Just another WordPress site

ଭାଇରାଲ ବୟ Santanu ଙ୍କ ପ୍ରଥମ Music ଭିଡିଓ “ବାଜିବ ଲୋ ଯୋଡ଼ି ମହୁରୀ” 12 ଘଣ୍ଟାରେ ପାର କରିଗଲା 36 ମିଲିୟନରୁ ଅଧିକ ଭାଇରାଲ ହୋଇ ସମସ୍ତଙ୍କ ମୋବାଇଲରେ (Status)ଭିଡିଓ

0 5,206

ତେବେ ବନ୍ଧୁମାନେ ଆପଣ ମାନେ ଜାଣିଥିବେ ସିଦ୍ଧାର୍ଥ ଟିଚିର ନୂଆ ରିଏଲିଟି ସୋ “ଓଡ଼ିଶାର ନୂଆ ସ୍ୱର ଜୁନିୟର” ଯେଉଁ ଥିରେ ଶାନ୍ତନୁ ଅଂଶ ଗ୍ରହଣ କରି ନିଜକୁ ଏକ ସୁତନ୍ତ୍ର ପରିଚୟ ଦେଇ ପାରିଛନ୍ତି ।

ତେବେ ସେ ଏତେ ସୁମଧୁର ଗୀତ ଗାଉଛନ୍ତି ଯେ ତାଙ୍କ ଗୀତରେ ସେହି ସୋ ରେ ଥିବା ଜଜ ବରିଷ୍ଠ କଣ୍ଠଶିଳ୍ପୀ ବିକାଶ ଦାସ , ପ୍ରଜ୍ଞା ଏବଂ ଅର୍ପିତା ପୁରା ବିମୋହିତ ହେଇ ଯାଇଛନ୍ତି ।ତେବେ ତାଙ୍କ ଗୀତ ଶ ସୁନ୍ଦର କଥା ଓ କମେଡି କୁ ନେଇ ଏବେ ସୋସିଆଲ ମେଡ଼ିଆର ସେନସନ ସୃଷ୍ଟି କରିଛନ୍ତି ।ତେବେ ତାଙ୍କର ଗାଇବା ର ସୌଳୀ ଲୋକ ଙ୍କୁ ଏତେ ପସନ୍ଦ ଆସିଥିଲେ କି ତାଙ୍କୁ ନେଇ ଅନେକ ଗୀତ ଓ ଭିଡ଼ିଓ ସବୁ ରେକର୍ଡ କରାଯାଇଛି ଆମ ଓଲିଉଡ ଇଣ୍ଡଷ୍ଟ୍ରି ଦ୍ଵାରା।

ଶାନ୍ତନୁ ଙ୍କ ଗୀତ କିଛି ନୂଆ ରଙ୍ଗରେ ହେଇଥିବାରୁ ପୁରା ଓଡ଼ିଶାର ଘରେ ଘରେ ସେ ଆଜି ଖୁବ ପରିଚିତ ଆଉ ସେହି ସୋ କୁ ଆସୁଥିବା ଗେଷ୍ଟ ମାନେ ବି ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।ତେବେ ଯେତେବେଳେ ଗୋଟିଏ କୁନି ପ୍ରତିଭା ଆଗକୁ ଆସିଥାଏ ସେତେବେଳେ ବହୁତ ଲୋକ ତାକୁ ସୋପଟ କରିଥାନ୍ତି ଆଉ ଆଗକୁ ବଡ଼ିବାକୁ ପ୍ରତ୍ସାହନ ଦେଇଥାନ୍ତି ।ତେବେ ଏହି ଭିତରେ ସେ ଷ୍ଟୁଡ଼ିଓରେ ତାଙ୍କ ଗୀତ ରେକର୍ଡ କରି ସାଟିଲେଣି ।ତେବେ ତାଙ୍କର ପ୍ରଥମ ଗୀତ ଥିଲା “ଟୋକା ନାଚିବ..” ଆଉ ଏହାକୁ ବହୁତ ଲୋକ ଖୁବ ପ୍ରଶଂସା କରିଥିଲେ ଆଉ ଏବେ ତାଙ୍କର ଆଉ ଗୋଟିଏ ନୂଆ ଗୀତ ଆସିଛି ଯାହା ଖୁବ କମ ସମୟରେ ଧମାଲ କରି ଦେଲାଣି ।

