Just another WordPress site

ଠାକୁର ଘରେ ଧୂପ ଦେବା ବେଳେ କରନ୍ତୁ ନାହିଁ ଏପରି କାମ , ନଚେତ୍ ହୋଇପାରେ ଅମଙ୍ଗଳ

0 81

ମନୁଷ୍ୟ ନିଜ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଭିତରେ ଅନେକ ପଥ ଚାଲିଥାଉ ଆସୁ ସେହ ଭିତରେ ଆମ ଜୀବନ ସବୁବେଳେ ଅନେକ ସମସ୍ୟା ଘେରରେ ଘେରି ହେଇ ରହିଥାଏ ଆଉ ସେଥିରୁ ମୁକ୍ତି ପଶିବା ପାଇଁ ଆମେ ବହୁତ ଉପାୟ ପାଳନ କରିଥାଉ ।ତେବେ ତଥାପି ଆମେ ସବୁ ସମସ୍ୟାରୁ ମୁକ୍ତି ହେଇ ପାରୁ ନାହିଁ ।କିଛି ବିଶିଷ୍ଟ ସାଧୁ ମାନେ କିଛି ଏମିତି ନୀତି ନିୟମ ମାନିବାକୁ କହିଛନ୍ତି ଯାହାକୁ ମାନିଲେ ଆମେ ଅନେକ ସମସ୍ୟାର ସମ୍ମୁଖୀନ କେବେ ହେବୁ ନାହିଁ ।ତେବେ ଜାଣିରଖନ୍ତୁ ସେହି ବିଶେଷ ନିୟମ ଗୁଡିକୁ ।

1.ଠାକୁର ଘରେ ଯାଳୁଥିବା ଧୂପ ବାଉଁଶ କାଠିରେ ତିଆରି ହେଇଥିଲେ ସେହି ଧୂପକୁ ଜମା ଜାଳନ୍ତୁ ନାହିଁ ।କାରଣ ଏହା ବହୁତ ଖରାପ ହେଇଥାଏ ଆଉ ଧୂପ ଯେଉଁ ଦିଆସିଲିରେ ଲଗୁଉଛନ୍ତି ସେହି ଦିଆସିଲି କାଠିକୁ ଫୁଙ୍କି ଲିଭାନ୍ତୁ ନାହିଁ ।ଏହା ମାନିଲେ ଭଗବାନ ଖୁସି ହେବେ ।

2.ଦାନ୍ତରେ ନଖ କାଟନ୍ତୁ ନାହିଁ ଆଉ ପାଦର ଆଙ୍ଗୁଳିକୁ ବାରମ୍ବାର ଫୁଟାନ୍ତୁ ନାହିଁ କିମ୍ବା ଗୋଡ଼ର ଆଙ୍ଗୁଳିରେ ଭୂମିରେ ଗାର ପକାନ୍ତୁ ନାହିଁ ।ଏହାକଲେ ବହୁତ ଅମଙ୍ଗଳ ହେଇଥାଏ ।

3.ଘରେ ପିତୃପୁରୁଷଙ୍କ ଫୋଟୋ ଲଗାଉଥିଲେ ତାହାକୁ ଘରର ଉତ୍ତର ଦିଗର କାଁଥରେ ଲଗାନ୍ତୁ କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଦିଗରେ କାଁଥରେ ଲଗାନ୍ତୁ ନାହିଁ ।

4.ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ ଆଉ ସୁନା ଜିନିଷ କୁ ନାଲି କିମ୍ବା ହଳଦିଆ ରଙ୍ଗର କପଡାରେ ଗୁଡେଇ ରଖିଲେ ଶୁଭ ଫଳ ମିଳିଥାଏ ।

5.ରାତିରେ ଯଦି ଘୁଙ୍ଗୁଡ଼ି ଆସୁଛି ଆଉ ପେଟରେ ଚର୍ବି ବୃଦ୍ଧି ହେଉଥିଲେ ଯୋଡିଏ ଗୁଜୁରାତିକୁ ଉଷୁମ ପାଣିରେ ପିଅନ୍ତୁ ।ଦେଖିବେ କେବଳ 15 ଦିନରେ ଘୁଙ୍ଗୁଡ଼ି ମାରିବା କମିବା ସହ ପେଟରେ ଚର୍ବି କମିବାକୁ ଲାଗିବ ।

6.ଘର ପାଖରେ ଅରଖ ଗଛ ଥିଲେ ତାହା ଶୁଭ ହେଇଥାଏ ଆଉ ତାକୁ କେବେ କାଟିବେ ନାହିଁ ।ଆଉ ଘର ଆଗରେ ସବୁବେଳେ ଅରଖ ଗଛ ଲଗାନ୍ତୁ ।

7.ସବୁବେଳେ ଘରର ଦକ୍ଷିଣ ପାର୍ଶ୍ଵରେ ତୁଳସୀ ଚଉରା ରଖନ୍ତୁ ଆଉ ବାହାରକୁ ଗଲାବେଳେ ତୁଳସୀ ଚଉରାରୁ ମାଟି ଆଣି ମୁଣ୍ଡରେ ଲଗାଇଲେ ଭଲ ହେଇଥାଏ ।

8.ଅନ୍ଧାରୁଆ ଜାଗାରେ କେବେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଅନ୍ଧାରରେ ଭୋଜନ କରନ୍ତୁ ନାହିଁ ।କାରଣ ଅନ୍ଧାରିଆ ଜାଗାରେ ଅଲକ୍ଷ୍ମୀଙ୍କର ବାସ ହେଇଥାଏ ଆଉ ଏକୁଟିଆ ବସିଲେ ମନରେ ନାନା କୁଭାବନା ଓ ଦୁଃଚିନ୍ତା ଆସିଥାଏ ।

ତେଣୁ ବନ୍ଧୁମାନେ ଯଦି ଆପଣ ନିଜ ଜୀବନରେ ଆସୁଥିବା ବିପତିରୁ ବର୍ତ୍ତିବା ପାଇଁ ଏହି ସବୁ ନିୟମ ଗୁଡ଼ିକ ନିଶ୍ଚୟ ପାଳନ କରନ୍ତୁ ।ଆଉ ଏହାଦ୍ବାରା ଆପଣଙ୍କ ଜୀଵନ ସୁଖମୟ ହେଇ ପାରିବ ଓ ଜୀଵନ ସୁରକ୍ଷିତରେ ଆଗକୁ ବଡ଼ି ପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।