Just another WordPress site

New Twist -ଶେଷରେ ମନା କରିଦେଲେ Tapaswini ଘଟଣାରେ ପୁଣି ଆସିଲା ପରିବର୍ତ୍ତନ ସୁମିତ ଙ୍କ କଥା ରଖିବେ କି ତପସ୍ଵିନୀ ?

0 1,672

ବନ୍ଧୁମାନେ ଓଡ଼ିଶାରେ କାହାକୁ ବା ଅଜଣା ସୁମିତ ଓ ତପସ୍ବିନୀ ଙ୍କ ଘଟଣା ,ଦିନେ ତପସ୍ବିନୀ ନିଜର ଅଧିକାର ପାଇଁ ସ୍ୱାମୀର ଘର ଆଗରେ ଧାରଣା ଦେଇଥିଲେ ।ଆଉ ସେହିଠାରୁ ଆରମ୍ଭ ହେଇଥିଲା ଏହି ଘଟଣା, ତେବେ ଦିନକୁ ଦିନ ଏହି ଘଟଣାର ନୂଆ ନୂଆ ମୋଡ଼ ଦେଖିବାକୁ ମିଳୁଛି ।ଆଉ ଏବେ ସେମିତି କିଛି ନୂଆ କଥା ଦେଖିବାକୁ ମିଳିଛି ଏହି ଘଟଣାରେ ।

ବହୁତ ସମୟ ପରେ ଆଜି ତପସ୍ବିନୀ ନିଜ ଶାଶୁ ଘରେ ରହିଛନ୍ତି କିନ୍ତୁ ଏହା ପରେ ବି ସେତିକି ସ୍ଥିରତା ଆସିନାହିଁ ତାଙ୍କ ଜୀବନରେ ।ତେବେ ସୂଚନା ଅନୁଯାୟୀ ଡାକ୍ତର ସୁମିତ ତପସ୍ବିନୀ ଙ୍କ ଭରଣ ପୋଷଣ ପାଇଁ 17 ହଜାର ଟଙ୍କା ଦେବେ ବୋଲି କହିଥିଲେ ।

ତେବେ କିନ୍ତୁ ସୁମିତ ତପସ୍ବିନୀ ଙ୍କୁ ମାତ୍ର 10 ହଜାର ଟଙ୍କା ଦେଇଥିଲେ ଆଉ ଏହି ପରିପେକ୍ଷିରେ ତପସ୍ବିନୀ କହିଛନ୍ତି ତାଙ୍କ ପାଇଁ ପଇସା କିଛି ମେଟର କରେ ନାହିଁ ତାଙ୍କ ପାଇଁ କେବଳ ସୁମିତ ହିଁ ଗୁରୁତ୍ୱପୂର୍ଣ୍ଣ ।ଆଉ ତାଙ୍କୁ କେବଳ ସୁମିତ ଓ ତାଙ୍କର ସାଥ ଦରକାର ।ଏନ୍ୟପଟେ ସୁମିତ ବି କହିଛନ୍ତି ସେ ଯେଉଁଠାରେ କାର୍ଯ୍ୟରତ ସେଠାରେ ଏକ ଭଡ଼ା ଘରେ ନେଇ ତପସ୍ବିନୀ ଙ୍କୁ ରଖିବେ ।ଆଉ ଆସ୍କା ରେ ଭଡ଼ା ଘରେ ରହିବାର କଥା ଶୁଣି ତପସ୍ବିନୀ ବହୁତ ଖୁସୀ ହେବା ସହ କହିଛନ୍ତି ଏଥିରେ ମୁଁ ବହୁତ ଖୁସି ଅଛି।

ସବୁଠାରୁ ବଡ଼ କଥା ହେଲା ଏତେ ଯାଏ ସୁମିତଙ୍କ ବାପା ତପସ୍ବିନୀ ଙ୍କୁ ନିଜ ବୋହୁ ବୋଲି ସ୍ୱୀକାର କରି ନାହାଁନ୍ତି । ଆଉ ଏନେଇ ବହୁତ ଆଲୋଚନା ହେଉଥିଲେ ବି ତପସ୍ବିନୀ କହିଛନ୍ତି ସେଥିରେ ସେମିତି କିଛି ଫରକ ପଡିବ ନାହିଁ କାରଣ ଦୁଇ ମାସ ଧରି ସେ ନିଜେ ନିଜର ଅର୍ଥରେ ସେଠାରେ ଚଳି ଆସୁଛନ୍ତି ।ଏମିତିରେ ବି ସେ ଏବେ ତାଙ୍କ ଶାଶୁଘରେ ରହୁଛନ୍ତି ଆଉ ଧିରେ ଧିରେ ତାଙ୍କ ଶଶୁଙ୍କ ସହ ଯାହା ଯେତିକି ଦରକାର ପଡ଼ିଲେ କଥା ହେଉଛନ୍ତି ।

ଏହି ସବୁ ଘଟଣା କୁ ତପସ୍ବିନୀ ଏଡ଼ାଇବା ସହ କହିଛନ୍ତି କି ଯେତେବେଳ ଯାଏ ତାଙ୍କ ସହ ସୁମିତ ରହିଛନ୍ତି ସେତେବେଳ ଯାଏ ଧୀରେ ଧୀରେ ତାଙ୍କ ଶାଶୁଘର ଲୋକ ମାନେ ବି ତାଙ୍କୁ ଆପଣେଇ ନେବେ ।ଆଉ ଯେଉଁ ଅଧିକାର ସେ ପାଇବର ଅଧିକାରୀ ତାହା ବି ପାଇଁ ପାରିବେ ।ତେବେ ଏବେ ତପସ୍ବିନୀ ନିଷ୍ପତ୍ତି ନେଇଛନ୍ତି ସୁମିତ ଙ୍କ ପାଖରେ ରହିବେ ବୋଲି ଆଉ ଆଶା ରଖିଛନ୍ତି ଦିନେ ନା ଦିନେ ସୁମିତ ତାଙ୍କୁ ନିଶ୍ଚୟ ଆପଣେଇବେ ।ତେବେ ବନ୍ଧୁମାନେ କଣ ତପସ୍ବିନୀଙ୍କର ଏହି ନିଷ୍ପତ୍ତି କଣ ଫଳପ୍ରଦ ହେବ, ଆଉ ଆପଣ କଣ ଭାବୁଛନ୍ତି ସେ କଣ ପ୍ରକୃତ ଅଧିକାର ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।