Just another WordPress site

B ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ

0 76

ଆମର ନାମ ଯାହାକୁ ଆମେ ତିଆରି କରି ନଥାଉ କିନ୍ତୁ ତାକୁ ସାକାର କରିବା ପାଇଁ ଜୀଵନ ବିତେଇ ଦେଇଥାଉ ।ତେବେ ଜାଣିଛନ୍ତି ବହୁତ ସମୟରେ ଆମ ନାମର ପ୍ରଥମ ଅକ୍ଷର ବହୁତ ଗୁରୁତ୍ୱପୂର୍ଣ୍ଣ ଓ ବିଶେଷ ସାବ୍ୟସ୍ତ ହେଇଥାଏ ।କାରଣ ଏହା ଦ୍ବାରା ଆପଣ ନିଜର ଆଗାମୀ ଜୀଵନ ବିଷୟରେ ବହୁତ ସହଜରେ ଜାଣି ପାରିବେ ।ତେବେ ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷରରୁ କୋଉଟି ରହିଥାଏ ତା ହେଲେ ଆପଣଙ୍କ ଭବିଷ୍ୟତ ଜାଣିବା ଖୁବ ସହଜ ହେଇପାରେ ।
ତେବେ ଆମେ ଆଜି “B” ଅକ୍ଷରରୁ ଯେଉଁ ମାନଙ୍କ ନାଁ ଆରମ୍ଭ ହେଇଛି ତାଙ୍କ ବିଷୟରେ କିଛି ଅଦ୍ଭୁତ କଥା ନେଇ ଆସିଛୁ ।ଯାହା ଜାଣିଲେ ଆପଣ ଏହି ନାମର ବ୍ୟକ୍ତି ମାନଙ୍କୁ ଖୁବ ପାଖରୁ ଚିନ୍ହି ପାରିବେ ।

1.”B” ନାମର ବ୍ୟକ୍ତିଙ୍କ ଶାରୀରିକ ଗଠନ:-

– “B” ନାମର ବ୍ୟକ୍ତି ମାନେ ଦେଖିବାକୁ ଖୁବ ସୁନ୍ଦର ଓ ଆକର୍ଷଣ ହେଇଥାନ୍ତି ଆଉ ଏମାନଙ୍କ ଆଖି ମୂନିଆ ପରି ହେଇଥାଏ ।

2.”B” ନାମର ବ୍ୟକ୍ତିଙ୍କ ସ୍ୱାଭଵ ଓ ଚରିତ୍ର:-

-ଏହି B ନାମର ବ୍ୟକ୍ତି ମାନଙ୍କ ସ୍ୱାଭଵ ଖୁବ ଶାନ୍ତ ଓ ଧୀର ସ୍ଥିର ହେଇଥାଏ ।
-ଏମାନଙ୍କ ଠାରୁ ତର୍କରୁ ଜିତିବା ଭାରି କଷ୍ଟ ।ଆଉ ଏମାନେ ବହୁତ ରାଗି ଅଟନ୍ତି କିନ୍ତୁ ସବୁବେଳେ ନିଜ ରାଗକୁ ଲୁଚେଇ ରଖନ୍ତି ।
-ଏମାନନେ ସବୁବେଳେ ଗୋଟିଏ କାମରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ସେଥିପାଇଁ ସବୁବେଳେ ନୂଆ ନୂଆ ରାସ୍ତା ଖୋଜି ବୁଲନ୍ତି ।
-ଜୀବନରେ ଖକୁ ବହୁତ ଜଳଦି ବିଶ୍ୱାସ କରି ନଥାନ୍ତି ଆଉ ଯାହାକୁ ଥରେ ବିଶ୍ୱାସ କରି ଥାନ୍ତି ତାଙ୍କ ସହ ଜୀଵନ ସାରା ବନ୍ଧୁ ହେଇ ରହନ୍ତି ।
-ଆଉ ନିଜକୁ ସବୁବେଳେ ଅଯଥା ବିବାଦରୁ ଦୁରେଇ ରଖିବା ସହ ନିଜ ବିଚାରକୁ ସବୁବେଳେ ଲୁଚେଇ ରଖିଥାନ୍ତି ।

3.”B” ନାମର ବ୍ୟକ୍ତିଙ୍କ କ୍ୟାରିୟର:-

-ଏମାନେ ସବୁବେଳେ ନିଜ କ୍ୟାରିୟର ପ୍ରତି ବହୁତ ଯତ୍ନଶୀଳ ଅଟନ୍ତି ଆଉ ବହୁତ ପ୍ରୟାସ କରିଥାନ୍ତି ନିଜ କ୍ୟାରିୟର ରେ ସଫଳତା ପାଇବା ପାଇଁ ।
-ଏମାନେ ନିଜ ପ୍ଲାନ କୁ ସବୁବେଳେ ଶିକ୍ରେଟ ରଖିଥାନ୍ତି ଓଆହ ସହ ସେଆର କରି ନଥାନ୍ତି ।
-ଏମାନଙ୍କ ଭଲ ଗୁଣ ପାଇଁ ସବୁବେଳେ ସଫଳତାର ଶିଖର ଛୁଇଁ ଥାଆନ୍ତି ।କାର୍ଯ୍ୟ କ୍ଷେତ୍ରରେ ସବୁବେଳେ ଭଲ ପଦବୀରେ ରହିଥାନ୍ତି ।

4.”B” ନାମର ବ୍ୟକ୍ତିଙ୍କ ଲଭ ଲାଇଫ:-

– ଏମାନେ ଭାବୁକ ସ୍ୱାବବର ହେଇଥିବାରୁ ଖୁବ ଜଳଦି କାହାକୁ ବି ଭଲ ପାଇଯାଅନ୍ତି ।ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦେଇ ଥାଆନ୍ତି ଆଉ ଜୀବନରେ ଜଣଙ୍କୁ ହିଁ ଭଲପାଆନ୍ତି ।
-ଏମାନେ ଭଲପାଇଲେ ନିଜକୁ କୁ ବି ଭୁଲି ଯାଆନ୍ତି, ନିଜ ଭଲପାଇବା ପ୍ରତି ପୁରା ସମର୍ପିତ ହେଇଥାନ୍ତି ।ଆଉ ରଥୀ ପାଇଁ ବି ବହୁତ ଧୋକା ବି ଖାଇ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।