Just another WordPress site

” କଞ୍ଚା ବାଦାମ ” ସ୍ଵରରେ ଆସିଲା ” ନବୀନ୍ ନବୀନ୍ ” ଗୀତ ଶୁଣିଲେ ହୋସ ଉଡିଯିବ….ସୋସିଆଲ ମିଡିଆରେ Trending ମୋଡରେ ଭାଇରାଲ… ଦେଖନ୍ତୁ ଭିଡ଼ିଓ

0 786

ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ “କଚା ବାଦାମ” ଗୀତ ଟିକୁ ନେଇ ବହୁତ ଚର୍ଚ୍ଚା ରହିଛି, ଏହି ଗୀତ ଟିକୁ ନେଇ ପ୍ରାୟ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।। ତେବେ ଏହି ଭାଇରଲ ଗୀତ ଟିକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ କଳାକାର ମାନେ କମେଡ଼ି ଭିଡିଓ ବନାଇବା ରେ ଲାଗିଛନ୍ତି।

ଆଉ ଯାହାର ରିମିକ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଲ ମଚାଇବା ର ଦେଖିବାକୁ ମିଳିଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି କଚା ବାଦାମ ଗୀତ ଟି ପଶ୍ଚିମବଙ୍ଗ ର ଜଣେ ବାଦାମ ବିକାଳୀ ନିଜ ବାଦାମ ବିକ୍ରି କରିବା ପାଇଁ ଏହି ଗୀତ ଟିକୁ ଗାଇଥିଲେ।

ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖୁଥିବେ କି, ଏହି ସଂଗୀତ ଟିକୁ କେହି କେହି ଡ୍ୟାନ୍ସ କରୁଛନ୍ତି ତ କିଏ ପୁଣି ନିଜ ଭାଷା ରେ ଏହାକୁ ଗାଉଛନ୍ତି। ବର୍ତ୍ତମାନ ଚାରିଆଡେ ଏହି ଗୀତ ଟି ସମସ୍ତ ଙ୍କର ପ୍ରିୟ ହୋଇଛି ଆଉ ଏହାକୁ ନେଇ ସାଧାରଣ ଯୁବକ ଓ ଯୁବତୀ ମାନଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ମାନେ ଏମିତି କି ଟିକ ଟକ ଷ୍ଟାର ମାନେ ରିଲ ଭିଡ଼ିଓ ବନାଉଥିଲେ। କିନ୍ତୁ ବର୍ତ୍ତମାନ ଏହି କଚା ବାଦାମ କୁ “ଶ୍ରୀ ନବୀନ ନବୀନ” ନାମରେ ଏକ ଓଡ଼ିଆ ଗୀତ ଖୁବ ଚର୍ଚ୍ଚା ରେ ରହିଛି ଆସନ୍ତୁ ଜାଣିବା ଏହି ଗୀତ ଟି ବିଷୟରେ।

ତେବେ ବନ୍ଧୁଗଣ ବର୍ତ୍ତମାନ ଟ୍ରେଣ୍ଡସ ଚାଲିଛି କି କୌଣସି ବି ଗୀତ କୁ ନିଜ ଭାଷା ରେ ଗାଉଛନ୍ତି ସିଙ୍ଗର ମନେ। ତେବେ ଏହା ମଧ୍ୟରେ ଆମ ଓଡ଼ିଆ ସିଙ୍ଗର ଯତିର୍ମୟୀ ଏବଂ ରାଜେଶ ବହୁ ଚର୍ଚ୍ଚିତ “କଚା ବାଦାମ” ଗୀତ ଟିକୁ ମୁଖ୍ୟମନ୍ତ୍ରୀ ଙ୍କର ନାମ ରେ ” ଶ୍ରୀ ନବୀନ ନବୀନ” ବୋଲି ଗାଇଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସିବା କୁ ଲାଗେବି। ତେବେ ଏହି ଗୀତ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଶାସନ ବ୍ୟବସ୍ଥା ତଥା ଲୋକମାନ ଙ୍କର ପ୍ରତି ତାଙ୍କର ସବୁ ସୁନ୍ଦର ଯୋଜନା ଆଦି ବିଷୟରେ ବର୍ଣ୍ଣନା କରାଯାଇଛି।

ତେବେ ଏହି ଗୀତ ଟିର ସବୁଠାରୁ ଆକର୍ଷଣୀୟ ପାର୍ଟ ରହିଛି କଚା ବାଦାମ ସ୍ଥାନରେ ଯେତେବେଳେ ନବୀନ ନବୀନ ନାମ ଉଚ୍ଚରଣ ହେଉଛି। ତେବେ ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଉପଲବ୍ଧ ରହିଛି , ତେବେ ସିଙ୍ଗର ଯତିର୍ମୟୀ ଏବଂ କୋ ସିଙ୍ଗର ରାଜେଶ ଯେଉଁ ଭଳି ଭାବରେ ଗାଇଛନ୍ତି ତାହାକୁ ଦେଖିଲେ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ତେବେ ଏହି ଗୀତ ଟିକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ରେ ଚର୍ଚ୍ଚା ଚାଲିଛି ,ତେବେ ଏହି ଭିଡ଼ିଓ କୁ ଆପଣ ମଧ୍ୟ ଥରେ ଦେଖନ୍ତୁ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।