Just another WordPress site

ପ୍ରେମିକାର ଶେଷ ବାର୍ତ୍ତା: ବାହା ନହେବାରୁ ଶେଷ ଥର ଦେଖା କରିବାକୁ ଡାକିଦେଇ , ଜୀବନରୁ ମାରିଦେଲେ ପ୍ରେମିକା ଦେଖନ୍ତୁ ଭିଡିଓ

0 208

ପ୍ରେମ କରିବା ଯୁବକ ଙ୍କର ପାଇଁ ଅଭିଶାପ ହୋଇଗଲା ,ଯେଉଁ ଯୁବତୀ ଙ୍କୁ ଦୀର୍ଘ ୪ ବର୍ଷ ଧରି ସେ ପ୍ରେମ କରି ଆସୁଥିଲେ ଆଜି ସେହି ପ୍ରେମିକା ଅତି ନିର୍ମମ ଭାବରେ ହତ୍ୟା କରିଦେଲା। ଯାହାକୁ ଦିନେ ନିଜ ଜୀବନ ବୋଲି ଭାବିଥିଲେ ଆଜି ସେହି ଯୁବତୀ ତାଙ୍କର ଜୀବନ ନେଇ ଯାଇଛନ୍ତି। ତେବେ ବନ୍ଧୁଗଣ ଏହିପରି ଅତ୍ୟନ୍ତ ଦୁଃଖ ଘଟଣା ଟି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ଯାହା ବିଷୟ ରେ ଶୁଣିଲେ ଆପଣ ଭାବି ପାରିବେ ନାହିଁ ଜଣେ ଯୁବତୀ ପ୍ରତିଷଧ ପ୍ରରାୟଣ ହୋଇ ଏତେ ତଳକୁ ଖସି ଯାଇପାରନ୍ତି ବୋଲି।

ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ଆଉ ଏହି ପ୍ରେମ ପାଇଁ କେତେ ଯୁବକ ଯୁବତୀ ଙ୍କର ଜୀବନ ଚାଲିଯାଉଛି ତାହା ଆପଣ ନିଶ୍ଚିତ ଭାବରେ ଦେଖୁଥିବେ। ତେବେ ବର୍ତ୍ତମାନ ପୁରୀ , କାକଟପୁର ଠାରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟରେ ଜାଣିଲେ ଆପଣ ଙ୍କର ପ୍ରେମ ଉପରେ ବିଶ୍ୱାସ ଉଠିଯିବ।

ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ଥିଲା କି ବୌଦ୍ଧ ଜିଲ୍ଲା ର ବାସୁଦେବ ନାମକ ଜଣେ ଶିକ୍ଷକ ଜଣେ ଯୁବତୀ ଙ୍କୁ ପ୍ରେମ କରି ଆସୁଥିଲେ ଦୀର୍ଘ ୪ ବର୍ଷ ଧରି। କିନ୍ତୁ ଯେତେବେଳେ ବିବାହର କଥା ଆସିଲା ସେତେବେଳେ ଯୁବତୀ ଙ୍କର ଜାତି ଭିନ୍ନ ହୋଇଥିବା ରୁ ବାସୁଦେବ ଙ୍କର ପରିବାର ଲୋକେ ବିବାହ ପାଇଁ ମନା କରିଦେଲେ ଆଉ ତାଙ୍କର ବିବାହ ଅନ୍ୟ ଏକ ଯୁବତୀ ଙ୍କର ସହ ଠିକ ହୋଇଥିଲା। ନିର୍ବନ୍ଧ ସାରି କାର୍ଡ ବଣ୍ଟାସାରିଯାଇ ଥିଲା। ଆଉ ବାସୁଦେବ ତାଙ୍କର ପ୍ରେମିକା କୁ ବିବାହ କରିବାକୁ ମନା କରି ଦେଇଥିଲେ।

କିନ୍ତୁ ପ୍ରେମିକା ଜଣଙ୍କ ତାଙ୍କୁ ବିବାହ କରିବାକୁ ଜିଦି କରିଥିଲେ ଆଉ ସେ ରାଜି ନହେବାରୁ ତାଙ୍କୁ ହତ୍ୟା କରିବା ର ଯୋଜନା ଆରମ୍ଭ କରିଥିଲେ। ତେବେ ପ୍ରଥମେ ସେ ମେସେଜ କରିଥିଲେ କି “ମୁଁ ତୁମର ପ୍ରେମିକା ,ତୁମେ ମୋତେ ହିଁ ବାହା ହେବ,ଆଉ ଯଦି ମୋର ତୁମ ନହେବ ତେବେ ତୁମକୁ ଆଉ କାହାର ହେବାକୁ ଦେବିନି।”ଯୁବତୀ ଙ୍କର ଏହି ମେସେଜ ଦେଖି ବାସୁଦେବ ଡରିଯାଇଥିଲେ। ମାତ୍ର ପରେ ଯୁବତୀ ଜଣଙ୍କ ତାଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ କହି ଜଙ୍ଗଲ କୁ ଡାକିଥିଲେ ଆଉ ସେ ଆସିବା ପୂର୍ବରୁ ଯୁବତୀ ଓ ଭିଣେଇ ଜଙ୍ଗଲ ରେ ଆସି ହତ୍ୟା ଯୋଜନା କରିଥିଲେ।

 ତେବେ ବାସୁଦେବ ଜଙ୍ଗଲ କୁ ଆସି ଯୁବତୀ ଙ୍କୁ ଦେଖା କରିଥିଲେ କିନ୍ତୁ ବିବାହ କରିବାକୁ ମନା କରିଥିଲେ। ଏଥିରେ ଯୋଜନା ଅନୁସାରେ ଯୁବତୀ ଓ ତାଙ୍କର ଭିଣେଇ ସାବୁଳ ରେ ପିଟିପିଟି ଅତି ନିର୍ମମ ଭାବରେ ବାସୁଦେବ ଙ୍କୁ ହତ୍ୟା କରିଥିଲେ ଏବଂ ପରେ ତାଙ୍କ ମୃତ ଦେହ କୁ ନିଆଁ ଲଗାଇ ଦେଇଥିଲେ। ପରେ ପରିବାର ଲୋକେ ଏହା ଜାଣିବା ପରେ ପୋଲିସ ଙ୍କୁ ଖବର ଦେଇଥିଲେ। ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଲ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।