Just another WordPress site

କିଛି ଏଭଳି କାମ ପାଇଁ ମନ୍ଦିରରେ ବିବାହ କରିଲେ ଭାଇ-ଭଉଣୀ ଭାଇରାଲ ହେଉଥିବା ଏହି ଭିଡିଓ ସାଢା 3କୋଟି ଲୋକ ଦେଖି ସାରିଲେନି

0 563

କ’ଣ ହୋଇଯାଇଛି ଏହି ଯୁବ ପିଢୀ ଙ୍କୁ ..କାହିଁକି ଏମାନେ ଏମିତି ପାଶବିକ ବ୍ୟବହାର କରୁଛନ୍ତି ..କଣ ଏହା ଏହି ଅତ୍ୟାଧୁନିକତା ର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହୁଛି ..ତେବେ ଏହି ପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ ..ତେବେ ବର୍ତ୍ତମାନ ର ଯୁବ ପାଢ଼ୀ ମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରୁନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି ।ତେବେ ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡ଼ିଆ ଚଳେଇବାକୁ ଲଜ୍ୟା ଅନୁଭବ କରୁଥିବେ ।

ତେବେ ଏହି ଯୁବପିଢ଼ି ମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି ।

ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଅପଣଙ୍କୁ ହସ ଲାଗିବ ଓ ଲଜ୍ୟା ମଧ୍ୟ ।

ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ରହିଛି କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଫେକ ପ୍ରେମୀ ଯୁଗଳ ଙ୍କର ପ୍ରଦଫାସ ହୋଇଛି। ତେବେ ଏହି ଘଟଣା ଟି ବିହାର ଜିଲ୍ଲା ରେ ଦେଖିବାକୁ ମିଳିଛି ।ତେବେ ବିହାର ଜିଲ୍ଲା ର ଏକ ଛୋଟ ଗ୍ରାମ ର ଜଣେ ଯୁବକ ଓ ଯୁବତୀ ଗାଁ ମନ୍ଦିର ପଛରେ ବସି ପ୍ରେମଲୀଳା ରେ ବ୍ୟସ୍ତ ଥିଲେ ଏବଂ ହଜିଯାଇଥିଲେ ନିଜ ନିଜ ଭିତରେ କିନ୍ତୁ ସେମାନେ ଭୁଲିଯାଇଥିଲେ କି ଏହା ଏକ ଜନ ସାଧାରଣ ସ୍ଥାନ ବୋଲି। ଆଉ ଏହି ପ୍ରେମୀ ଯୁଗଳ ଙ୍କୁ ଏହିପରି ଅବସ୍ଥାରେ କିଛି ଗ୍ରାମବାସୀ ଦେଖିଦେଇଥିଲେ।

ତେବେ ସେମାନେ ଉଭୟ ଙ୍କୁ ଏହିପରି ଅନ୍ତ୍ରରଙ୍ଗ ହେଉଥିବା ର ଦେଖିବା ପରେ ଗ୍ରାମ ର ସଂମାନ ପାଇଁ ଉଭୟ ଙ୍କର ବିବାହ ସେହି ମନ୍ଦିର ରେ କରିଦେଇଛନ୍ତି। କିନ୍ତୁ ଏହି ଜର ଜବରଦସ୍ତ ବାହାଘର ଯୁବତୀ କିମ୍ବା ଯୁବକ ରାଜି ନାହାନ୍ତି ।ଝିଅ ଟି କହୁଛି କି ସେ ଏହି ପିଲା କୁ ବାହା ହେବାକୁ ଚାଁହୁ ନଥିଲା କାରଣ ସେ ଅନ୍ୟ ଜଣଙ୍କୁ ଭଲପାଏ ଆଉ ଏହାକୁ କେବଳ ଟାଇମ ପାସ କରୁଥିଲେ। ତେବେ ଯୁବକ ଜଣଙ୍କ ମଧ୍ୟ କହିଛନ୍ତି କି ମୁଁ ୟେ ଭଳି ଝିଅ ଙ୍କୁ ବିବାହ କରି ସାରା ଜୀବନ ରହିବା କଷ୍ଟକର ଅଟେ।

ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ,ଯାହା ଦେଖିବା ପରେ ଲୋକମାନେ ହସିବା ସହ ଏହିପରି ପ୍ରେମୀ ଯୁଗଳ ଙ୍କର ପାଇଁ ଏହା ଉଚିତ ଶିକ୍ଷା ହୋଇଛି ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।