Just another WordPress site

“M” ଲେଟର ଥିବା ବ୍ୟକ୍ତି ଯଦି ଆପଣଙ୍କ ପାଖରେ ଅଛନ୍ତି ତେବେ ଜଲଦି ଦେଖନ୍ତୁ । Life Style

0 2,660

ପ୍ରତ୍ୟେକ ମନୁଷ୍ୟ ଜୀବନରେ ତାର ନାମର ବିଶେଷ ଗୁରୁତ୍ୱ ରହିଥାଏ ।ବାପା ମାଆ ବହୁତ ଭାବିଚିନ୍ତି ନିଜ ପିଲା ପାଇଁ ଏକ ଉଚିତ ନାଆ ଦେଇଥାନ୍ତି ଯେପରି ପିଲା ବଡ଼ ହେଇ ସେହି ନାଆର ସାର୍ଥକତା ରଖିବ ।ତେବେ ଆଜିକାଲି ପିଲାଙ୍କୁ ଦିଆଯାଉଥିବା ନାଆ ଗୁଡ଼ିକର ଅର୍ଥ ବହୁତ ଭିନ୍ନ ଓ ଆକର୍ଷଣୀୟ ହେଇଥାଏ ।କିନ୍ତୁ ଏହି ନାଆ ଗୁଡ଼ିକର ଇଂରାଜୀ ବନାନ ଇଂରାଜୀ ଅକ୍ଷରରୁ ଆରମ୍ଭ ହେଇଥାଏ ଆଉ ସେହି ଅନୁଯାୟୀ ସେହି ନାଆର ବ୍ୟକ୍ତି ବିଶେଷ ମାନଙ୍କର ବ୍ୟକ୍ତିତ୍ୱ ନିର୍ଦ୍ଧାରିତ ହେଇଥାଏ ।

ସେହିପରି ଆମେ ଆଜି କହିବୁ M ଅଖରର ବ୍ୟକ୍ତି ମାନଙ୍କ ବିଷୟରେ କିଛି ଏମିତି କଥା କହିବୁ ଯାହା ଆପଣ କେବେ ଜାଣି ନଥିବେ ।ତେବେ ଯଦି ଆପଣଙ୍କ ନାମ କିମ୍ବା ଆପଣଙ୍କ ପାଖରେ କେହି M ଅକ୍ଷରର ନାମ ବ୍ୟକ୍ତି ଅଛନ୍ତି ତେବେ ଧ୍ୟାନ ଦେଇ ଶୁଣନ୍ତୁ ଆପଣଙ୍କ ଜୀବନରେ କଣ ସବୁ ଘଟିବାକୁ ଯାଉଛି ।

“M”

1.ଏହି ନାମର ବ୍ୟକ୍ତି ମାନେ ନିଜ ପାଖରେ ଥିବା ଜ୍ଞାନ କୁ ବାଣ୍ଟି ଥାଆନ୍ତି ଆଉ ଯେକୋୖଣସି ଜ୍ଞାନକୁ ବାଣ୍ଟିବାରେ ପୁରା ମାହୀର ବି ହେଇଥାନ୍ତି ।
2.ଏମାନେ ବହୁତ ସବୁବେଳେ ଗଭୀର ଚିନ୍ତାରେ ରହିଥାନ୍ତି ଆଉ ଭାବୁକ ସ୍ଵାଭାବର ହେଇଥିବା ବେଳେ କିଛି କାମ କରିବା ଆଗରୁ ବହୁତ ସଂକୋଚ କରିଥାନ୍ତି ।
3.ଏହି ନାମର ବ୍ୟକ୍ତି ମାନେ ଖୁବ ଛୋଟ ଛୋଟ କଥା କୁ ଧରି ରଖନ୍ତି ଆଉ ଏହା ସ୍ଵ ସେମାନେ ଖୁବ ଜିଦ ଖୋର ସ୍ୱାଭବର ହେଇଥାନ୍ତି ।
4.କିନ୍ତୁ ଏମାନଙ୍କ ଉପରେ ଭାଗ୍ୟଦେବୀ ସବୁବେଳେ ପ୍ରସନ୍ନ ରହିଥିବା ଯୋଗୁଁ ଏମାନେ ସବୁବେଳେ ଧନ ଓ ସମ୍ମାନର ଅଧିକାରୀ ହେଇଥାନ୍ତି ।

5.ଏହି ନାମର ବ୍ୟକ୍ତି ମାନେ ସାଧାରଣତଃ ରାଜନୀତିରେ ନିଜ ପାଦ ଥାପି ଥାନ୍ତି ନହେଲେ ଏମାନେ ଲେଖକ କିମ୍ବା ଭଲ ବକ୍ତା ଭାବେ ପରିଚିତ ହେଇଥାନ୍ତି ।
6.ଏମାନେ ତାଙ୍କ କାମ ପ୍ରତି ବିଶେଷ ଯତ୍ନଶୀଳ ହେଇନଥାନ୍ତି କିନ୍ତୁ ଭାଗ୍ୟଦେବୀ ଙ୍କ ବିଶେଷ କୃପା ଥିବାରୁ ଏମାନେ ସବୁବେଳେ ସଫଳତାର ଶିଖରରେ ପହଁଚିଥାନ୍ତି ।
7.ଭାବୁକ ସ୍ୱାଭବର ହେଇଥିବାରୁ ଏମାନେ ଖୁବ ଜଲଦି ପ୍ରେମରେ ପଡ଼ି ଯାଆନ୍ତି ଆଉ ତାଙ୍କ ଭଲପାଇବା ପାଇଁ ସବୁକିଛି କରିପାରନ୍ତି ।
8.ଏମାନେ ନିଜର ନୈତିକ କୁ ବହୁତ ମାନି ଥାଆନ୍ତି ଆଉ ଖରାପ କାମ ଓ ଖରାପ କଥା କହୁଥିବା ଲୋକ ମାନଙ୍କ ଠାରୁ ନିଜକୁ ଦୂରେଇ ରଖିଥାନ୍ତି ।

9.ଏମାନେ କୋଣସି କଥାକୁ ବିଲେଇ ବଙ୍କେଇ କହନ୍ତି ନାହିଁ ଯେକୋୖଣସି କଥା ହେଉ ସେ ସିଧା ସିଧା କହିଦିଆନ୍ତି ତେଣୁ ବହୁତ ଲୋକ ଏମାନଙ୍କୁ ପସନ୍ଦ କରି ନଥାନ୍ତି ଆଉ ଅନେକ ଶତ୍ରୁ ବି ଏମାନଙ୍କର ରହିଥାଏ ।
10.ଏମାନେ ବହୁତ ଉଚ୍ଚ ବିଚାର ଧାରଣା ରଖିଥାନ୍ତି ଆଉ ଏମାନେ ନିଜର ସମାଲୋଚନା କୁ ସହ୍ୟ କରିପାରନ୍ତି ନାହିଁ ଆଉ ନିଜର ବଡ଼ପଣିଆ ଦେଖେଇଥାନ୍ତି ।
11.ଏହି ନାମର ବ୍ୟକ୍ତି ମାନଙ୍କ ଜାତକ ବହୁତ ତେଜସ୍ଵୀ ହେଇଥାଏ ଆଉ ନିଜ ଜାତକୁ ଶ୍ରେଷ୍ଠ ପ୍ରମାଣ କରିବାକୁ ଚେଷ୍ଟା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।