ତେବେ ତାଙ୍କର ଦ୍ଵିତୀୟ ଗୀତର ଟାଇଟଲ ରହିଛି “ବାଜିବ ଲୋ ଯୋଡ଼ି ମହୁରୀ..” ତେବେ ଏହି ଗୀତରେ ଶାନ୍ତନୁ ଙ୍କ ସହ ପପୁଲର ଗାୟିକା ଅଙ୍କିତା ରାଣୀ ନିଜର କଣ୍ଠ ଦାନ ଦେଇଛନ୍ତି ।ଆଉ ଖୁବ ସୁନ୍ଦର ସଂଗୀତ ନିର୍ଦ୍ଦେଶନା ପାଇଁ ଗୀତଟି ଏବେ ଖୁବ ଚର୍ଚ୍ଚାରେ ରହିଛି । ତେବେ ଆପଣ ଯଦି ଶାନ୍ତନୁଙ୍କର ଏହି ନୁଆ ଗୀତଟି ଗାଇବା ସହ ଏଥିରେ ବର୍ତ୍ତମାନ ଏକ ଆଲବମ ପ୍ରସ୍ତୁତି ହୋଇଛି। ଏବଂ ଏହି ଆଲବମ ଗୀତ ଟିରେ ଶାନ୍ତନୁ ଏବଂ ଅନ୍ୟ ଜଣେ କୁନି ଝିଅକୁ ନେଇ ଭିଡ଼ିଓ କରାଯାଇଛି।

ତେବେ ଏହି “ବାଜିବ ଲୋ ଯୋଡ଼ି ମହୁରୀ..” ଗୀତ ରେ ଆଲବମ ର ଥିମ କିଛି ଏହିପରି ରହିଛି କି ଶାନ୍ତନୁ ନିଜ ବାପା ମା ଙ୍କ ସହ କୌଣସି ଏକ ବିବାହ କୁ ଯାଇଥିଲେ ଏବଂ ସେଠାରେ ସେ ଆଉ ଜଣେ ସୁନ୍ଦରୀ ଝିଅ କୁ ଦେଖିଛନ୍ତି। ଏବଂ ତା ପରେ ଉଭୟ ଶାନ୍ତନୁ ଏବଂ ସେହି ଝିଅ ମଧ୍ୟରେ ବନ୍ଧୁତା ହୋଇଛି। ଆଉ ତା ମଧ୍ୟରେ ଭାବନା ଭାବନା ରେ ଆମ ରୋମିଓ ଶାନ୍ତନୁ ଯୁବତୀ ଙ୍କର ସହ ଡ୍ୟାନ୍ସ କରୁଛନ୍ତି।ତେବେ ଏହି ଭିଡ଼ିଓ ଟିରେ ଶାନ୍ତନୁ ଙ୍କର ଧମାକାଦାର ଡ୍ୟାନ୍ସ ସହ କୁ ଏତେ ସୁନ୍ଦର ଏକ୍ସପ୍ରେସନ ରହିଛି ଯାହା ସମସ୍ତ ଙ୍କୁ ପାଗଳ କରିଦେଇଛି।

ତେବେ ଆପଣ ମାନେ ମଧ୍ୟ ଭାଇରାଲ ବୟ ଶାନ୍ତନୁ ଙ୍କର ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ , ତାଙ୍କର ଗୀତ ସାଙ୍ଗ କୁ ଜବରଦସ୍ତ ଡ଼୍ୟାନ୍ସ ଏବଂ ରୋମିଓ ଆନ୍ଦାଜ କୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।