Just another WordPress site

ସାବଧାନ ! ଚାହା ପିଇସାରି ଖାଆନ୍ତୁ ନାହିଁ ଏହି ସହୁ ଜିନିଷ , ନଚେତ୍ ମାଡିଯିବ ଏହି ଚର୍ମରୋଗ – Health Tips

0 241

ଆମ ସମାଜରେ ବହୁତ ଲୋକ ମାନଙ୍କର ଏମିତି କିଛି ଅଭ୍ୟାସ ରହିଥାଏ ଯାହା ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଛାଡି ପାରନ୍ତି ନାହିଁ ।ତେବେ ଯେମିତି ଲୋକମାନେ ନିଶା ଦ୍ରବ୍ୟ ଗୁଡିକ ଛାଡିବାକୁ ଚାହିଁଲେ ବି ସେମାନେ ନିଶା ଠାରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ ।ଠିକ ସେହିପରି କିଛି ଲୋକ ମାନଙ୍କର ଚାହା ପିଇବା ବି ଏମିତି ଗୋଟିଏ ଅଭ୍ୟାସ ଯାହା ସେମାନେ କେବେବି ଛାଡି ପାରନ୍ତି ନାହିଁ ।ତେବେ କିଛି ଜଣଙ୍କର ଅଭ୍ୟାସ ରହିଥାଏ ସକାଳୁ ଉଠି ଚାହା ପିଇବାର ଆଉ କିଛି ଜଣଙ୍କର ଅଭ୍ୟାସ ରହିଥାଏ ଗୋଟିଏ ଦିନରେ ୨ରୁ ତିନି ଟାଇମ ଚାହା ନପିଇଲେ ଦିନ ଭଲରେ କଟେନି ।

ତେବେ ଚାହା କେବଳ ଭାରତରେ ନୁହେ ଏବେ ଭାରତ ବାହାରେ ବି ଲୋକ ପିଉଛନ୍ତି କିନ୍ତୁ ଜାଣିଛନ୍ତି ନୀତିଦିନ ଆବଶ୍ୟକତା ଠାରୁ ଅଧିକ ଚାହା ପିଇଲେ ତାହା ଆମ ଶରୀରକୁ କ୍ଷତି ପହଂଚାଇ ଥାଏ ।ଆଉ କାଲି ପେଟରେ ଓ ଆବେଳରେ,ଭୋକ ଲାଗୁଥିବା ସମୟରେ ଚାହା ପିଇବା ଦ୍ୱାରା ଆମ ଭୋକ କମିଯାଇଥାଏ ଓ ଅନ୍ୟାନ୍ୟ ଶାରୀରିକ ଅସୁବିଧା ସୃଷ୍ଟି ହେଇଥାଏ ।ଆମେ ଚାହା ପିଇବା ଦ୍ୱାରା କଣ କଣ ଅସୁବିଧା ହୁଏ ତାହା ଟ ଜାଣିଛୁ ତେବେ ଆମେ ଆଜି କହିବୁ ଚାହା ପିଇ ସାରିବା ଏମିତି କେଉଁ କେଉଁ ଖାଦ୍ୟ ଖାଇବା ଯୋଗୁଁ ଶରୀରରେ ଭୟାନକ ରୋଗ ସୃଷ୍ଟି ହେଇଥାଏ ଯାହାକୁ ଭଲ କରିବା ସହଜ କଥା ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ ବିଷୟରେ ଯାହା ଚାହା ପିଇବା ପରେ ଖାଇଲେ ବିଷ ହେଇଯାଏ ।

1.ଲେମ୍ବୁ:-

ମନେ ରଖନ୍ତୁ ଚାହା ପିଇବା ପରେ ଭୁଲରେ ବି ଲେମ୍ବୁ ବା ଲେମ୍ବୁର ତିଆରି କିଛି ବି ଖାଦ୍ୟ ଖାଆନ୍ତୁ ନାହିଁ ।କାରଣ ଚାହା ପରେ ଲେମ୍ବୁଜାତ ଖାଦ୍ୟ ଖାଇବା ଦ୍ବାରା ଆମ ପେଟ ଭିତରେ ରାସାୟନିକ ପ୍ରତିକ୍ରିୟା ଘଟି ଖାଦ୍ୟ ବିଷରେ ପରିଣତ ହେଇଯାଏ ଆଉ ଯାହା ପାଇଁ ଆମକୁ ବିଭିନ୍ନ ପ୍ରକାର ଅଜଣା ଚର୍ମ ରୋଗ ହେଇଥାଏ ।

2.କଞ୍ଚା ମୁଗ ବୁଟ:-

ତେବେ ଶରୀରରେ ବେଳେ ବେଳେ କିଛି ଧଳା ଧଳା ଦାଗ ହେବାର ଦେଖା ଯାଇଥାଏ ଯାହା ସହଜରେ ଭଲ ହେଇ ନଥାଏ ।ତେବେ ଜାଣିଛନ୍ତି ଏହା ହେବାର କାରଣ କଣ ଜାଣିଛନ୍ତି,ତେବେ ବହୁତ ଲୋକ ମାନଙ୍କର ସକାଳୁ କଞ୍ଚା ମୁଗ ବୁଟ ଖାଇବାର ଅଭ୍ୟାସ ରହିଥାଏ ।ତେବେ ଯଦି ଆପଣ ଚାହା ପିଇ ସାରିବା ପରେ କଞ୍ଚା ମୁଗ ବୁଟ ଖାଉଛନ୍ତି ତାହେଲେ ଏମିତି ଧଳା ଧଳା ଦାଗ ହେଇଥାଏ ଶରୀରରେ ।

3.ପାଣି:-

ଆଉ ଗରମ ଚାହା ପିଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଆନ୍ତୁ ନାହିଁ ନହେଲେ ଦାନ୍ତ ଥଣ୍ଡା ଲାଗିବା ଶ ଝିମଝିମ ହେଇଥାଏ ।

4.ହଳଦୀ ଓ ବେସନ ଜାତୀୟ ଖାଦ୍ୟ:-

ଯଦି ଆପଣ ଚାହା ପିଇ ସାରିବା ପରେ ହଳଦୀ ଓ ବେସନ ଜାତୀୟ ଖାଦ୍ୟ ଖାଉଥିଲେ ସାବଧାନ କାରଣ ଏହା ଦ୍ବାରା ଆପଣଙ୍କ ଚୁଟି ଖୁବ ଜଳଦି ଧଳା ହେବା ସହ ଚୁଟି ଝଡ଼ିବା ଆରମ୍ଭ ହେଇଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।