Just another WordPress site

ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ

0 217

ଏବେ ସୋସିଆଲ ମେଡ଼ିଆ ଆସିବା ଠାରୁ ଦିନକୁ ଦିନ ପ୍ରତ୍ୟେକ ଲୋକଙ୍କ ମୁଣ୍ଡରେ କିଛି ନୂଆ ଓ ଏଡ଼ଭେଞ୍ଚର କରିବାର ନିଶା ଘାରିଛି ।ଆଉ ସେହି ସବୁର ଏକ ଭିଡ଼ିଓ କରି ଭାଇରଲ ହେବା ଏବେ ସାଧାରଣ କଥା ହେଇ ଗଲାଣି ।ଗାଁ ଠାରୁ ଶର ଠାରୁ କାହା ହାତରେ ବା ସ୍ମାର୍ଟଫୋନ ନାହିଁ ନ କିଏ ଇଣ୍ଟରନେଟ ସହିତ ଯୋଡି ହେଇ ନାହିଁ ।ଏବେ ସମସ୍ତେ ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ଓ ଉପଭୋଗ କରିବାକୁ ଚାହୁଁଛନ୍ତି ଆଉ ସେଥିପାଇଁ ସୋସିଆଲ ମେଡ଼ିଆ କୁ ନିଜର ପ୍ରିଆ ବନ୍ଧୁ ବୋଲି ବାଛି ନେଇଛନ୍ତି ।

ତେବେ ପ୍ରତିଦିନ ବହୁତ ଭଡ଼ିଓ ସୋସିଆଲ ମେଡ଼ିଆରେ ଭାଇରଲ ହେଉଥିବାର ଆପଣ ଦେଖିଥିବେ । ଆଉ ସେ ପୁଣି ଅଲଗା ଅଲଗା ପ୍ରକାରରର କିଛି ନୂଆ ଭିଡ଼ିଓ ତେବେ ଆପଣଙ୍କ ଭିଡ଼ିଓ ଯେତେ ହଟକେ ଓ ପୃଥକ ହେବ ଆପଣ ସେହି ଅନୁଯାୟୀ ଖୁବ ଶୀଘ୍ର ପପୁଲର ହେଇଯାଅନ୍ତି ।

ତେବେ ନିକଟରେ ଏମିତି ଗୋଟିଏ ଭିଡ଼ିଓ ସୋସିଆଲ ମେଡ଼ିଆରେ ଖୁବ ଭାଇରଲ ହେଉଛି ।ଆପଣ ତ ଜାଣିଥିବେ ଏବେ ଲୋକେ ନିଜର ବା ଅନ୍ୟ କିଛିର ରିଲ ଭିଡ଼ିଓ ତିଆରି କରି ସୋସିଆଲ ମେଡ଼ିଆରେ ପୋଷ୍ଟ କରୁଛନ୍ତି ।ଆଉ ତାକୁ ଲୋକେ ଖାଲି ଓ ଵୋରିଂ ଟାଇମରେ ଦେଖିବାକୁ ଖୁବ ପସନ୍ଦ କରନ୍ତି ।

ଆଉ ଆମେ କହିବାକୁ ଯାଉଥିବା ଭିଡ଼ିଓ ଟି ସେହି ରିଲ ଭିଡ଼ିଓ, ଏବେ ଯୁବପିଡ଼ି ମାନେ ଏହି ରିଲ ଭିଡ଼ିଓ ବନେଇବାରେ ଖୁବ ଆଗରେ ରହିଥିବା ବେଳେ ସ୍କୁଲ ପିଲା ମାନେ ଏଥିରୁ ବାଦ ରହି ନାହାନ୍ତି ।ଆଉ ଆଜି ଆମେ ସେମିତି ଦୁଇ ଜଣ ସ୍କୁଲ ପିଲାଙ୍କ କଥା କହିବୁ ଯାହାଙ୍କର ରିଲ ଭିଡ଼ିଓ ଏବେ ଖୁବ ଲୋକାଦୃତ ହେଇ ପାରିଛି ।

ତେବେ ଏହି ଭିଡ଼ିଓରେ ଆପଣ ଦୁଇ ଜଣ ସ୍କୁଲ ପିଲାଙ୍କୁ ଦେଖିପାରିବେ ଯେଉଁ ମାନେ ସ୍କୁଲ ଡ୍ରେସ ପିନ୍ଧି ସ୍କୁଲ ଭିତରେ ତ ପୁଣି କେତେବେଳେ ସ୍କୁଲ ବାହାରେ ନିଜର ଡ୍ୟାନ୍ସ ରିଲ ଭିଡ଼ିଓ ବନେଇ ପୋଷ୍ଟ କରିଛନ୍ତି ।ତେବେ ସେହି ଦୁଇ ଜଣ ପିଲା ରାସ୍ତା ଉପରେ ବି ଭିଡ଼ିଓ କରିଥିବାର ଦେଖିବାକୁ ମିଳିଛି ।ଆଉ ସବୁପରେ ବି ତାଙ୍କ ଡ୍ୟାନ୍ସ ଖୁବ ଜବରଦସ୍ତ ଥିବା ବେଳେ ସମ୍ବଲପୁରୀ ଗୀତରେ ଯେଉଁ ଏକ୍ସପ୍ରେସନ ଦେଇଛନ୍ତି ତାହା କହିବା ସହଜ ନୁହେଁ ।ଆପଣ ସେମାନଙ୍କ ଭିଡ଼ିଓ ଦେଖିଲେ ଜାଣି ପାରିବେ ।

ଏତିକିରେ ସେମାନେ ରହି ନାହାନ୍ତି ତାଙ୍କ ଡ଼୍ୟାନ୍ସର ଷ୍ଟାଇଲ ବି ଖୁବ ନିଆରା ତା ସାଙ୍ଗକୁ ପିଲା ଦୁହିଙ୍କ ଯୋଡ଼ି ବି ଖୁବ ମ୍ୟାଚ କରୁଛି ।ଯାହାକୁ ଦେଖି ଲୋକେ ଖୁବ ପ୍ରଶଂସା କରିଛନ୍ତି, ତେବେ ଏହି ପିଲା ଦୁହିଁଙ୍କର ରିଲ ସୋସିଆଲ ମେଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ହେଇ ପାରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।