Just another WordPress site

ଦଶମ ଶ୍ରେଣୀ ଛାତ୍ର ନିଜ ଭିଡିଓ ନିଜେ ଭାଇରାଲ କରିଲେ …ଦେଖନ୍ତୁ କ’ଣ କରିପାରନ୍ତି ସେ ସେହି 2ମିନିଟ୍ ର ଭିଡିଓ 3କୋଟି ଲୋକ ଦେଖିସାରିଲେନି

0 143

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ।

ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।

କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି। ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ସୋସିଆଲ ମିଡ଼ିଆ ଏକ ବହୁତ ବଡ଼ ଭୂମିକା ପ୍ଲେ କରୁଛି।ତେବେ ଆମେ ଆଜି ଆପଣ ମାନ ଙ୍କୁ ଏହିପରି ଜଣେ ଭାଇରାଲ ଦଶମ ଶ୍ରେଣୀ ର ଛାତ୍ର ଙ୍କ ବିଷୟ ରେ ଜଣେଇବୁ ଯାହାଙ୍କର ଟାଲେଣ୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି ମାତ୍ର ୧୫ ବର୍ଷ ବୟସରେ ଏହି ଦଶମ ଶ୍ରେଣୀର ଛାତ୍ର ଜଣଙ୍କ ଯାହା କରିଛନ୍ତି ତାହା ଅନ୍ୟ କେହି କରିପାରିବେ ନାହିଁ ତାହା ମଧ୍ୟ ଏତେ କମ ବୟସ ରୁ। ତେବେ ଆମ ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀ , ବଡ଼ ବଡ଼ ସିନେମା ଷ୍ଟାର ଏବଂ ପଶୁପକ୍ଷୀ ଙ୍କର ଆବାଜ ର ମିମିକ୍ରି କରି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛନ୍ତି। ତେବେ ବନ୍ଧୁଗଣ ସେହି ବାଳକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ର ଦଶମ ଶ୍ରେଣୀର ଛାତ୍ର ସୁଭାଂଶୁ ଶେଖର। ତେବେ ଆସନ୍ତୁ ଜାଣିବା ଏହି ଦଶମ ଶ୍ରେଣୀ ର ବାଳକ ଙ୍କର ବିଚକ୍ଷଣ ଗୁଣ ବିଷୟରେ ।

ବନ୍ଧୁଗଣ ଶୁଭ୍ରାଂଶୁ ହେଉଛନ୍ତି ଗଞ୍ଜାମ ଜିଲ୍ଲା ର ଦିଗପହଂଣ୍ଡି ର ପିଲା ସେ ଭୁବନେଶ୍ୱର ର ପାଠ ପଢୁଛନ୍ତି। ତେବେ ସେ କହିଛନ୍ତି କି ଛୋଟ ବେଳରୁ ସେ ଯେତେବେଳେ ସିନେମା ଦେଖୁଥିଲେ କିମ୍ବା ନିୟୁଜ ରେ ରାଜନେତା ମାନ ଙ୍କୁ ଦେଖୁଥିଲେ ସେ ସେତେବେଳେ ସେ ନିଜେ ସେହି ମାନଙ୍କ ପରି କଥା ହେବାକୁ ତଥା ମିମିକ୍ରି କରିବାକୁ ପସନ୍ଦ କରୁଥିଲେ ଆଉ ଧିରେ ଧୀରେ ତାଙ୍କର ଇଚ୍ଛା ବଢ଼ିବା ସହ ସେ ନବୀନ ପଟ୍ଟନାୟକ , ନରେନ୍ଦ୍ର ମୋଦି , ନାନା ପାଠକର , କୁକୁର , ବିଲେଇ ଆଦିର ସ୍ୱର କୁ ମିମିକ୍ରି କରିବା ଶିକ୍ଷା କରିଛନ୍ତି।

ତେବେ ବନ୍ଧୁଗଣ ତାଙ୍କର ଏହିପରି ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ତେବେ ଆପଣ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ବିଚକ୍ଷଣ ପିଲା ଟିର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।