Just another WordPress site

54 ବର୍ଷ ପରେ ବିବାହ ବନ୍ଧନରେ Bollywod ର ସୁପର ଷ୍ଟାର ଭାଇଜାନ ତଥା ସଲମାନ ଖାନ (Salman Khan)ଙ୍କ ବିବାହ ଶେଷ ହେଲା!

0 3,086

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ଖାଲି ଏତିକି ନୁହେଁ ବରଂ ଏହି କଳାକାର ତଥା ସେଲିବ୍ରେଟି ମାନେ ନିଜର ପ୍ରେମ ସମ୍ପର୍କ ଏବଂ ବୈବାହିକ ସମ୍ପର୍କ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଆମ ବଲିଉଡ ଦବଙ୍ଗ ଖାନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଯାହାର କେତେକ ଫୋର ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି।ତେବେ କିନ୍ତୁ ସମସ୍ତ ଙ୍କର ମନ ରେ ଏକ ପ୍ରଶ୍ନ ରହିଥାଏ କି କଣ ସତରେ ବିବାହ କରିଛନ୍ତି ଆଉ ଯଦି ବିବାହ କରିଛନ୍ତି ତ ଏହିପରି ଲୁଚି କି କାହିଁକି ।

ତେବେ ଆମେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଫୋଟ ଓ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଆମ ସୁପରଷ୍ଟାର ସଲମାନ ଖାନ ଆମ ଅଭିନେତ୍ରୀ ସୋନସ୍କଶି ଙ୍କୁ ବିବାହ କରିଛନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସଲମାନ ଖାନ ଙ୍କର ବିବାହ କୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଆପଣ ଙ୍କୁ ଜଣେଇବୁ। ତେବେ ବନ୍ଧୁଗଣ ବଲିଉଡ ର ଲୋକପ୍ରିୟ ଅଭିନେତା ତଥା ସମସ୍ତ ଙ୍କର ଭାଇଜାନ ସଲମାନ ଖାନ ଙ୍କୁ ସମସ୍ତେ ଜାଣିଛନ୍ତି ,ସେ ତାଙ୍କର ଅଭିନୟ ର ଯାଦୁ ମାଧ୍ୟମ ରେ ଲୋକମାନେ ଙ୍କ ମନ ରେ ଘର କରି ବସିଛନ୍ତି। ତେବେ କିନ୍ତୁ ବୟସ ୫୩ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ କରି ନାହାନ୍ତି।

ତେବେ ତାଙ୍କର ଫେନ ତଥା ପ୍ରଶଂସକ ମାନେ ସର୍ବଦା ତାଙ୍କର ବିବାହ କୁ ନେଇ ପ୍ରଶ୍ନ କରିଥାନ୍ତି। ତେବେ କିଛି ଦିନ ତଳେ ସଲମାନ ଖାନ ନିଜେ ସୋନସ୍କଶି ଙ୍କ ସହ ଏକ ଫୋଟ ସେୟାର କରିଥିଲେ ସୋସିଆଲ ମିଡ଼ିଆ ରେ। ଏହି ଫୋଟରେ ଦେଖିବାକୁ ମିଳିଥିଲା କି ସଲମାନ ଖାନ ସୋନାକ୍ଷୀ ଙ୍କର ଆଙ୍ଗୁଠି ରେ ମୁଦି ପିନ୍ଧୁଛନ୍ତି ଏବଂ ଉଭୟ ସଲମାନ ଓ ସୋନାକ୍ଷୀ ବିବାହ ବେଦୀ ରେ ବସିବା ଭଳି ସଜବାଜ ହୋଇଛନ୍ତି। ତେବେ ଫୋଟ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ମାନେ ଚକିତ ହୋଇଯାଇଥିଲେ,କାରଣ ଏହି ଫୋଟ କୁ ସଲମାନ ଖାନ ନିଜେ ସେୟାର କରିଥିଲେ।

ତେବେ କିନ୍ତୁ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ସଲମାନ ଖାନ ଙ୍କର ବିବାହ ସୋନାକ୍ଷୀ ସହ ହୋଇନାହିଁ ସେ ବର୍ତ୍ତମାନ ମଧ୍ୟ ଅବିବାହିତ ରହିଛନ୍ତି। ତେବେ ଏହି ଫୋଟ ଓ ଭିଡ଼ିଓ ଯେଉଁ ଭାଇରାଲ ହେଉଛି ତାହା ତାଙ୍କର ଆଗାମୀ ଫିଲ୍ମ “ଟାଇଗର-୩” ର ଶୁଟିଂ ସେଟ ର ଫୋଟ ଅଟେ। ତେବେ ସେ ବର୍ତ୍ତମାନ ବିବାହ କରିବେ ନାହିଁ ତେବେ ସମୟ କହିବେ କେବେ ଆମର ଦବଙ୍ଗ ଖାନ ବିବାହ ବନ୍ଧନରେ ବାନ୍ଧି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।