Just another WordPress site

CCTVରେ ରେକର୍ଡ ହୋଇଥିବା ଏହି ଛୋଟ ଭିଡିଓ Clip 33 କୋଟି ଲୋକ ଦେଖିଲେନି…

0 61

କଥାରେ ଅଛି ମା ଠାରୁ ବଡ଼ ଯୁଦ୍ଧା ଏହି ସଂସାର ରେ ଆଉ କେହି ବି ନଥାନ୍ତି, ମା ଜଣେ ମାତ୍ର ମଣିଷ ଯିଏକି ନିଜ ପିଲା ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦେଇ ନଥାଏ। ଗୋଟିଏ ମା ତା ପିଲା କୁ ଜନ୍ମ ଦେବା ଠାରୁ ତାର ମୃତ୍ୟୁ ପର୍ଯ୍ୟନ୍ତ ସବୁବେଳେ ସାଙ୍ଗରେ ରହିଥାଏ ଆଉ ସବୁ ବିପଦ କୁ ସହି ତା ଛୁଆ କୁ ରକ୍ଷା କରିଥାଏ।

ଏମିତି କି ସେ ନିଜ ଛୁଆ ର ଯିବନ ପାଇଁ ନିଜ ଜୀବନ କୁ ତ୍ୟାଗ କରିବାକୁ ମଧ୍ୟ ରାଜିଥାଏ। ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିଭଳି ଜଣେ ମା ଙ୍କ ବିଷୟରେ ଜଣେଇବୁ ଯାହାଙ୍କ ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।

ତେବେ ବନ୍ଧୁଗଣ ଏହା ସତ୍ୟ ଅଟେ କି ଜଣେ ମହିଳା ତାର ପିଲା ପାଇଁ କିଛି ବି କରିପାରେ ଯାହାକୁ ସେ ୯ ମାସ ନିଜ ଗର୍ଭ ରେ ଧରି ଜନ୍ମ ଦେଇଥାଏ ଯାହାକୁ ହାତ ଧରି ଚାଲିବା ଶିକ୍ଷା କରିଥାଏ ତାକୁ ସବୁଦିନ ନିଜ ପାଖରେ ରଖିବା ପାଇଁ ସେ କିଛି ବି କରିବାକୁ ପଛଘୁଞ୍ଚା ଦିଏ ନାହିଁ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣ ଙ୍କର ମୁଣ୍ଡ ବୁଲେଇ ଦେବ ଏବଂ ଆପଣ କହିବେ କି ମା ହେବ ତ ଏମିତି ହିଁ। ତେବେ ଆସନ୍ତୁ ଜାଣିବା ଏହି ସିସିଟିଭି ଭାଇରାଲ ଭିଡ଼ିଓ ଟି ବିଷୟ ରେ।

ବନ୍ଧୁଗଣ ଭିଡ଼ିଓ ଟି କିଛି ଏହିପରି ଥିଲା କି ଜଣେ ମହିଳା ତାଙ୍କର କୁନି ଛୁଆ ଯାହାର ବୟସ ମାତ୍ର ୨-୩ ବର୍ଷ ହେବ ତାହାକୁ ନେଇ ଏକ ବଡ଼ ବିଲ୍ଡିଂ ରେ ଯାଉଥିଲେ। ତେବେ ସେ ତାଙ୍କର ପିଲାର ହାତ ଧରି ତାକୁ ସାଙ୍ଗରେ ନେଇ କି ଯାଉଥିଲେ , ମାତ୍ର ଗୋଟିଏ ଷ୍ଟେୟାର ର ଉପର କୁ ଯିବା ପରେ ମହିଳା ଜଣଙ୍କ ଲିଫ୍ଟ ପାଇଁ ଅପେକ୍ଷା କରିଥିଲେ। ଆଉ ସେହି ସମୟ ରେ ତାଙ୍କୁ କୁନି ପିଲା ଟି ମା ଙ୍କ ହାତ କୁ ଛାଡି ସେଠାରେ ଥିବା ଝରକା ପାଖକୁ ଆସିଥିଲେ। କିନ୍ତୁ ସେଠାରେ ପିଲାଟି ଝରକା ର ଉପର ବାଡ଼ କୁ ଧରି ନପାରି ତଳକୁ ଖସି ପଡ଼ିଥିଲେ।

କିନ୍ତୁ ଏହି ସମୟରେ ମହିଳା ଜଣଙ୍କ ତାଙ୍କର ପିଲାର ଗୋଡ଼ କୁ ଧରି ନେଇଥିଲେ ଏବଂ ବହୁତ କଷ୍ଟ ରେ ତାଙ୍କର ପିଲା କୁ ତଳ କୁ ଖସିବା କୁ ଦେଇ ନଥିଲେ ଆଉ ମୃତ୍ୟୁ ମୁଖ ରୁ ନିଜ ପିଲା ଙ୍କୁ ତାକୁ ବଞ୍ଚାଇ ଆଣିଥିଲେ ।ତେବେ ସମ୍ପୂର୍ଣ୍ଣ ଘଟଣା ଟି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ତେବେ ଭିଡ଼ିଓ ଟିକୁ ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏବଂ ଏହି ମା ଙ୍କୁ ସାଲ୍ୟୁଟ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।