Just another WordPress site

OMG ! ଅବିକଳ ମଣିଷ ଭଳି ହସୁଛି ଶୁଆ , ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି Viral… ଦେଖନ୍ତୁ ଭିଡ଼ିଓ

0 225

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ।ତେବେ କିନ୍ତୁ କେବେ କେବେ ଏହିପରି କିଛି ଭିଡ଼ିଓ ଆମ ଆଗକୁ ଆସିଥାଏ ଯାହାକୁ ବିଶ୍ୱାସ କରିବା କେବେ ବି ସମ୍ଭବ ହୋଇନଥାଏ କିନ୍ତୁ ଏହା ସତ୍ୟ ଘଟଣା ଅଟେ ।

ତେବେ ବନ୍ଧୁଗଣ କଣ ଆପଣ କେବେ ବିଶ୍ୱାସ କରିପାରିବେ କି ଗୋଟିଏ ଶୁଆ ଟି ଜଣେ ମହିଳା ଙ୍କ ପରି ହସିପାରେ ବୋଲି।ନିଶ୍ଚିତ ଭାବରେ ଦେଖି ନଥିବେ କେବେ ବି ,କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଭିଡ଼ିଓ ଟି ବିଷୟରେ କହିବାକୁ ଯାଉଛୁ ତାହା କିଛି ଏହିପରି ହୋଇଛି। ତେବେ ଦେଖା ଯାଉଛି କି ଭିଡ଼ିଓ ଟିରେ ଗୋଟିଏ ଶୁଆ ପୁରା ଯୁବତୀ ଙ୍କ ପରି ହସୁଛନ୍ତି ଏପରି କି ଆପଣ ମଧ୍ୟ ତାଙ୍କର ହସ ଦେଖିଲେ ଜାଣିପାରିବେ ନାହିଁ କି ଏହା ଏକ ଗୃହପାଳିତ ଶୁଆ ର ହସ ବୋଲି ଆପଣ ଙ୍କୁ ଲାଗିବ ଯେପରି କେହି ଜଣେ ଯୁବତୀ ହସୁଛନ୍ତି।

ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି ଅନ୍ୟ ଗୃହପାଳିତ ପଶୁପକ୍ଷୀ ଙ୍କ ଅପକ୍ଷା ଶୁଆ ଟିକିଏ ଭିନ୍ନ ଏବଂ ସ୍ୱତନ୍ତ୍ର ଅଟେ। କାରଣ ଶୁଆ ଗୋଟିଏ ଘରେ କିଛି ଦିନ ରହିବା ପରେ ତାଙ୍କୁ ଆପଣ ଯେଉଁ କଥା କିମ୍ବା ଗୀତ ତାକୁ ଶିଖାଇ ଦିଆଯାଏ ସେ ସେହିପରି ସ୍ୱର ବା ଶବ୍ଦ ବାହାର କରିବା ଆରମ୍ଭ କରିଦେଇ ଥାଏ। କିନ୍ତୁ ସାଧାରଣ କଥାବାର୍ତ୍ତା କରିବା ଅଲଗା କଥା ହୋଇଥାଏ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି ଦେଖିଲେ କିଛି ଅଲଗା ଲାଗୁଛି ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଯାଉଛି।

ତେବେ ବନ୍ଧୁଗଣ ଏହି ପରି ଚମତ୍କାରୀ ଶୁଆ ଟି ଆମେରିକା ର କାର୍ଲଫର୍ନିଆ ଠାରେ ଜଣେ ବ୍ୟକ୍ତି ରଖିଛନ୍ତି ,ତେବେ ସେହି ଶୁଆ ଟି ବହୁତ ଭିନ୍ନ ଅଟେ ସେ ଥରେ ନିଜ ପାଖରେ ଯେଉଁ ସ୍ୱର ବା ଶବ୍ଦ କୁ ଶୁଣିନେଇଥାଏ ତାହାକୁ ସେ ସଂଗେ ସଂଗେ କରିକି ଦେଖାଏ। ତେବେ ସେ ଗୋଟିଏ ଯୁବତୀ ଙ୍କ ପରି ହସିପାରେ ,ଯାହାକି ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଅଟେ। ତେବେ ତାର ଏହି ଭିଡ଼ିଓ ଟି ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି ଏହା ଗୋଟିଏ ଶୁଆ ର ହସ ନା ଜଣେ ଯୁବତୀ ଙ୍କର।


ତେବେ ଏହି ଭିଡ଼ିଓ ଟି ଜଣେ ବ୍ୟକ୍ତି ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକୁ ଲୋକମାନେ ଦେଖିବା ପରେ ବହୁତ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଏବଂ ଏହାକୁ ପ୍ରଶଂସା କରିଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ , ବିଶ୍ୱାସ କରିପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।