
ତୀବ୍ର ଗତିରେ ମାଡି ଚାଲିଛି ନୂଆ ଭାଇରସ୍ ର “ପ୍ରୋକପ” ପୁଣିଥରେ ଜାରିହେଲା ଲକଡାଉନ ଘୋଷଣା ଖୋଲିବ ମଲ୍..ଜାଣନ୍ତୁ କ’ଣ ରହିବ ଗାଇଡଲାଇନ…ଦେଖନ୍ତୁ ଭିଡିଓ
ବର୍ତ୍ତମାନ ର ସବୁଠାରୁ ବଡ଼ ସୂଚନା ଚୀନ ରେ ପୁଣି ଥରେ ଏକ ନୂଆ ଭାଇରସ୍ ର ଆତଙ୍କ କୁ ନେଇ ଚାରି ଆଡ଼େ ଖେଳିଯାଇଛି ଭୟ। ତେବେ ସୂଚନା ଅନୁସାରେ ଚୀନ ର ଚାଙ୍ଗୁଚାନ ଅଞ୍ଚଳ କୁ ବର୍ତ୍ତମାନ ଲକଡାଉନ କରାଯାଇଛି ବୋଲି। ତେବେ ଏହି ଘଟଣା ଟି ଆସିବା ପରେ ବର୍ତ୍ତମାନ ସମସ୍ତ ଙ୍କର ମନ ରେ ଚିନ୍ତା ଆସିଛି ,
ତେବେ ବନ୍ଧୁଗଣ ଲକଡାଉନ ହେବାର ଅର୍ଥ କଣ ଅଟେ କଣ ନାହିଁ ତାହା ଆମେ ସମସ୍ତେ ଜାଣିଛୁ। ତେବେ ବନ୍ଧୁଗଣ ଏହି ପୋଷ୍ଟ ମାଧ୍ୟମ ରେ ଚାଇନା ର ଏହି ନୂଆ ଭାଇରସ୍ ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଆପଣ ଙ୍କୁ ଜଣେଇବୁ।
କରନା ମହାମାରୀ ର କଥା କହିଲେ ଏବେ ମଧ୍ୟ ଆମ ଆଖିରେ ଏହି ମହାମାରୀ ର କରାଳ ରୂପ ଝଲସି ଉଠେ। ୨୦୧୯ ର ଶେଷ ରେ ଆରମ୍ଭ ହୋଇଥିବା ଏହି କୋରନା ମହାମାରୀ ଆଜି ୨୦୨୧ ମସିହା ସାରିବାକୁ ଲାଗିଲାଣି ମାତ୍ର ଏହାର ପ୍ରଭାବ ସମ୍ପୂର୍ଣ୍ଣ ଯାଇ ନାହିଁ ।କିନ୍ତୁ ଡାକ୍ତର, ବୈଜ୍ଞାନିକ ଓ ବିଶେଷଜ୍ଞ ମାନଙ୍କ ର ବହୁତ ଚେଷ୍ଟା ପ୍ରଚେଷ୍ଟା ଓ ସରକାର ଙ୍କର ସହଯୋଗ ଦ୍ବାରା ଏହି ମହାମାରୀ ର ପ୍ରତିଷେଧକ ବା କରନା ଟୀକା ର ଉଦ୍ଭାବନ ହେବା ପରେ ଏହାର ପ୍ରଭାବ କୁ ଟିକିଏ ନିୟନ୍ତ୍ରଣ କରାଯାଇପାରିଛି।
ଏହା ଛଡ଼ା ଦେଶ ରେ ଲକଡାଉନ କରିବା ଦ୍ବାରା ଏହାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥିଲା।ତେବେ ଏହି କୋଭିଡ ର ପ୍ରଥମ ଓ ଦ୍ଵିତୀୟ ଲହରୀ ରୁ ଟିକିଏ ଅସ୍ତସି ମିଳିଥିଲା , ଗତ ଦୁଇ ମାସ ହେବ। କିନ୍ତୁ ପୁଣି ଵର୍ତମାନ ଚାଇନା ର ନୂଆ ଭାଇରାସ୍ ଚିନ୍ତା ବଢ଼ାଉଛି।ତେବେ ଏହା କୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଉପରେ ପୁଣି ବଡ଼ ପ୍ରେସର ବଢ଼ାଉଛି। ତେବେ ଏହାକୁ ନେଇ ଆଗକୁ ଲକଡାଉନ ଭଳି ପରିସ୍ଥିତି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ତେବେ ଗତ ଦୁଇ ମାସ ହେବ କୋରନା ମହାମାରୀ ଟିକିଏ ଥମି ଯାଇଥିଲେ।କିନ୍ତୁ ବର୍ତ୍ତମାନ ର ସୂଚନା ରହିଛି କି ଚାଇନା ର ଚୁଙ୍ଗଚାନ ସହର ରେ ଅନ୍ୟ ଏକ ନୂଆ ଭାଇରସ୍ ଠାବ କରାଯାଇଛି।ତେବେ ନୂଆ ଭାଇରସ୍ ର ଆତଙ୍କ ସେଠାରେ ଆସିବା ପରେ ଚାଇନା ର ସରକାର ଏହି ସହର କୁ ଲକଡାଉନ କରାଯାଇଛି। ତେବେ ସୂଚନା ଅନୁଯାୟୀ ଚୀନ ର ଏହି ଚୁଙ୍ଗଚାନ ଅଞ୍ଚଳରେ ପ୍ରାୟ ୯୦ ହଜାର ରୁ ଅଧିକ ଲୋକ ବସବାସ କରିଥାନ୍ତି।
ତେବେ ଚୀନ ର ଏହି ଲକଡାଉନ ଘଟଣା ଟି ସାମ୍ନା କୁ ଆସିବା ପରେ ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ରେ ରହିଛି କାରଣ ସବୁ ଦେଶ କୁ ନିଜ କବଳ ରେ ଆଣି ଥିବା କୋରନା ଭାଇରସ୍ ର ସୃଷ୍ଟି ମଧ୍ୟ ସେହି ଚାଇନା ରୁ ଆରମ୍ଭ ହୋଇଥିଲା। ତେବେ ଏହି ସୂଚନା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି ଏବଂ ଚାରିଆଡେ ହଲଚଲ ସୃଷ୍ଟି କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।