Just another WordPress site

ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : ହଠାତ ସମୁଦ୍ର ପାଖ ଦେଇ ଯାଉଥିବା ବେଳେ ଖସି ପଡିଲେ ମହିଳା, ଆଉ ତା’ ପରେ….

0 908

ସମୟ ବଡ଼ ବଳବାନ , ଏହା କେତେବେଳେ କାହା ସହ କଣ କରିବ ତାହା କେହିବି ଜାଣିନଥାନ୍ତି। ତେଣୁ ମହାପୁରୁଷ ମାନେ ସବୁ ବେଳେ କହନ୍ତି କି, ମଣିଷ ର ଜନ୍ମ ମୃତ୍ୟୁ କେବଳ ଭଗବାନ ଙ୍କ ହାତରେ ଥାଏ ,ଯେ ପର୍ଯ୍ୟନ୍ତ ସେ ଚାହିଁ ନାହାନ୍ତି ଆପଣ ଙ୍କୁ ମୃତ୍ୟୁ ଦର୍ଶନ ଦେଇ ପୁଣି ଫେରି ଯିବ।ଆଉ ମଣିଷ ହୋଇଥିବା ରୁ କାହା ସହ କଣ କେତେବେଳେ ଘଟିଯିବ ତାହା କାହାକୁ ବା ଜଣା। ତେବେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ଭାଇରଲ ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ଙ୍କର ମୁଁହ ଖୋଲା କୁ ଖୋଲା ରହିଯିବ।

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଚର୍ଚ୍ଚା ରେ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି ମୁମ୍ବାଇ ର ଗେଟ ୱେ ଅଫ ଇଣ୍ଡିଆ ଅଞ୍ଚଳ ରେ ଜଣେ ମହିଳା ହଠାତ ମୃତ୍ୟୁ ମୁଖରେ ପଡିଯାଇଥିଲେ କିନ୍ତୁ ସୌଭାଗ୍ୟ କି ଜଣେ ବ୍ୟକ୍ତି ତାଙ୍କର ନିଜ ଜୀବନ କୁ ବାଜି ରେ ଲଗାଇ ମହିଳା ଙ୍କର ଜୀବନ ବଞ୍ଚାଇ ପ୍ରଶଂସା ର ପାତ୍ର ପାଲଟିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଯାହା ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ମହିଳା ମୁମ୍ବାଇ ର ଗେଟ ୱେ ଅଫ ଇଣ୍ଡିଆ ଅଞ୍ଚଳରେ ଏମିତି ରାସ୍ତା ସାଇଟ ରେ ଥିବା ପୋଲ ର ରୋଲିଂ ଉପରେ ବସିଥିଲେ। କିନ୍ତୁ ସେଠାରେ ସେ କିଛି ସମୟ ବସିବା ପରେ ନିଜର ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଥିଲେ। ତେବେ ମହିଳା ଜଣଙ୍କ ପୋଲ ର ରୋଲିଂ ରୁ ସିଧାସଳଖ ତଳେ ନଦୀ ରେ ପଡି ଯାଇଥିଲେ ,ତେବେ ସେହି ସମୟ ରେ ନଦୀ ର ସ୍ରୋତ ବହୁତ ଅଧିକ ଥିଲା। ଆଉ ମହିଳା ଜଣ ଙ୍କୁ ପହଁରିବା ଅସୁନଥିଲା।

ତେବେ ଏହାକୁ ଦେଖି ସେଠାରେ ଫୋଟ ସଫି କରୁଥିବା ଜଣେ ଯୁବକ ନିଜ ଜୀବନ କୁ ବାଜିରେ ଲଗାଇ ସଂଗେ ସଂଗେ ମହିଳା ଙ୍କୁ ବଞ୍ଚାଇବା ପାଇଁ ନଦୀ କୁ ଡେଇଁ ପଡିଥିଲେ। ତେବେ ପାଖରେ ଥିବା ଅନ୍ୟ ଲୋକମାନେ ମଧ୍ୟ ରଶୀ ଓ ଟିଯୁବ ତଳକୁ ପକାଇଥିଲେ। ଯାହା ଫଳରେ ସେହି ଯୁବକ ଜଣଙ୍କ ମହିଳା ଙ୍କୁ ତାହା କୁ ଧରି ସୁରକ୍ଷିତ ଭାବରେ ଉପର କୁ ଉଠେଇ ଆସିଥିଲେ ଆଉ ପରେ ଯୁବକ ଜଣଙ୍କ ମଧ୍ୟ ସୁରକ୍ଷିତ ଭାବରେ ନଦୀ ରୁ ବାହାରି ଆସିଥିଲେ।

ତେବେ ଯୁବକ ଜଣଙ୍କ ଙ୍କର ଏହି ସାହସ ଏବଂ ସାହାଯ୍ୟ କରିବାର କାର୍ଯ୍ୟ ତଥା ନିଜ ଜୀବନ କୁ ବାଜି ରେ ଲଗାଇ ଅନ୍ୟ ଜଣଙ୍କୁ ବଞ୍ଚାଇବା ର ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ ସତ ରେ ଏହିପରି ଲୋକମାନେ ଆମ ସମସ୍ତ ଙ୍କ ପାଇଁ ଗୋଟିଏ ଉଦାହରଣ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।