Just another WordPress site

ଭିଡିଓ ଦେଖନ୍ତୁ – Ollywood ସିଙ୍ଗର (Humane Sagar)ଙ୍କ ଝିଅ ସହ ( Asima Panda ) ଅସୀମା ପଣ୍ଡାଙ୍କ ଜବରଦସ୍ତ ମସ୍ତି ଭିଡିଓ ଯାହାକୁ 60 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

0 185

ମଣିଷ ତାର ବ୍ୟସ୍ତ ଜୀବନ ରୁ ଟିକିଏ ଫ୍ରି ହେଲେ ନିଜର ମନୋରଞ୍ଜନ ପାଇଁ ଟିଭି , ଫିଲ୍ମ , ନାଟକ ଆଦି ଦେଖିବାକୁ ପସନ୍ଦ କରନ୍ତି। କାରଣ ଏହି ସବୁ କେବଳ ଆମକୁ ଖୁସି ଦେଇ ନଥାଏ ବରଂ ଏହା ଦ୍ବାରା ଆମେ ବହୁତ କିଛି ଶିକ୍ଷା କରିଥାଉ ଯାହାକି ଆମକୁ ବର୍ତ୍ତମାନ ତଥା ଅତିତ ଜୀଵନ ରେ ସାହାଯ୍ୟ କରିଥାଏ ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ସେହି କଳାକାର ମାନେ ସବୁବେଳେ ନିଜର ଫୋଟ , ଭିଡ଼ିଓ ଏବଂ ନିଜର ମତ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି।

ତେବେ ଆପଣ ମାନେ ଜାଣିଥିବେ କି ସେଲିବ୍ରେଟି ମାନେ ପ୍ରାୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥାନ୍ତି ଏବଂ ଭିନ୍ନ ଭିନ୍ନ ଫୋଟ ଓ ଭିଡିଓ କୁ ନେଇ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି। ତେବେ ଏମାନଙ୍କ ଭିତରୁ ଆପଣ ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ଅସୀମା ପଣ୍ଡା ଙ୍କୁ ଜାଣିଥିବେ ନିଶ୍ଚିତ।

ସେ ତାଙ୍କର ଗୀତ ଗାଇବା କୁ ନେଇ ଯେତିକି ଚର୍ଚ୍ଚା ରେ ରହିଥାନ୍ତି ତା ଠାରୁ ଅଧିକ ଚର୍ଚ୍ଚା ରେ ରୁହନ୍ତି ନିଜର ଫୋଟ ଓ ଭିଡିଓ କୁ ନେଇ। ତେବେ ବର୍ତ୍ତମାନ ସେ ପୁଣି ଏକ ଭିଡିଓ କୁ ନେଇ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛନ୍ତି।

ତେବେ ଆପଣ ମାନେ ଜାଣିଥିବେ କି, ଅସୀମା ପଣ୍ଡା ଛୋଟ ପିଲାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଅନେକ ସମୟରେ ସେ ଛୋଟ ପିଲାଙ୍କ ସହ ତାଙ୍କର ଭିଡିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ସେୟାର ମଧ୍ୟ କରିଥାନ୍ତି। ତେବେ ବର୍ତ୍ତମାନ ସେ ହ୍ୟୁମାନ ସାଗର ଙ୍କର ଝିଅ ସହ ଏକ ଭିଡିଓ କୁ ନେଇ ଚର୍ଚ୍ଚା ରେ ଅଛନ୍ତି।ଯେଉଁ ଭିଡିଓ ଟି ରେ ସେ ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଙ୍କର ୩ ବର୍ଷ ର କୁନି ଝିଅ ସହ ମସ୍ତି କରୁଥିବା ର ନଜର ରେ ଆସିଛନ୍ତି।

ତେବେ ହ୍ୟୁମାନ ଙ୍କର କୁନି ଝିଅ କୁ ଅସୀମା ପଣ୍ଡା କୋଳରେ ଧରିଥିବା ବେଳେ ସେ ତାଙ୍କ ବେକ ରେ ଥିବା ନେକଲେସ ଟିକୁ ଧରି ତାକୁ କୁନି ହାତ ରେ ଟାଣିବା କୁ ଲାଗୁଛି।ଆଉ ଅସୀମା ମଧ୍ୟ ତା ସହ ମଜା ମଜା ରେ କହୁଛନ୍ତି କି ତୁମେ ଏହାକୁ ଛିଣ୍ଡାଇ ଦିଏ, ଆଉ ତା ପରେ ତୁମ ବାପା ମୋତେ ନୂଆ ଆଉ ଅରିଜିନାଲ ସୁନା ର ଗୋଟିଏ ଭଲ ନେକଲେସ ଟେ ଆଣିଦେବେ।ତେବେ ତାଙ୍କର ହ୍ୟୁମାନ ଙ୍କର ଝିଅ ସହ କରୁଥିବା ଏହି ମସ୍ତି କୁ ହ୍ୟୁମାନ ଙ୍କର ପତ୍ନୀ ଭିଡିଓ କରିଥିଲେ।


ତେବେ ଏହି ଭିଡିଓ ଟି ଅସୀମା ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେବାରେ ଲାଗିଛି , ତେବେ ଭିଡିଓ ଟିକୁ ଆପଣ ମାନେ ମଧ୍ୟ ଦେଖନ୍ତୁ ।ଆଉ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।