Just another WordPress site

ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ‘ P ‘ Letter ରୁ ଆରମ୍ଭ , ତେବେ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0 2,216

ମଣିଷ ର ନାମ ହେଉଛି ତାଙ୍କର ପରିଚୟ ଟିଆରୀର ପ୍ରଥମ ପାହାଚ ଯେଉଁଥିରେ ଜଣେ ମଣିଷକୁ ସମାଜ ଜାଣିଥାଏ ।ତେବେ ଏହି ନାଆ ଗୁଡ଼ିକର ବି କିଛି ବିଶେଷ ଅର୍ଥ ରହିଥାଏ ଆଉ ନାମର ଯେଉଁ ଅକ୍ଷରରୁ ନାଁ ଆରମ୍ଭ ହୁଏ ସେହି ଅନୁଯାୟୀ ବ୍ୟକ୍ତିର ବ୍ୟକ୍ତିତ୍ୱ ଜାଣିବା ସହଜ ହେଇଥାଏ ।

ତେବେ ଶାସ୍ତ୍ର ଅନୁଯାୟୀ ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷରର ଯେଉଁ ଅକ୍ଷରରୁ ବି ଆରମ୍ଭ ହୁଏ ସେହି ଅନୁସାରେ ଜଣେ ମଣିଷ କେମିତି ତାହା ସହଜରେ ଜାଣିହୁଏ ।ତେବେ ଆଜିକାଲି ଦୁନିଆରେ ମଣିଷଙ୍କୁ ଚିହ୍ନିବା ଭାରି କଷ୍ଟ ତେଣୁ ଆଜି ଆମେ ଆପଣ ଙ୍କୁ କହିବୁ ଇଂରାଜୀ ଅକ୍ଷରର “P”ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟରେ ।

ତେବେ ଆସନ୍ତୁ ଜାଣିବା “P” ନାମର ବ୍ୟକ୍ତି ମାନଙ୍କ ର ଚରିତ୍ର,ସ୍ୱାଭଵ ଓ ବ୍ୟକ୍ତିତ୍ୱ ବିଷୟରେ ।

1.ଯେଉଁ ଲୋକ ମାନଙ୍କର ନାମ “P” ଆରମ୍ଭ ହେଇଥାଏ ସେମାନେ ଖୁବ ଦୟାଳୁ ସ୍ୱାଭବର ହେଇଥାନ୍ତି ଓ ଦରକାର ବେଳେ ସାହାଯ୍ୟ ପାଇଁ ଆଗେଇ ଆସି ଥାଆନ୍ତି ।ନିଜ ପରିବାର ଓ ବନ୍ଧୁବାନ୍ଧବ ପ୍ରତି ସବୁବେଳେ ନିଜର କର୍ତ୍ତବ୍ୟ ପୂରଣ କରିଥାଆନ୍ତି ।ଏମାନେ ଦେଶ ଦୁନିଆରେଜଣେ ଭଲ ବ୍ୟକ୍ତି ଭାବରେ ପରିଚିତ ହେଇଥାନ୍ତି ।

2.ଏହି ନାମର ବ୍ୟକ୍ତି ମାନଙ୍କ ପାଇଁ ତାଙ୍କ ମାଁ ସମ୍ମାନ ସବୁକିଛି ହେଇଥାଏ ତେଣୁ ସେମାନେ ସବୁବେଳେ ସବୁକାମ ଭଲ ଭାବରେ କରିଥାନ୍ତି ।ଆଉ ଏମାନେ ଯାହା ଇଛା କରନ୍ତି ତାହା ପାଇବା ପାଇଁ ପ୍ରାଣ ପଣେ ଚେଷ୍ଟା ଚଳେଇ ଥାଆନ୍ତି ।ତେବେ ବେଳେବେଳେ ତାଙ୍କର ଇଚ୍ଛା ମୁତାବକ ଫଳ ମିଳିନଥାଏ ଓ କାର୍ଯ୍ୟ ସିଦ୍ଧି ବି ହେଇ ନଥାଏ ।ଆଉ ସବୁବେଳେ ମନମୁତାବକ ଜିନିଷ ଚାହୁଁଥିବାରୁ ଏମାନେ ଟିକିଏ ଜିଦିଆ ପ୍ରକୃତିର ବି ହେଇ ଥାଆନ୍ତି ।

3.ଆଉ ଏହି ଲୋକମାନେ ବହୁତ ଅନୁଶାସନ ପ୍ରିୟ ଓ ସଚ୍ଚୋଟ ହେଇଥାନ୍ତି ଆଉ ଜୀବନରେ ଯାହାକୁ ପସନ୍ଦ କରିନଥାଆନ୍ତି ତେବେ ସେମାନେ କେବେବି ଏମାନଙ୍କ ପାଖ ଛୁଇଁ ପାରନ୍ତି ନାହିଁ ।ଏମାନେ ପାୟ ଏରେଞ୍ଜ ମ୍ୟାରେଜ କରିଥାନ୍ତି କାରଣ ଭଲପାଇ ବିବାହରେ ବିଶ୍ବାସ ରଖି ନଥାନ୍ତି ତେବେ ଯାହାକୁ ବି ଭଲପାଆନ୍ତି ତାଙ୍କୁ ହୃଦୟରୁ ଭଲ ପାଇଥାନ୍ତି ।

4.ଏମାନେ ନିଜ ପରିଚୟ ନିଜେ ତିଆରି କରିଥାନ୍ତି ଆଉ ଜୀବନରେ ସଫଳତାର ଶିଖର ଛୁଇଁ ଥାଆନ୍ତି ।ଆଉ ସବୁବେଳେ ସବୁ ନୀତିନିୟମ ମାନି ଚଳିଥାଆନ୍ତି ।ଏମାନେ ବହୁତ ଚତୁର ସ୍ୱାଭାବର ହେବା ସହ ପ୍ରାୟତଃ ବିଜିନେସ କୁ ତାଙ୍କ ପ୍ରଫେସନ ବାଛିଥାନ୍ତି ।ଆଉ ଏମାନଙ୍କ ପାଖରେ କେବେ ଧନର ଅଭାବ ଦେଖା ଯାଏ ନାହିଁ ।

Hand Written Vector Logo Letter P. P Letter Design Vector

5.ଏମାନେ ଦେଖିବାକୁ ବି ଖୁବ ସୁନ୍ଦର ଓ ଆକର୍ଷଣ ହେବା ସହ ବହୁତ ଦକ୍ଷତା ପୂର୍ଣ୍ଣ ହେଇଥିବାରୁ ଲୋକମାନେ ଏମାନଙ୍କ ପାଖକୁ ଯିବାକୁ ସଂକୋଚ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।