ଡ ହୋଇଥିବା ଭିଡିଓ 30 କୋଟି ଲୋକ ଦେଖିସାରିଲେନି…
ଆମ ଶାସ୍ତ୍ର ଓ ପୁରାଣ ଅନୁସାରେ ଆମର ୩୩ କୋଟି ଦେବା ଦେବୀ ରହିଛନ୍ତି ଏବଂ ସମସ୍ତ ଦେବା ଦେବୀ ନିଜ ସ୍ଥାନରେ ମହାନ ଏବଂ ଭକ୍ତ ଭାବରେ ମୋହିତ ଅଟନ୍ତି। କିନ୍ତୁ ଯଦି ଆମେ ଭଗବାନ ଶିବ ଙ୍କ ବିଷୟରେ କହିବା ତେବେ ସେ ସମସ୍ତ ଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ତାଙ୍କର ଶାରୀରିକ ଗଠନ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ କାର୍ଯ୍ୟ ଏବଂ ମହିମା ଅପାର ଅଟେ। ତେବେ ଜଣେ ଏମିତି ଦେବତା ଯିଏକି ଭକ୍ତ ଙ୍କ ପାଇଁ କିଛି ବି କରିପାରନ୍ତି।
ସେ ନିଜ ମସ୍ତ କରେ ମାତା ଗଙ୍ଗା ଙ୍କୁ ସ୍ଥାନ ଦେଇଛନ୍ତି ଏବଂ ବେକ ରେ ସାପ କୁ ଗୁଡ଼ାଇ ରଖିଥାନ୍ତି।ଏପରି ମଧ୍ୟ କୁହାଯାଏ କି ସେ ଭକ୍ତ ଙ୍କ ଉପରେ ଖୁସି ହେଲେ ତାଙ୍କୁ ବର ଦେଇଥାନ୍ତି ଏବଂ ରାଗି ଗଲେ ମଧ୍ୟ ବରଦାନ କରିଥାନ୍ତି। ତେବେ ଏହି କାରଣ ରୁ ଭଗବାନ ଶିବ ଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ।
ତେବେ ଆଜି ଆମେ ଆପଣ ଙ୍କୁ ଭଗବାନ ଶିବ ଙ୍କର ତାଙ୍କ ଭକ୍ତ ପାଇଁ ଥିବା ଶ୍ରଦ୍ଧା ବିଷୟରେ ଜଣେଇବୁ ଯାହାକୁ ଦେଖିଲେ ଆପଣ ଙ୍କୁ କାହାଣୀ ଭଳି ଲାଗିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ। ତେବେ ଆସନ୍ତୁ ଜାଣିବା ଭଗବାନ ଶିବ ଙ୍କର ଏହି ମହିମା ବିଷୟରେ।
ବନ୍ଧୁଗଣ ଘଟଣା ଟି ଦେଖିବାକୁ ମିଳିଥିଲା ଗଙ୍ଗା ନଦୀ କୂଳରେ। ତେବେ ଏଠାରେ ରାଜୀବ ନାମକ ଜଣେ ୨୫ ବର୍ଷିୟ ଯୁବକ ଭଗବାନ ଶିବ ଙ୍କର ପରମ ଭକ୍ତ ଥିଲେ। ତେବେ ସେ ପିଲା ଦିନରୁ ହିଁ ଭଗବାନ ଶିବ ଙ୍କର ଭକ୍ତ ଥିଲେ ଆଉ ସବୁଦିନ ପ୍ରଭୁ ଶିବ ଙ୍କର ପୂଜା ପାଇଁ ଆଗ ଗଙ୍ଗା ରେ ବୁଡ଼ ମାରିଥାନ୍ତି ଆଉ ପରେ ଭଗବାନ ଙ୍କର ପୂଜା କରନ୍ତି। ତେବେ ସବୁଦିନ ପରି ସେଦିନ ମଧ୍ୟ ସେ ଗାଙ୍ଗ ନଦୀ ରେ ବୁଡ଼ ମାରିବାକୁ ଯାଇଥିଲେ। ମାତ୍ର ସେ ଦିନ ଗଙ୍ଗା ନଦୀର ସ୍ରୋତ ବହୁତ ପ୍ରଖର ଥିଲା ଆଉ ରାଜୀବ ସେହି ସ୍ରୋତ ରେ ଗଙ୍ଗା ନଦୀର ଭିତ କୁ ଭାସିଗଲେ।
ତାଙ୍କର ବନ୍ଧୁମାନେ କେଉଁ ପରି ବି ବଂଚିଯାଇଥିଲେ ମାତ୍ର ରାଜୀବ ପାଣି ଭିତ କୁ ଭାସିଗଲେ। କିନ୍ତୁ ହଠାତ ଘଟିଲା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଯାହାକୁ ଦେଖି ସବୁ ଚକିତ ହୋଇଗଲେ। ନିଜ ଭକ୍ତ କୁ ଉଦ୍ଧାର କରିବା ପାଇଁ ଭଗବାନ ଶିବ ନିଜେ ଜଣେ ବାବା ବେଶରେ ସମୁଦ୍ର ମଝିରେ ଦର୍ଶନ ଦେଲେ ଆଉ ରାଜୀବ ଙ୍କୁ ନିଜ କାନ୍ଧ ରେ ବସାଇ ରାଜୀବ ଙ୍କୁ ବଞ୍ଚାଇ ନଦୀ ରୁ ଆଣି କୁଳ ରେ ଛାଡିଦେଲେ। ତେବେ ଏହାକୁ ଦେଖି ରାଜୀବ ତାଙ୍କୁ ମୁଣ୍ଡିଆ ମାରିଲେ ,ମାତ୍ର ସଂଗେ ସଂଗେ ସେହି ସାଧୁ ବ୍ୟକ୍ତି ଜଣଙ୍କ କୁଆଡେ ଗାଏବ ହୋଇଗଲେ।
ତେବେ ଏହି ଦୃଶ୍ୟ ଟି ସେଠାରେ ଥିବା ଲୋକମାନେ ଜାଣିବା ପରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଏବଂ ପ୍ରଭୁ ଭଲେନାଥ ଙ୍କର ଜୟ ଜୟ କାର କଲେ। ସତରେ ଭକ୍ତ ଯେଉଁ ଠାରେ ଆମ ଭଗବାନ ସେହିଠାରେ ଉପସ୍ଥିତ ରହିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।