Just another WordPress site

ଦେଖନ୍ତୁ Live ଭିଡିଓ : CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି, 6୦ ହଜାରରୁ ଅଧିକ ଲୋକ ଦେଖିସାରିଲେନି…

0 628

ବନ୍ଧୁଗଣ ବର୍ତ୍ତମାନ ଆମ ସମାଜ ରେ ଦିନ କୁ ଦିନ ଚୋରି ଛିନ୍ନତାୟୀ ପରି ଅସମାଜିକତା ଅଧିକ ରୁ ଅଧିକ ଦେଖିବାକୁ ମିଳୁଛି। ତେବେ ଏହି ଚୋର ଓ ଡକାୟତ ମାନେ ଦିନ ଦିପହର ରେ ପୋଲିସ ଆଖିରେ ଧୂଳି ଦେଇ ଲୋକଙ୍କ ଠାରୁ ଟଙ୍କା , ସୁନା ଗହଣା ଆଦି ଚୋରୀ କରି ନେଇ ଯାଇଥାନ୍ତି।

ତେବେ ଏହି ଚୋର ମାନେ ମହିଳା ମାନ ଙ୍କୁ ଅଧିକ ଟାର୍ଗେଟ କରିଥାନ୍ତି କାରଣ ଏମାନେ ସୁନା ଅଳଙ୍କାର ପିନ୍ଧିଥାନ୍ତି ଆଉ ଏମାନ ଙ୍କୁ ଭଣ୍ଡେଇବା ସହଜ ହୋଇଥାଏ। ତେବେ ବର୍ତ୍ତମାନ ସିସିଟିଭି ରେ ରେକର୍ଡ ହୋଇଥିବା ଏହିପରି କେତେକ ଘଟଣା ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ।

୧.ଗୋଟିଏ ଭିଡ଼ିଓ ରେ ଦେଖାଯାଇଥିଲା କି ଜଣେ ମହିଳା ଙ୍କର ବେକ ରୁ ଦିନ ଦିପହର ରେ ମାର୍କେଟ ଉପରେ ଦୁଇ ଜଣ ଚୋର ସୁନା ଚେନ ନେଇ ଚମ୍ପଟ ମାରିଥିଲେ। ତେବେ ମହିଳା ଜଣଙ୍କ ଗୋଟିଏ ଦୋକାନ ରୁ କିଛି ସଉଦା ନେଉଥିବା ବେଳେ ଚୋର ଜଣଙ୍କ ତାଙ୍କ ପାଖକୁ ଆସିଥିଲା ଏବଂ ବେକ ରୁ ଚେନ କୁ ନେଇ ଆଉ ଜଣେ ସାଥି ଙ୍କ ସହ ବାଇକ ରେ ସେଠାରେ ପଳେଇଗଲେ ।ମହିଳା ଜଣଙ୍କ ସବୁକିଛି କେବଳ ଦେଖୁ ଦେଖୁ ରହିଗଲେ।

୨.ସେହିଭଳି ଫରିଦାବାଦ ରେ ଏକ ଭିଡ଼ିଓ ଦେଖାଯାଇଥିଲା ଯେଉଁ ଥିରେ ଜଣେ ମହିଳା ତାଙ୍କ କୁନି ପିଲା କୁ ସାଙ୍ଗରେ ଧରି ମାର୍କେଟ ରୁ ଆସୁଥିଲେ। ଆଉ ରାସ୍ତା ରେ ସେ ମୋବାଇଲ ରେ କଥା ହେବାରେ ବ୍ୟସ୍ତ ଥିଲେ। ଏହି ସମୟ ରେ ସୁଯୋଗ ନେଇ ଜଣେ ଚୋର ତାଙ୍କ ବେକ ରୁ ଚେନ କୁ ଚୋରେଇ ନେଇଥିଲେ। ମହିଳା ଜଣଙ୍କ ଚେଷ୍ଟା କଲେ ମଧ୍ୟ କିଛି କରିପାରି ନଥିଲେ।

୩.ଅନ୍ୟ ଏକ ଭିଡ଼ିଓ ରେ ଦେଖା ଯାଇଥିଲା କି ଜଣେ ବୟସ୍କ ବୁଢ଼ୀ ଲୋକ ଜଣଙ୍କ ନିଛଟିଆ ରାସ୍ତା ରେ ଏକା ଯାଉଥିଲେ ତେବେ ଏହି ସମୟ ରେ ଦୁଇ ଜଣ ଯୁବକ ଗୋଟିଏ ସ୍କୁଟି ରେ ଆସି ତାଙ୍କୁ ବାହାନା କରି ରାସ୍ତା ପଚାରି ଥିଲେ ।ଆଉ ସୁଯୋଗ ଦେଖି ବୁଢ଼ୀ ବେକରେ ଥିବା ସୁନା ଚେନ ଟିକୁ ନେଇ ଚମ୍ପଟ ମାରିଲେ। ମାଉସୀ ଜଣଙ୍କ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଫେଲ ହୋଇଥିଲେ।

୪.ଅନ୍ୟ ଏକ ଭିଡ଼ିଓ ରେ ଏପରି ଦେଖିବାକୁ ମିଳିଥିଲା ଯାହା ଆପଣ ଙ୍କର ହୋସ ଉଦେଇଦେବ। ତେବେ ଜଣେ ଯୁବକ ଏକ ବୁକ ଷ୍ଟୋର କୁ ଖାତା କିଣିବାକୁ ଆସିଲେ। ଆଉ ଯୁବତୀ ଦୋକାନୀ ଜଣଙ୍କ ଖାତା ଦେଖିଇବା ବେଳେ ଯୁବକ ଜଣଙ୍କ ସୁଯୋଗ ଦେଖି ତାଙ୍କ ବେକ ରୁ ଦାମୀ ଅଳଙ୍କାର ଧରି ଫେରାର ହୋଇଥିଲେ।

୫.ଏବେ ଯେଉଁ ଭିଡ଼ିଓ କଥା ଟି କହିବୁ ତାହା ବହୁତ ଆଶ୍ଚର୍ଯ୍ୟ ଜନକ ଅଟେ , କାରଣ ଏହି ଭିଡ଼ିଓ ଟିରେ ଜଣେ ବୟସ୍କ ମହିଳା ତାଙ୍କ ଘର ଭିତର କୁ ଯିବା ବେଳେ କବାଟ ଆଗରୁ ଜଣେ ବ୍ୟକ୍ତି ତାଙ୍କ ବେକ ରୁ ଚେନ କୁ ଚୋରି କରିନେଇଥିଲେ ।ଏଥିରେ ବୁଢ଼ୀ ଲୋକ ଜଣଙ୍କ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।