Just another WordPress site

Mihir ଙ୍କ ସହ ପୁରୁଣା ସ୍ମୁତି ମନେ ପକାଇ Live ” ସୋ” ରେ କାନ୍ଦିଲେ Siddhanta Mahapatra ଓ ସମସ୍ତ ଅଭିନେତା , ଅଭିନେତ୍ରୀ ଦେଖନ୍ତୁ Video

0 109

ଜନ୍ମ ମୃତ୍ୟୁ ପ୍ରତ୍ୟେକଙ୍କ ଜୀବନରେ ଏକ ବାସ୍ତବ ସତ୍ୟ ଅଟେ ଯାହାକୁ କେହି ଏଡେଇ ପାରିବେ ନାହିଁ ।ତେବେ କେତେ ବେଳେ କାହାକୁ କେମିତି ଆଉ କେତେବେଳେ ମୃତ୍ୟୁ ଆସିଯିବ ତାହା ଜଣା ନଥାଏ ।ତେବେ ନିକଟରେ ଏହି ମୃତ୍ୟୁ ଖବର ଗୁଡିକ ଓଡ଼ିଆ ସିନା ଜଗତରେ ଶୋକର ଛାୟା ଖେଳେଇ ଦେଇଛି କାରଣ ଓଡ଼ିଆ ସିନେ ଜଗତ ହରେଇ ଦେଇଛି ତାର ଅତୁଳନୀୟ କଳାକାର ମିହିର ଦାସଙ୍କୁ ।ସେ ଏହି ଜଗତକୁ ତାଙ୍କର ଅନେକ ଅବଦାନ ଦେଇଥିଲେ ଯାହାକୁ କେବେ ଭୁଲି ହେବ ନାହିଁ ।ତାଙ୍କ ଫିଲ୍ମ ଆଜିବି ସମସ୍ତଙ୍କ ହୃଦୟକୁ ଖୁବ ଛୁଇଁ ଯାଏ ।

ସାଧାରଣ ଲୋକ ଠାରୁ ଅନେକ ଅଭିନେତା ଓ ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ବହୁତ ବଡ଼ ଫେନ ଅଟନ୍ତି ତେବେ ନୂଆ ହେଉ ବା ପୁରୁଣା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ ସେ ଏକ ଅଭୁଲା ପ୍ରେରଣା ଅଟନ୍ତି ।ତେବେ ନିକଟରେ ତାଙ୍କର ମୃତ୍ୟୁକୁ ନେଇ ସିଦ୍ଧାନ୍ତ ମହାପାତ୍ର ଙ୍କ ଏମିତି ଗୋଟିଏ ଭିଡ଼ିଓ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ନିଶ୍ଚିତ ହେବେ ।

ତେବେ କିଛି ବର୍ଷ ଆଗରୁ ତରଙ୍ଗ ସିନେ ଆୱାର୍ଡ ମଂଚରେ ଯେତେବେଳେ ବେଷ୍ଟ ସହାୟକ ରୋଲ ଭାବରେ ମିହିର ଦାସଙ୍କୁ ଆୱାର୍ଡ ଦେବା ପାଇଁ ସିଦ୍ଧାନ୍ତ ମହାପାତ୍ର ଷ୍ଟେଜ ଉପରକୁ ଆସିଥିଲେ ।ଆଉ ସେତେବେଳେ ସେ ନିଜ ମନରେ ଥିବା ମିହିର ଭାଇଙ୍କ ପ୍ରତି ଆନ୍ତରିକତା କୁ ବର୍ଣ୍ଣନା କରିଥିଲେ ।ତେବେ ସେ କହିଥିଲେ “ମୁଁ ଯଦି ଆଜି ଏହି ଇଣ୍ଡଷ୍ଟ୍ରିରେ ଆଜି ନିଜର ଏକ ପରିଚୟ ସୃଷ୍ଟି କରିପାରିଛି ତାହାର ଶ୍ରେୟ ମୁଁ ମିହିର ଭାଇଙ୍କୁ ଦେବି ।ମୁଁ ଦୀର୍ଘ 40 ବର୍ଷ ହେଲା ଏହି ଇଣ୍ଡଷ୍ଟ୍ରି ରେ କାମ କରିଆସୁଛି କିନ୍ତୁ 30 ବର୍ଷ ମୁଁ ମିହିର ଭାଇଙ୍କ ସହ କାମ କରିଛି ।

ତେବେ ସେ କହିଥିଲେ କି ମିହିର ଭାଇ ଜଣେ ବରିଷ୍ଠ କଳାକାର ନୁହଁନ୍ତି ବରଂ ଜଣେ ଭଲ ମଣିଷ ଭାବରେ ବି ବହୁତ ଭଲ ଅଟନ୍ତି ।ତାଙ୍କ ଜୀବନରେ ସେ ସବୁ କଳାକାର ମାନଙ୍କୁ ଆଗକୁ ବଡ଼ିବାରେ ସାହାଯ୍ୟ କରି ଥାଆନ୍ତି ।ମୁଁ ମୋର ଚାରି ନମ୍ବର ଫିଲ୍ମ ତାଙ୍କ ସହ ଆରମ୍ଭ କରିଥିଲେ “ଭାଇ ହେଲା ଭଗାରୀ” ଫିଲ୍ମରୁ ।ଆଉ ସେହି ଦିନ ଠାରୁ ମୋର ସବୁ ସିନେମାରେ ସେ ମୋ ସହ ରୁହନ୍ତି ଆଉ ମୋତେ ଆଗକୁ ନିଅନ୍ତି ।ତେବେ ଆପଣ ମାନେ ଜାଣିଛନ୍ତି ଯେ ଓଡିଶାର ଭର୍ଷେଟାଇଲ ଅଭିନେତା ଆଉ ଆମ ଗହଣରେ ନାହାନ୍ତି ।

ସୂଚନା ଅନୁଯାୟୀ ମିହିର ଦାସ କିଡନୀ ରୋଗରେ ପୀଡ଼ିତ ଥିଲେ ତେବେ କିଛିଦିନ ହେବ ତାଙ୍କର ଦେହ ଖରାପ ହେବାରୁ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ତେବେ ଏହି ଚିକିତ୍ସିତ ଅବସ୍ଥାରେ ହିଁ ଜୀଵନ ଜୁଧର ହାରି ଯାଇଛନ୍ତି ଆଉ ଏତିକି ବେଳେ ସେ 63 ବୟସରେ ହିଁ ପାଦ ଥାପିଥିଲେ ।ଆଉ ଏହି ଖବର ପୁରା ଓଡ଼ିଆ ସିନେ ଜଗତରେ ଶୋକର ସାୟା ଖେଲେଇ ଦେଇଛି ଆଉ ଏମିତି ଗୋଟିଏ ଶୁନ୍ୟ ସ୍ଥାନ ସୃଷ୍ଟି କରିଛି ଯାହା କେବେ ପୂରଣ ହେଇ ପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।