Just another WordPress site

Trending ରେ ଥିବା ଏହି ଛୋଟଛୁଆର ଭିଡିଓ ପ୍ରଥମ ଭିଡିଓ ଭାଇରାଲ ହେବାରୁ  Part -4 ଭିଡିଓ ଭାଇରାଲ ହବାକୁ ଲାଗିଛି ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦବନି

0 134

କୁହାଯାଏ କି, ଛୋଟ ପିଲା ଙ୍କ ମଧ୍ୟରେ ଭଗବାନ ବାସ କରନ୍ତି ।ସେମାନେ ପବିତ୍ର ଏବଂ ନିଷ୍ପାପ ହୋଇଥାନ୍ତି ତାଙ୍କର ଆଗମନରେ ଗୋଟିଏ ପରିବାର ତଥା ପୁରା ସଂସାର ଖୁସି ହୋଇଥାଏ। ଜଣେ ବ୍ୟକ୍ତି ଯେତେ ଦୁଖଃ ରେ ଥାଉ କି କଷ୍ଟ ରେ ଏକ କୁନି ପିଲା ଦେଖି ଦେଲେ ସବୁକିଛି ଭୁଲି ଯାଉ। ଖାଲି ଏତିକି ନୁହେଁ ବରଂ ଛୋଟ ପିଲା ମାନେ ବହୁତ ଜ୍ଞାନୀ ତଥା ତେଲେଣ୍ଟଡ଼ ହୋଇଥାନ୍ତି ।ତା ସାଂଗ କୁ ପୁଣି କୁନି କୁନି ଓଠ ରେ ତାଙ୍କର ମିଠା ମିଠା କଥା ଆମ କୁ ବହୁତ ଆକୃଷ୍ଟ କରିଥାଏ। ଆଉ ଯେତେବେଳେ ସେମାନେ ଗୀତ ଗାଇଥାନ୍ତି ତାହା ସ୍ୱର୍ଗ ର ଶାନ୍ତି ମିଳିଥାଏ।

ତେବେ ବର୍ତ୍ତମାନ ଏହିପରି ଅନେକ ଛୋଟ ପିଲାଙ୍କ ର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। କେଉଁ ଛୋଟ ପିଲାର ମାଆ ଙ୍କର ସହ କଥାବାର୍ତ୍ତା ର ମଜାଳିଆ ଭିଡିଓ ତ ପୁଣି କିଏ ଜ୍ଞାନ ର ଭଣ୍ଡାର ଆଉ କେହି କେହି ତାଙ୍କର ବିଚକ୍ଷଣ ଗୁଣ ଯୋଗୁଁ ସମସ୍ତ ଙ୍କର ଅତ୍ୟନ୍ତ ପ୍ରିୟ ଓ ନିଜର। ଟତେବେ ଆମେ ଆଜି ଆପଣଙ୍କୁ ଏହିପରି ଓଡ଼ିଶା ର ଏକ କୁନି ଝିଅ ବିଷୟ ରେ ଜଣେଇବା କୁ ଯାଉଛୁ ଯାହାର ଗୁଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏମିତି କଥାରେ ରହିଛି କି କୁନି ପିଲା ମାନେ ଠିକ ଭୁଲ କଣ ଜାଣିନଥାନ୍ତି ବୋଲି ,ମାତ୍ର ଏହି କୁନି ଝିଅ ଟିର ଭିଡ଼ିଓ ଦେଖିବା ପରେ ଆପଣ ଙ୍କର ଏହି ଭୁଲ ଧାରଣା ଦୂର ହୋଇଯିବ।ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଗୋଟିଏ କୁନି ଝିଅ ଟି ବାହାରୁ ଘର କୁ ପୁରା ରାଗ ତମ ତମ ହୋଇ ଆସୁଛି। ଆଉ ତାର ମା ଯେତେବେଳେ ପଚାରିଲେ କି ତୋର କଣ ହୋଇଛି ବୋଲି ସେତେବେଳେ ସେ ରାଗିଯାଇ କହୁଛି କି ମୁଁ ଆଜି ସେ ମାଳତୀ ଆଉ ସାରୁ କୁ ପାନେ ଦେଇଛି।

ତା ପରେ ମା କହୁଛନ୍ତି କି ତୁ କାଇଁ ଏମିତି ହୋଉଛୁ ,ତୁ କାଇଁ ଲାଗୁଥିଲୁ ତାଙ୍କ ସହ ବୋଲି। ତେବେ ଏ ନେଇ କୁନି ପିଲାଟି କହୁଛି କି ମୁଁ ତାଙ୍କ ସହ ଲାଗି ନଥିଲି ସେମାନେ ମୋ ସହ ଲାଗିଲେ ଆଉ ମୁଁ କୋଉ ଛାଡିଛି କି ,ମୁଁ ବି ତାଙ୍କୁ ପାନେ ଦେଇଛି। ମୋତେ କଣ ଭାବିଛନ୍ତି କି ମୁଁ କଣ ଛାଡି ଦେବୀ ତାଙ୍କୁ ପାନେ ଦେଇଛି ଆଉ।

ତେବେ କୁନି ଝିଅ ଟିର ଏହି କଥା ଟିକୁ ତାର ପରିବାର ଲୋକେ ମୋବାଇଲ ରେ ରେକର୍ଡ କରିଥିଲେ ଏବଂ ପରେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଯାହାକୁ ଦେଖିବା ପରେ ସମସ୍ତେ ହସିବା ସହ ପିଲା ଟିର ଏହିପରି ସାହାସ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ତେବେ ଆପଣ ମଧ୍ୟ ପିଲା ଟିର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।