Just another WordPress site

ପୁରୀ ମନ୍ଦିର ଆଗରେ ମହିଳାଙ୍କର ହାଇଡ୍ରାମା ଭିଡିଓ ସୋସିଆଲ ମିଡିଆରେ ନିଆଁଭଳି ଭାଇରାଲ ହେବାରେ ଲାଗିଛି

0 28

ବନ୍ଧୁଗଣ ଭକ୍ତ ଓ ଭଗବାନ ଙ୍କର କଥା କେହି ବି ଜାଣିନଥାନ୍ତି କେତେବେଳେ ସେମାନେ କଣ କରନ୍ତି ତାହା ଜାଣିବା କଷ୍ଟକର। ତେବେ ଆମ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ମହିମା ବିଷୟରେ ଆପଣ ବେଶ ଭଲ ଭାବରେ ଜାଣିଥିବେ ଯିଏ ଥରେ ଭଗବାନ ଙ୍କୁ ଦର୍ଶନ କରିଛି ତାର ଜୀବନ ଧନ୍ୟ ହୋଇଯାଇଛି ।ଥରେ ପ୍ରଭୁ ଜଗନ୍ନାଥ ଙ୍କର ଯାହାକୁ ଲାଗେ ସେ ଜଳ ପାତଳେ ରହିପାରେ ନାହିଁ , ଭଗବାନ ଙ୍କୁ ଦେଖିବା ପାଇଁ ଭକ୍ତ କୌଣସି ବି ରାସ୍ତା ଆପଣେଇ ପାରନ୍ତି। ତେବେ ଆଜି ଆମେ ଆପଣ ଙ୍କୁ ଏହିପରି ଏକ ଘଟଣା ଟି ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ।

ତେବେ ଆପଣ ମାନେ ଜାଣିଥିବେ କି କୋରନା ପରିସ୍ଥିତି ପାଇଁ ପ୍ରଭୁ ଜଗନ୍ନାଥ ଙ୍କର ମନ୍ଦିର ବନ୍ଦ ରହିଥିଲା ଏବଂ ଭକ୍ତ ମାନେ ଭଗବାନ ଙ୍କୁ ଟିକେ ଦର୍ଶନ କରିବା ପାଇଁ ପାଗଳ ପରି ଅପେକ୍ଷା କରିଥାନ୍ତି। ତେବେ କିନ୍ତୁ କେହି କେହି ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଆଉ ଜଗନ୍ନାଥ ଙ୍କର ମୋହରେ ପଡି ଜଗନ୍ନାଥ ଙ୍କୁ ଦର୍ଶନ କରିବକୁ ଆସିଯାଇଥିଲେ।କିନ୍ତୁ ଏହି ଘଟଣା କି ନେଇ ଦୁନିଆଁ ଡ୍ରାମା ଆରମ୍ଭ କରିଥିଲେ ମିଡ଼ିଆ ଵାଲା।ତେବେ ଆମେ ଆପଣ ଙ୍କୁ ସେହି ଘଟଣା ଟି ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଘଟଣା ଟି କିଛି ଏହିପରି ରହିଛି କି , କୋଭିଡ କଟକଣା ତଥା ନିୟମ ପାଇଁ ପୁରୀ ଶ୍ରୀ ମନ୍ଦିର ବନ୍ଦ ରହିଥିଲା। କୌଣସି ଭକ୍ତ ଙ୍କୁ ପୁରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାର ଅନୁମତି ନଥିଲା , ମାତ୍ର ଏହି ସବୁ ନୀତି ନିୟମ କୁ ନଜର ଆନ୍ଦାଜ କରିଦେଇ ଦୁଇ ଜଣ ମହିଳା ଭଗବାନ ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିଲେ। ତେବେ ଏହା ଦେଖିବା ପରେ ପୋଲିସ ସେହି ମହିଳା ମାନ ଙ୍କୁ ନିୟମ ଉଲଂଘନ କଥା କହିଥିଲେ ଏବଂ ମହିଳା ମାନେ ମଧ୍ୟ ମନ୍ଦିର ରୁ ବାହାରି ଆସିଲେ।

କିନ୍ତୁ ଏହି ସୂଚନା ପାଇବା ମାତ୍ରେ ମନ୍ଦିର ଆଗରେ ପହଂଚି ଯାଇଥିଲେ ଦୁଇ ତିନି ଜନ ମିଡ଼ିଆ ରିପୋର୍ଟର ଯେଉଁ ମାନେ କି ମହିଳା ମାନ ଙ୍କୁ ଅନେକ ପ୍ରକାରର ପ୍ରଶ୍ନ କରିଥିଲେ ଏବଂ ତାଙ୍କ ପଛରେ ଗୁଡ଼ାଇ ଥିଲେ। ତେବେ ମହିଳା ଜଣଙ୍କୁ ଯେତେବେଳେ ମିଡ଼ିଆ ଲୋକ ମାନେ ପଚାରିଥିଲେ କି ତୁମେ କେଉଁଠୁ ଆସିଛ ବୋଲି ସେତେବେଳେ ସେହି ମହିଳା ଜଣଙ୍କ କହିଥିଲେ ସେମାନେ ପୁରୀ ର ବୋଲି। କିନ୍ତୁ ମିଡ଼ିଆ ଵାଲା ଏହାକୁ ବିଶ୍ୱାସ କରୁ ନଥିଲେ।

ତେବେ ମିଡ଼ିଆ ଲୋକମାନେ ସେହିପରି ମହିଳା ଙ୍କର ପଛରେ ଗୁଡ଼ାଇ ଥିଲେ ଏବଂ ତାଙ୍କୁ ନାନା ପ୍ରକାରର ପ୍ରଶ୍ନ ପଚାରୁ ଥିଲେ। ତେବେ ଏଥିରେ ଉତ୍ତପ୍ତ ହୋଇ ଜଣେ ମହିଳା କହିଥିଲେ କି ତୁମେ ମାନେ କଣ ତାଙ୍କ ପଛରେ ଗୁଡାଉଛ ତୁମର ସାଧାରଣ ଜ୍ଞାନ ନାହିଁ କି ଏଇ ତ ନିର୍ଯ୍ୟାତନା ଦେବା ଭଳି ଲାଗିଛି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହା ଆପଣ ବି ଥରେ ଦେଖି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।