Just another WordPress site

ଶିବରାତ୍ରୀରେ ନିଜ GF ସହ Prank ଭିଡିଓ ବନେଇବା ପାଇଁ ପୋଲ ଉପରକୁ ଉଠିଥିଲେ ଯୁବକ ହଠାତ୍ ଯାହା ଘଟିଲା 3ମିନିଟ୍ ର ଭିଡିଓ 13 କୋଟି ଲୋକ ଦେଖିସାରିଲେନି

0 51

ବନ୍ଧୁଗଣ ସୋସିଆଲ ମିଡ଼ିଆ ବର୍ତ୍ତମାନ ର ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ।ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଫୋଟ ଓ ଭିଡ଼ିଓ ଆପଣ ଦେଖିବା କୁ ପାଇଥାଉ ତା ମଧ୍ୟ ରୁ କେତେକ ଭିଡ଼ିଓ ଶିକ୍ଷଣୀୟ ହୋଇଥାଏ ତ ଆଉ କେତେକ ଭିଡ଼ିଓ ହାସ୍ୟାସ୍ପଦ ହୋଇଥାଏ ତ ପୁଣୀ କେବେ ଏହିଭଳି ହୃଦୟ ଜିତିବା ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ।ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ର ସାହାଯ୍ୟ ରେ ଅନେକ ଯୁବପିଢ଼ି ସାମାଜିକ ସଚେତନତା ର ଭିଡ଼ିଓ ବନାଇଥାନ୍ତି ତଥା ଅନେକ ପ୍ରେଙ୍କ ଭିଡ଼ିଓ ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ପ୍ରେଙ୍କ ଭିଡ଼ିଓ ଟି ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ଇମୋସ୍ନାଲ ହୋଇଯିବେ। ତେବେ ଏହି ପ୍ରେଙ୍କ ଭିଡ଼ିଓ ଟି ଜଣେ ଯୁବକ ତାଙ୍କର ଗାର୍ଲଫ୍ରେଣ୍ଡ ବା ପ୍ରେମିକା ଙ୍କର ସହ କରିଥିଲେ। ତେବେ ଆପଣ ମାନେ ଜାଣିଛନ୍ତି କି ପ୍ରେମିକ ଓ ପ୍ରେମିକା ଙ୍କର ମଧ୍ୟରେ ଅନେକ ରାଗ ରୁଷ ଓ ଅଭିମାନ ହୋଇଥାଏ। କିନ୍ତୁ କେବେ କେବେ ଏହି ରାଗ ରୁଷ ଅଭିମାନ ଏତେ ଏଧିକ ହୋଇଯାଏ କି ଜଣଙ୍କ ର ଜୀବନ ନେଇଯାଏ।

ତେବେ ଏହି ଭିଡ଼ିଓ ଟିରେ କିଛି ଏହିପରି ହୋଇଥିଲା , ତେବେ ଯୁବକ ଜଣଙ୍କ ଉପରେ ତାଙ୍କର ପ୍ରେମିକା କୌଣସି ଏକ ଘଟଣା କୁ ନେଇ ବହୁତ ରାଗିଯାଇ ଥିଲେ ।ଆଉ ସେ ତାଙ୍କ ସହ କଥାବାର୍ତ୍ତା ବି ଠିକ ଭାବରେ କରିନଥିଲେ। ପ୍ରକୃତ ରେ ଯୁବକ ଜଣଙ୍କ ପ୍ରେଙ୍କ ଭିଡ଼ିଓ ବନାଇବା ପାଇଁ ଅନ୍ୟ ଜଣେ ଝିଅ ଙ୍କ ସହ ଟିକେ ରୋମାନ୍ସ କରିଦେଇଥିଲେ ଆଉ ତାହାକୁ ତାଙ୍କର ପ୍ରେମିକା ଦେଖି ଦେଇଥିଲେ। ତେଣୁ ସେ ତାଙ୍କ ସହିତ ଠିକ ଭାବରେ କଥା ହେଉ ନଥିଲେ।ତେବେ ଯୁବକ ଜଣଙ୍କ ଏହାକୁ ନେଇ ଏକ ପ୍ରେଙ୍କ କରିବା ଆରମ୍ଭ କରିଦେଲେ।

ତେବେ ତାଙ୍କର ପ୍ରେମିକା ଙ୍କର ଅଫିସ ଆଗରେ ଥିବା ଏକ ଛୋଟ ନଦୀ ର ପୋଲ ପାଖକୁ ତାଙ୍କର ଗାର୍ଲଫ୍ରେଣ୍ଡ କୁ ଡାକିଲେ। ତେବେ ଯୁବତୀ ଜଣଙ୍କ ଆସିଲେ ଆଉ ଉଭୟ ପ୍ରେମିକ ଓ ପ୍ରେମିକା ଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ତେବେ ଯୁବତୀ ଜଣଙ୍କ ତାଙ୍କୁ ରାଗିକି କହିଲେ କି ସେ ତାଙ୍କୁ ଛାଡିକି ଚାଲିଯିବେ ବୋଲି ,କିନ୍ତୁ ଯୁବକ ଜଣଙ୍କ କହୁଥାନ୍ତି କି ଯଦି ତୁମେ ମୋତେ ଛାଡ଼ିଦେବେ ତେବେ ମୁଁ ଆତ୍ମହତ୍ୟା କରିନେବି ।କିନ୍ତୁ ଯୁବତୀ ଜଣଙ୍କ ଏହାକୁ ଲାଇଟ ରେ ନେଇଗଲେ ଆଉ କହିଲେ ତୁମକୁ ଯାହା କରିବାର ଅଛି କର ମୋତେ କିଛି ଫରକ ପଡୁନାହିଁ।

ତେବେ ଯୁବତୀ ଜଣଙ୍କ ଏତିକି କହିବା ପରେ ଯୁବକ ଜଣଙ୍କ ସତରେ ପୋଲ ରୁ ନଦୀ କୁ ଡେଇଁ ପଡିଲେ ଆଉ ଏହାକୁ ଦେଖି ଯୁବତୀ ଜଣଙ୍କ ବହୁତ ଭାଙ୍ଗି ପଡିଲେ ଆଉ କାନ୍ଦି କାନ୍ଦି ସମସ୍ତ ଙ୍କୁ ତାଙ୍କୁ ସାହାଯ୍ୟ କରିବା କୁ କହିଲେ। କିନ୍ତୁ ଯୁବକ ଜଣଙ୍କ ପ୍ରେଙ୍କ ଭିଡ଼ିଓ ବନାଉଥିଲେ ଆଉ କିଛି ସମୟ ପରେ ସେ ଆସି ତାଙ୍କ ପ୍ରେମିକା ଙ୍କର ପାଖରେ ପହଁଚିଲେ ।ଆଉ ଯୁବତୀ ଜଣଙ୍କ ତାଙ୍କର ପ୍ରେମ କୁ ଜୀବିତ ଦେଖି ବହୁତ ଖୁସି ହେଲେ ଏବଂ ଏହିପରି କେବେବି କରିବେ ନାହିଁ ବୋଲି କହିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।