Just another WordPress site

0:01 / 2:53 ଭାଇରାଲ ହଉଛି ଏହି ଅଙ୍ଗନୱାଡି ରେ ପଢୁଥିବା କୁନି ଛୁଆ ଭିଡ଼ିଓ !! କାନ୍ଦି କାନ୍ଦି କହିଲେ ଏମିତି କଥା ଶୁଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ

0 3,892

ପ୍ରତିଦିନ ସୋସିଆଲ ମେଡ଼ିଆରେ ଆମେ ବହୁତ ପ୍ରକାରର ଭିଡ଼ିଓ ଗୁଡିକ ଦେଖିବାକୁ ପାଉ ଆଉ ସେଗୁଡିକୁ ବହୁତ ମଜ୍ଜା ବି ନେଇ ଥାଉ ।ତେବେ ସୋସିଆଲ ମେଡ଼ିଆ ଏମିତି ଗୋଟିଏ ମାଧ୍ୟମ ଯେଉଁ ଥିରେ ଛୋଟିଆ ରୁ ଛୋଟିଆ ବାର୍ତ୍ତା ଖୁବ ଅଳ୍ପ ସମୟରେ ପୁରା ବିଶ୍ୱ ସାରା ବ୍ୟାପି ଯାଇଥାଏ ।

ତେବେ ଆଜିକାଲି ସମସ୍ତ ବ୍ୟକ୍ତି ବହୁତ କିଛି କରିବାରେ ପାରଙ୍ଗମ କିନ୍ତୁ ତାଙ୍କୁ ତାଙ୍କ ଦକ୍ଷତାକୁ ଦେଖେଇବା ପାଇଁ ସୋସିଆଲ ମେଡ଼ିଆ ଏକ ସୁବର୍ଣ୍ଣ ସୁଯୋଗ ଦେଇଛି ।ତେବେ ଏହି ସୋସିଆଲ ମେଡ଼ିଆରେ ଅନେକ ଏମିତି କିଛି ବି ଦେଖିବାକୁ ମିଳିଥାଏ ଯାହାକୁ ଆମେ ଦେଖି ଆଶ୍ଚର୍ଯ୍ୟ ହେଇଯାଉ ।

ତେବେ ଆଜିକାଲିର ପିଲାଙ୍କୁ ଭବିଷ୍ୟତର ରୋବର୍ଟ କହିଲେ କମ ହେବନି କାରଣ ସେମାନେ ଏତେ ସ୍ମାର୍ଟ ଓ ଅନେକ କଳାରେ ଭରପୁର ଯେ ତାଙ୍କୁ କେବଳ ବାହାର କରିବାର ଅଛି ।ତେବେ ଏହି ଛୋଟ ପିଲା ମାନଙ୍କର ବହୁତ ଭିଡ଼ିଓ ସୋସିଆଲ ମେଡ଼ିଆରେ ଖୁବ ଭାଇରଲ ହେଇଥାଏ ।ତେବେ ଛୋଟ ପିଲାଙ୍କ ଭିଡ଼ିଓ ଯେତିକି ମଜାଦାର ହେବା ସହ ଆମକୁ ବହୁତ ଆନନ୍ଦିତ କରିଥାଏ ତେଣୁ ଖୁବ ଜଳଦି ସବୁଆଡେ ପ୍ରସାରିତ ହେଇ ଯାଇଥାଏ ।ତେବେ ଏମିତି ଗୋଟିଏ କୁନି ପିଲାର ଭିଡ଼ିଓ ଏବେ ସୋସିଆଲ ମେଡ଼ିଆରେ ଖୁବ ଭାଇରଲ ହେଉଛି ଆଉ ସେହି ଭିଡ଼ିଓରେ କିଛି ଏମିତି ରହିଛି ଯାହା ଦେଖିଲେ ଆପଣ ନିଶ୍ଚିତ ଚକିତ ହେବେ ।

ତେବେ ଛୋଟ ପିଲାଟି ଜଣେ ଅଙ୍ଗନବାଡି ପିଲା ବୋଲି ତାର ଡ୍ରେସ ରୁ ଜାଣି ହେଉଛି ।ତେବେ ଅଙ୍ଗନବାଡ଼ି ଦିଦି ପିଲାଟିକୁ କିଛି ପାଠ ପଚାରିବା ପାଇଁ ପାଖକୁ ଡାକିଥିଲେ ଆଉ ସେହି ସମୟରେ ପିଲାଟି ଯାହା କହିଥିଲା ତାହା ଆପଣ ଭାବି ପାରିବେ ନାହିଁ ।ତେବେ ପିଲାଟି କାନ୍ଦି କାନ୍ଦି କହୁଛି “ମୁ ତ ଏକ ଦୁଇ ଡାକିଛି ମୋର ମାଆ କହିଛିଥିଲା,ମୁ ତ ପାଠ ଲେଖୁଥିଲି ।

ଆଉ ଅଙ୍ଗନବାଡ଼ି ଦିଦି କହିଛନ୍ତି କାନ୍ଦୁଛୁ କଣ ପାଇଁ ଟ ପିଲାଟି କହିଛି ମୁ ତ ପାଠ ପଡୁଥିଲି ତୁଇ ମୋତେ ମାରିବୁ ସେଥିଲାଗି କାନ୍ଦୁଛି ।ଆହୁରି କହିଛି ମୋର ମାଆ ମୋତେ ପାଠ ବଡ଼ିବାକୁ,ମୁଇ ତ ପାଠ ବଡ଼ବି ଚାକିରୀ କରକି କୁରକୁରି,ଚକଲେଟ ଖାଇବି ।ମୋତେ ସମସ୍ତେ ଭଲପାଇବେ ଏମିତି ଆହୁରି ଅନେକ କଥା ପିଲାଟି କାନ୍ଦି କାନ୍ଦି କହିଛି ।

ତେବେ ପିଲାଟି ଯେଉଁ ଭାବରେ ଓ ସାହସର ସହ ଏହି କଥା ଗୁଡିକ କହିଛି ତାକୁ ଦେଖିଲେ ଆପଣ ହସିବା ସହ ଆଶ୍ଚର୍ଯ୍ୟ ବି ହେବେ ।ତେବେ ତାଙ୍କର ଏହି ଭିଡ଼ିଓ ଟି କେହି ଜଣେ ବନେଇ ସୋସିଆଲ ମେଡ଼ିଆରେ ପୋଷ୍ଟ କରିଥିଲେ ଆଉ ଏବେ ତାହା ଖୁବ ଭାଇରଲ ହେବାରେ ଲାଗିଛି ।ତେବେ ଏମାନେ ଆଜିକାଲିର ଆଧୁନିକ ଯୁଗର ପିଲା ଏମାନେ ବହୁତ କିଛି କରିପାରିବେ ଯାହା ଆମ କଳ୍ପନା ବାହାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।