Just another WordPress site

କୁଆଁର ଯୁବକ ଏବଂ ବିବାହିତ ମହିଳା ମାନଙ୍କୁ ନେଇ ଏହି ମହିଳା କଣ କହିଲେ ଦେଖନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ ଭିଡ଼ିଓ

0 193

ଆମ ସମାଜରେ ପ୍ରତିଦିନ କିଛି ନୂଆ ନୂଆ ଘଟଣା ଦେଖିବାକୁ ମିଳିଥାଏ ।ପରିବର୍ତ୍ତନ ଦୁନିଆର ନିୟମ ଆଉ ସେହି ନିୟମ ଅନୁଯାୟୀ ସମସ୍ତଙ୍କୁ ଖାପଖୁଆଇ ଚଳିବାକୁ ପଡିଥାଏ ।କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ଦେଖିବାକୁ ମିଳିଥାଏ ତାହା ଆମ ସମାଜ ପରିବେଶ ଉପରେ ବହୁତ ପ୍ରଭାବ ପକେଇ ଥାଏ ।ତେବେ ଆମ ଦୁନିଆରେ ଘଟୁ ଥିବା ବାସ୍ତବ ଏକ ଘଟଣାକୁ ନେଇ ଜଣେ ମହିଳା ଏମିତି ମତ ରଖିଛନ୍ତି ଯାହା ଶୁଣିଲେ ଆପଣ ବିଶ୍ୱାସ କରି ପାରିବେନି ।

ତେବେ ଆପଣ ମାନେ ଲକ୍ଷ୍ୟ କରିଥିବେ ଆଜିକାଲିର ସମାଜରେ ଅବିବାହିତ ପୁରୁଷ ମାନେ ଅଧିକ ବିବାହିତ ମହିଳା ମାନଙ୍କ ପ୍ରତି ବହୁତ ଆକୃଷ୍ଟ ଓ ଆକର୍ଷିତ ହେଇଥାନ୍ତି ।ତେବେ ଏହାର କାରଣ କଣ ସେସବୁକୁ ନେଇ ଏହି ମହିଳା ଏକ ସର୍ଭେ ରିପୋର୍ଟ ରଖିଛନ୍ତି ଆଉ ତାହାକୁ ସୋସିଆଲ ମେଡ଼ିଆରେ ପୋଷ୍ଟ କରିଛନ୍ତି ।ଏବେ ଆସନ୍ତୁ ଜାଣିବା ସେ କହିଛନ୍ତି:-

-ବିବାହିତ ମହିଳା ମାନେ ବିବାହ ପରେ ଅଧିକ ଦାୟିତ୍ୱ ସମ୍ପର୍ଣ୍ଣ ହେଇଥାଆନ୍ତି ।ସେମାନେ ସମ୍ପୂର୍ଣ୍ଣ ପରିବାରରେ ଦାୟିତ୍ୱକୁ ସୁଚାରୁ ରୁପେ ପାଳନ କରିଥାନ୍ତି ।
-ବୋହୂ ମାନେ ଜାଣିଥାସନ୍ତି ଘରର ସଦସ୍ୟ ମାନଙ୍କର ଯତ୍ନ କେମିତି ନିଆଯିବ ।ଯେକୌଣସି ସମସ୍ୟା ଆସିଲେ ବି ସେମାନେ ଘରକୁ ଚଳେଇ ଥାଆନ୍ତି ।
-ସେମାନେ ସ୍ୱାମୀର କଥାକୁ ବୁଝି ପାରନ୍ତି ଆଉ ତାଙ୍କ ଇଛଅନୁଯାୟୀ କାମ କରିଥାନ୍ତି ।ଆଉ ଅନେକ ସମୟରେ ସ୍ୱାମୀ କିଛି ନକହିଲେ ବି ସ୍ତ୍ରୀ ମାନେ ତାଙ୍କ ମନର କଥାକୁ ବୁଝି ଯାଆନ୍ତି ।

-ଆଉ ସର୍ଭେରୁ ଜଣା ପଡ଼ିଛି ବିବାହିତ ମହିଳା ମାନଙ୍କୁ ଅବିବାହିତ ପୁରୁଷ ମାନେ ଏଥିପାଇଁ ପସନ୍ଦ କରନ୍ତି କାରଣ ସେହି ମହିଳା ମାନେ ପୁରୁଷ ହୃଦୟକୁ ଭଲଭାବରେ ବୁଝିପାରନ୍ତି ।
-ବିବାହିତ ମହିଳା ମାନେ ନୀତି ନିୟମ,ପୂଜା କର୍ମ ଆଦିରେ ପୁରା ପାରଙ୍ଗମ ହେଇଥାନ୍ତି ।ତାଙ୍କ ଭିତରେ ଯେଉଁ ସଂଯମତା ଥାଏ ତାହା ଦ୍ବାରା ଅବିବାହିତ ପୁରୁଷ ମାନେ ଅଧିକ ପସନ୍ଦ କରନ୍ତି ।
-ସେହି ବିବାହିତ ମହିଳା ମାନେ ଖୁବ ସାହସୀ ଓ ଦୃଡ଼ମନା ହେଇଥାନ୍ତି । ନିଜ କର୍ତ୍ତବ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ।

ତେବେ ବନ୍ଧୁମାନେ ଏହି ଭିଡ଼ିଓ କରିଥିବା ମହିଳାଙ୍କ ମତ ଅନୁଯାୟୀ ଏହି ସବୁ କାରଣ ରହିଥାଏ ଜଣେ ଅବିବାହିତ ପୁରୁଷ ଜଣେ ବିବାହିତ ମହିଳାଙ୍କୁ ପସନ୍ଦ କରିବା ପଛରେ କାରଣ ।ତେବେ ଏସବୁ ସେ ନିଜେ କହୁନାହାନ୍ତି ଏସବୁ ବିଷୟରେ ଅନେକ ଚର୍ଚ୍ଚା ହେଇଥାଏ ଆଉ ସେହିସବୁର ଏକ ସର୍ଭେ କରି ମହିଳା ଜଣକ ଏହି ସୂଚନା ଜଣେଇଛନ୍ତି ।ତେବେ ଆପଣ ଭାବି ଦେଖିଲେ ଏହା କଣ ଠିକ କାରଣ ନୁହେଁକି ଜଣେ ଅବିବାହିତ ପୁରୁଷ ଜଣେ ବିବାହିତ ସ୍ତ୍ରୀଲୋକ ଙ୍କୁ ପସନ୍ଦ କରିବାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।