Just another WordPress site

ସ୍ବରାଜ ଙ୍କ ପାଇଁ ରୋମାଣ୍ଟିକ ଗୀତ ଗାଇଲେ Ollywood ର ହିରୋଇନ ଶିବାନୀ ଲୋକଙ୍କମାନଙ୍କ ପାଇଁ ଏହି ଗୋଟିଏ Owsm ଭିଡିଓ 36Million + View

0 444

ସୁଟିଂ ସେଟ ଚାଲୁଥିବା ସମୟରେ ହଠାତ୍  ଭାଇରାଲ ହେଉଛି ଏହି ଭିଡିଓ

ବନ୍ଧୁଗଣ ଆମେ ଆମର ପ୍ରିୟ ଅଭିନେତା ଓ ଅଭିନେତ୍ରୀ, ଗାୟକ ଗାୟିକା ତଥା କଳାକାର ମାନଙ୍କ ସହ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ହୋଇ ରହିଥାଉ। ତାଙ୍କର ପ୍ରତ୍ୟେକ ଫିଲ୍ମ, ପାରିବାରିକ ଘଟଣା ଏମିତି କି ତାଙ୍କ ଜୀବନ ର ସମସ୍ତ ଘଟଣା ସହ ଆମେ ଜଡିତ ଅଟୁ।

ତେବେ ଯେତେବେଳେ ବି ସେମାନେ ସୋସିଆଲ ମିଡ଼ିଆ ରେ ଲାଇଭ ଆସନ୍ତି କିମ୍ବା କୌଣସି ଭିଡିଓ ଆପଲୋଡ଼ କରିଥାନ୍ତି ସେତେବେଳେ ଆମେ ତାହା ଦେଖୁ ଆଉ ଖୁସି ହେଉ। ଆମକୁ ଭଲ ମଧ୍ୟ ଲାଗେ ତାଙ୍କର ଅଭିନୟ ଦେଖି ମନରଞ୍ଜନ କରିବା ସହ ତାଙ୍କ ବିଷୟରେ ସୁଖ ଦୁଖଃ ଜାଣିବା କୁ।

ଖାଲି ଏତିକି ନୁହେଁ ବରଂ ଏହି କଳାକାର ତଥା ସେଲିବ୍ରେଟି ମାନେ ନିଜର ପ୍ରେମ ସମ୍ପର୍କ ଏବଂ ବୈବାହିକ ସମ୍ପର୍କ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଆମ ଓଲିଉଡ ର ନୂଆ ଯୋଡ଼ି ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ଖୁସି ମଧ୍ୟ ହେବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନୂଆ ଯୋଡ଼ି ତଥା ଅଭିନେତା ଓ ଅଭିନେତ୍ରୀ ଙ୍କର ଭାଇରାଲ ଭିଡ଼ିଓ ବିଷୟରେ ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଯେଉଁ ଓଲିଉଡ ର ଯୋଡି ଙ୍କର ବିଷୟରେ ଜଣେଇବା କୁ ଯାଉଛୁ ସେହୁ ଯୋଡ଼ି ହେଉଛନ୍ତି ଆମ ଓଲିଉଡ ର ଆଗଧାଡ଼ି ର ଅଭିନେତା ସ୍ୱରାଜ ବାରିକ ଏବଂ ଚୁଲବୁଲି ସୁନ୍ଦରୀ ନାୟିକା ଶିବାନୀ ଙ୍କର ବିଷୟରେ। ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଯୋଡ଼ି ଙ୍କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଏବଂ ଅନେକ ସମୟ ରେ ଏହି ଯୋଡ଼ି ଙ୍କୁ ଏକତ୍ରିତ ଦେଖିବାକୁ ମିଳିଛି। ତେବେ ଏହି ଦୁଇ କଳାକାର କୁନି କଳାକାର ଭାବରେ ନିଜ ନିଜର ଅଭିନୟ ଆରମ୍ଭ କରିଥିଲେ ଆଉ ଆଜି ସମସ୍ତ ଲୋକଙ୍କ ର ପ୍ରଥମ ଚଏସ୍ ଅଟନ୍ତି।

ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଟିରେ , ଆମ ଚୁଲବୁଲି ଅଭିନେତ୍ରୀ ଶିବାନୀ ତାଙ୍କର ବନ୍ଧୁ ତଥା ହିରୋ ସ୍ୱରାଜ ଙ୍କ ପାଇଁ ଏକ ସୁନ୍ଦର ରୋମାଣ୍ଟିକ ସଂଗୀତ ଗାଇଛନ୍ତି। ତେବେ ସେ ତାଙ୍କର ନିଜସ୍ଵ କଣ୍ଠ ଦେଇଥିବା ଗୀତ, “ପ୍ରେମ ହେଇଗଲା ଜାଣିଲି” ଗୀତ ଟି ସ୍ୱରାଜ ଙ୍କର ପାଇଁ ଗାଇଛନ୍ତି।ତେବେ ଖାଲି ଏହି ଗୀତ ଟି ସେ ଗାଇ ନାହାନ୍ତି ବରଂ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଉଭୟ ଙ୍କର ଏକ ରୋମାଣ୍ଟିକ ସିନ ର ସୁଟିଂ ମଧ୍ୟ ହେଉଛି।


ତେବେ ସେହି ଭାଇରାଲ ଭିଡ଼ିଓ ରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ , ସ୍ୱରାଜ ଆମ ଅଭିନେତ୍ରୀ ଶିବାନୀ ଙ୍କର ସ୍କୁଟି ରେ ବସିଛନ୍ତି ଏବଂ ତାଙ୍କ ସହ ଧୁମ ମଜାମସ୍ତି କରି ପରସ୍ପର କିଛି ସମୟ ବିତାଉଛନ୍ତି। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।