Just another WordPress site

ଭାଇରଲ ହେଉଛି ସୋନାଲି ଓ ଜାକଲିଂ ଙ୍କର ଭିଡିଓ ଚାର୍ଟ Sonali ଙ୍କ ସହିତ Janklin ଓ Somalin ଙ୍କ କଣ ଥିଲା ସମ୍ପର୍କ ? କାହିଁକି ବର୍ତ୍ତମାନ ଏହି ଭିଡିଓ ଟି ଭାଇରଲ ହେଉଛି

0 92

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ସିଙ୍ଗର ସୋନାଲି ନନ୍ଦ ଙ୍କୁ ନେଇ ତଥା ସୌମ୍ୟ ଙ୍କର ଆତ୍ମହତ୍ୟା କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ସୋନାଲି ,ସୌମ୍ୟ ଙ୍କୁ ପ୍ରେମ କରୁଥିଲେ ଆଉ ଏକ ବର୍ଷ ର ପ୍ରେମ ପରେ ସେ ତାଙ୍କୁ ପ୍ରତାରଣା କରିବା ସହ ଅନ୍ୟ ଯୁବକ ଙ୍କ ସହ ସମ୍ପର୍କରେ ରହୁଥିଲେ।

ଖାଲି ଏତିକି ନୁହେଁ ବରଂ ସୋନାଲି ,ସୌମ୍ୟ ଙ୍କୁ ମାନସିକ ସ୍ତରରେ ଏତେ ଦୁର୍ବଳ କରିଦେଇଥିଲେ କି ଶେଷ ରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ତେବେ ସୌମ୍ୟ ଙ୍କର ଆତ୍ମହତ୍ୟା ପାଇଁ କେବଳ ସୋନାଲି ଦାୟୀ ବୋଲି ସମସ୍ତେ ମତ ରଖିଥିଲେ।

ତେବେ କିନ୍ତୁ ଏହି ସମୟରେ ସୋନାଲି ଙ୍କର ଜଣେ ଅଭିନେତ୍ରୀ ଙ୍କର ସହ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହାକୁ ନେଇ ବର୍ତ୍ତମାନ ଅନେକ ପ୍ରକାରର ପ୍ରଶ୍ନ ଉଠିଥିବା ଦେଖିବା କୁ ମିଳିଛି। ତେବେ ବର୍ତ୍ତମାନ ସୋନାଲି ଙ୍କର ଅଭିନେତ୍ରୀ ଜାକଲିଂ ଓ ତାଙ୍କ ଭଉଣୀ ଙ୍କ ସହ ଏକ ଭିଡିଓ କନ୍ଫରେସିଙ୍ଗ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଯେଉଁ ଥିରେ ସୋନାଲି ଜାକଲିଂ ଓ ତାଙ୍କ ଭଉଣୀ ସୋମଲୀନା ଙ୍କ ସହ ଭିଡ଼ିଓ ରେ କଥା ହେଉଥିବା ର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା କଣ କଥାବାର୍ତ୍ତା ହୋଇଥିଲା ଏବଂ ଏଥିରେ ସୌମ୍ୟ ଙ୍କର ମୃତ୍ୟୁ ସହ କିଛି ସମ୍ବନ୍ଧ ରହିଛି କି ନାହିଁ।

ତେବେ ବନ୍ଧୁଗଣ ଭାଇରଲ ହେଉଥିବା ଭିଡ଼ିଓ ଟିରେ ଦେଖାଯାଇଛି ଯେ ,ସିଙ୍ଗର ସୋନାଲି ନନ୍ଦ ଜାକଲିଂ ଓ ତାଙ୍କର ସ୍ୱାମୀ ତା ସହ ଜାକଲିଂ ଙ୍କର ଭଉଣୀ ସୋମଲୀନା ଙ୍କ ସହ ରାତ୍ରି ରେ ଭିଡ଼ିଓ କଲ ରେ କଥା ହେଉଥିଲେ। ତେବେ ଏହି ତିନି ଜଣ ପରସ୍ପର ସହ ନିଜ ନିଜର ଦୁଃଖ ସୁଖ ପ୍ରକାଶ କରିବା ସହ ଅନେକ ପ୍ରକାର ର ମଜା ମସ୍ତି ମଧ୍ୟ କରୁଥିଲେ। ତେବେ ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ଜାଣି ପାରିବେ କି ସୋନାଲି ଙ୍କର ଏହି ଦୁଇ ଭଉଣୀ ଙ୍କ ସହ ବହୁତ ଭଲ ସମ୍ପର୍କ ଥିଲା ,ଏମିତି କି ଆପଣ ତାଙ୍କୁ ଭଲ ବନ୍ଧୁ ବୋଲି ମଧ୍ୟ କହିପାରିବ।

ତେବେ କିନ୍ତୁ ତେବେ ଆପଣ ମାନେ ଜାଣିଥିବେ ନିଶ୍ଚିତ କି ରାଜଧାନୀ ଭୁବନେଶ୍ବର ର ସୌମ୍ୟରଞ୍ଜନ ନାମକ ଜଣେ ଯୁବକ , ତାଙ୍କର ପ୍ରେମିକା ର ପ୍ରତାରଣା କୁ ସହ୍ୟ କରି ନପାରି ବେକ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି। ତେବେ ଯୁବତୀ ଙ୍କର ପ୍ରେମ ରେ ପାଗଳ ହୋଇ ତାଙ୍କ ପାଇଁ ଅନେକ କିଛି କରିଥିଲେ ସୌମ୍ୟ ମାତ୍ର ଶେଷ ରେ ଯୁବତୀ ସୋନାଲି ଅନ୍ୟ ଜଣେ ପୁଅ ପାଇଁ ସୌମ୍ୟ ଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଦେଲେ। ତେବେ ବର୍ତ୍ତମାନ ଏ ନେଇ ଅନେକ ପ୍ରକାରର ଅଡିଓ ଓ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି ଯାହା ସବୁ ଦେଖିବା ପରେ ଆପଣ ନିଶ୍ଚିତ ହୋଇଯିବେ କି ସୋନାଲି ହିଁ ସୌମ୍ୟ ଙ୍କର ମୃତ୍ୟୁ ପାଇଁ ଦାୟୀ ଅଟନ୍ତି ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।