Just another WordPress site

ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଗଲେ ଯୁବକ, ଶେଷରେ ବାହା କରି ଛାଡି ଦେଲେ… ଦେଖନ୍ତୁ Viral ଭିଡ଼ିଓ

0 3,881

ଆଜିକାଲି ଦୁନିଆରେ ଭଲପାଇବା ସମ୍ପର୍କ ଏକ ଖେଳ ଘର ହେଇ ଗଲାଣି ।ସମୟ ଥିଲା ଏହି ସମ୍ପର୍କକୁ ପବିତ୍ର ସମ୍ପର୍କ କୁହାଯାଉଥିଲା ।କିନ୍ତୁ ଆଜିକାଲିର ଯୁବପିଢ଼ି ମାନେ ଏହି ସମ୍ପର୍କକୁ ନବୁଝି ନିଜ ନିଜର ସ୍ୱାର୍ଥ ପାଇଁ ଭଲପାଇ ଯାଉଛନ୍ତି ।ଆଉ ନିଜର ସ୍ୱାର୍ଥ ସରିଗଲା ପରେ ଜଣଙ୍କୁ ଛାଡି ଆଉ ଜଣଙ୍କୁ ଖୋଜି ବୁଲୁଛନ୍ତି ।ଆଉ ବେଳେ ବେଳେ ଏମିତି କାମ କରି ଯାଉଛନ୍ତି ଯାହା ସମ୍ପୂର୍ଣ୍ଣ ପରିବାର ପାଇଁ ସମାଜରେ ପାଦ ମୁଣ୍ଡ ଉଠେଇ ଚାଲିବା ଭାରି କଷ୍ଟ ହେଇ ପଡୁଛି ।

ତେବେ ନୀତିଦିନର ଘଟଣାରେ ପ୍ରେମ ପ୍ରତାରଣା ପରି ଅନେକ ଘଟଣା ଦେଖିବାକୁ ମିଳୁଛି ।ସାନ ସାନ ବୟସରୁ ପିଲାମାନେ ଭଲପାଇ ଭୁଲ ଭଟକାରେ ଶାରୀରିକ ସମ୍ପର୍କ ସ୍ଥାପନ ରଖିବାର ଘଟଣା ବହୁତ ବାର ସାମ୍ନାକୁ ଆସିଛି ।ସେଥିପାଇଁ ଏବେ ସମାଜରୁ ଭଲପାଇବା ଉପରୁ ବିଶ୍ୱାସ ଉଠିଗଲାଣି ।ଆଉ ଏହି ସମୟରେ ଏମିତି ଗୋଟିଏ ଘଟଣା ଆଖି ଆଗକୁ ଆସିଛି ଯାହା ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ତେବେ ଘଟଣା ଅନୁଯାୟୀ ଜଣେ ପ୍ରେମିକକୁ ତାର ପ୍ରେମିକା ଘରେ କେହି ନାହିଁ କହି ଘରକୁ ଆସିବାକୁ କହିଥିଲେ ।ଆଉ ପ୍ରେମିକ ଜଣକ ବି ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ ।ଆଉ ଦୁଇଜଣ ଗୋଟିଏ ରୁମ ଭିତରେ କଥାହେଉଥିଲେ କିନ୍ତୁ ହଠାତ ଘରକୁ ଝିଅଟିର ମାଆ ଆସିଯାଇଥିଲେ ଆଉ ସେ ସେହି ଦୁହିଁଙ୍କୁ ରୁମ ଭିତରେ ଦେଖି ପାଖପଡ଼ିଶା ଓ ପରିବାର ଲୋକ ମାନଙ୍କୁ ଡାକିଦେଇଥିଲେ ।ଆଉ ସମସ୍ତେ ଆସିଲା ପରେ ସେହି ଯୁବକକୁ ଅଟକ ରଖିଥିଲେ ।ଆଉ ତାପରେ ଯାହା ଘଟିଲା ଆପଣ ସ୍ଵପ୍ନରେ ବି ଭାବି ପାରିବେନି ।

ଆଉ ଏହା ପରେ ଝିଅର ମାଆ ପୁଅକୁ ଘରକୁ ଆସିବାର କାରଣ ପଚାରିଥିଲେ ।ତେବେ ଯୁବକ ଜଣକ ଭୟରେ ସବୁ କହିଥିଲେ ସେମାନେ ଉଭୟ ଉଭୟଙ୍କୁ ଭଲପାଆନ୍ତି ବୋଲି କହିଥିଲେ ।ଆଉ ଏଥିରେ ଝିଅଟି ବି ହଁ ଭରିଥିଲା ତାପରେ ଝିଅଟିର ମାଆ କହିଥିଲେ ଯଦି ଭଲପାଉଛ ତାହେଲେ ଝିଅ ମଥାରେ ସିନ୍ଦୁର ଲଗାଅ ଆଉ ପୁଅଟି ସେଇଆ କରିଥିଲା ।
ତେବେ ପ୍ରେମିକାକୁ ଦେଖା କରିବାକୁ ଆସି ଏମିତି ପରିଣାମ ଭଳିଥିଲା ପ୍ରେମିକ ଜଣଙ୍କ ।

ଆଜିକାଲିର ପରିବାର ଲୋକ ମାନେ ବି ବୁଝି ସାରିଲେଣି ଯଦି ଭପାଉଥିବା ପ୍ରେମୀ ଯୁଗଲଙ୍କୁ ଯେତେ ବୁଝେଇଲେ ବି ସେମାନେ ସୁଧୁରିବେ ନାହିଁ ତେଣୁ ତାଙ୍କର ବି ଯାହା ଇଚ୍ଛା ସେଇଆ କରିଦେଉଛନ୍ତି ।କାରଣ ଆମ ସମାଜରେ ଏହି ପ୍ରି ଘଟଣା ନୀତିଦିନର ଏକ ଅତି ସାଧାରଣ କଥା ହେଇଗଲାଣି ।ତେବେ ଆପଣ ମାନେ ବି କେବେ ଯଦି ନିଜ ପ୍ରେମିକାକୁ ବା ପ୍ରେମିକକୁ ଦେଖା କରିବାକୁ ଯାଉଛନ୍ତି ତାହେଲେ ଭାବିଚିନ୍ତି ନିଶ୍ଚିତ ଯାଆନ୍ତୁ ନହେଲେ ଏମିତି ପସ୍ତେଇ ପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।