
ପାଦ ଫଟା ବା ଗୋଇଠି ଫଟା ସମସ୍ଯା ହେବ ମାତ୍ର ୩ ଦିନରେ ସମ୍ପୂର୍ଣ୍ଣ ଭଲ, ବାସ୍ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି – Heels Crack
ଆଜିକାଲି ଦୁନିଆରେ ଘରେ ବଶିଲେ ବି ବହୁତ ରୋଗ ସମସ୍ତଙ୍କୁ ଘାରି ରହିଛି ।ତେବେ ଏମିତି କିଛି ସାଧାରଣ ଓ ଅତି ଛୋଟ ଛୋଟ ଶାରୀରିକ ପରିବର୍ତ୍ତନ ସମସ୍ତଙ୍କ ଶରୀରରେ ଦେଖାଦେଇଥାଏ ଯାହା ବିଶେଷ କଷ୍ଟ ନଦେଲେ ବି ଆମେ ତା ପାଇଁ ଲଜ୍ଜିତ ହେଇଥାଉ ।
ଯେମିତି ରୂପୀ ସମସ୍ୟା ଠିକ ସେହିପରି ଗୋଇଠି ଫଟା ବି ଏମିତି ଏହି ସମସ୍ୟା ଗୁଡିକ ଭିତରେ ଅନ୍ତର୍ଭୁକ୍ତ ।ତେବେ ଏହି ଗୋଇଠି ଫଟା ସମସ୍ୟା ବହୁତ ଲୋକଙ୍କ ପାଖରେ ଦେଖା ଯାଇଥାଏ ।ଆଉ ସହିତ ଦିନ ଗୁଡିକରେ ତ ଏହା ଆହୁରି ଅଧିକ ଫାଟି ଥାଏ, ତେବେ ଜାଣିଛନ୍ତି ଅଧିକ ଗୋଇଠି ଫାଟିଲେ ବହୁତ ଯଂତ୍ରଣା ହେବା ସହ ଚାଲିବାକୁ ଭାରି କଷ୍ଟ ହୁଏ ।
ତେବେ ଶରୀରରେ କ୍ୟାଲସିୟମ ଓ ପାଦରେ ଅଧିକ ମାଟି ଲାଗିଲେ ପାଦର ଗୋଇଠି ଫାଟିଥାଏ ।ତେବେ ଏହି ଗୋଇଠି ଫଟାକୁ ଦୁର କରିବା ପାଇଁ ବହୁତ ଲୋକ ବହୁତ ମେଡିସିନ ଖାଇ ଥାଆନ୍ତି ତେବେ ଆଜି କିନ୍ତୁ ଆମେ ଏମିତି ଗୋଟିଏ ଉନ୍ନତ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ଖୁବ କମ ଦିନରେ ନିଜର ଗୋଇଠି ଫଟାକୁ ଏଡେଇ ପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।
ଆବଶ୍ୟକ ସାମଗ୍ରୀ:-
1.ଗୋଟିଏ ଆଳୁ
2.ଗୋଟିଏ ଲେମ୍ବୁ
3.କିଛି ଲୁଣ
4.କଲଗେଟ ପେଷ୍ଟ
-ପ୍ରଥମେ ଗୋଟିଏ ଆଳୁକୁ ଭଲକରି ଧୋଇ ନିଅନ୍ତୁ ଆଉ ତାକୁ କୋରରେ ଭଲକରି କୋରି ନିଅନ୍ତୁ ।ତା ପରେ ସେହି ଆଳୁ କୋରା କୁ ଗୋଟିଏ ଅଲଗା ପାତ୍ରକୁ ଚିପୁଡ଼ି ତାର ସବୁ ରଶ ବାହାର କରି ନିଅନ୍ତୁ ।
-ଏବେ ଗୋଟିଏ ଲେମ୍ବୁ ନେଇ ତାର ଅଧା ଫାଳର ରଶକୁ ଚିପୁଡି ସେହି ଆଳୁ ରଶ ଥିବା ପାତ୍ରରେ ରଖନ୍ତୁ କିନ୍ତୁ ଯେମିତି ଗୋଟିଏ ବି ଲେମ୍ବୁ ମଞ୍ଜି ରହିବ ।
-ତେବେ ଗୋଟିଏ ଚାମଚ ଲୁଣ ସେହି ପାତ୍ରରେ ପକାନ୍ତୁ, ଏବେ ଏହାକୁ ଭଲଭାବରେ ଗୋଳେଇ ଦିଅନ୍ତୁ ଯେପରି ଚିନି ପୁରା ମିଶିଯିବ ।
-ଏବେ ସେହି ମିଶ୍ରଣରେ ଗୋଟିଏ ଚାମଚ କଲଗେଟ ନେଇ ଭଲକରି ମିଶାନ୍ତୁ ଯେମିତି କଲଗେଟ ମିଶିଯିବ ଆଉ ସେହି ମିଶ୍ରଣ ଟିକିଏ ବହଳିଆ ଓ ଧଳା ରଙ୍ଗର ଦେଖାଯିବ ।
– ବନ୍ଧୁମାନେ ଏବେ ଆପଣ ଆଗରୁ ଚିପୁଡି ନେଇଥିବା ଲେମ୍ବୁଚୋପା ଟୀକୁ ଆଣି ତାହାକୁ ସେହି ମିଶ୍ରଣରେ ବୁଡାଇ ନିଜ ଗୋଇଠିରେ ମାଲିସ କରନ୍ତୁ ଆଉ ଏହିପରି ପୁରା ପାଞ୍ଚ ମିନିଟ ଯାଏ କରନ୍ତୁ ।ତାପରେ ସେମିତି 20 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
-20 ମିନିଟ ହେଲା ପରେ ଗୋଇଠିକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ ।ତେବେ ଏମିତି ସବୁଦିନ ଲଗାତର କରନ୍ତୁ ତାପରେ ଦେଖିପାରିବେ ଗୋଇଠରେ ଆସୁଥିବା ଚମତ୍କାର ପରିବର୍ତ୍ତନକୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।