Just another WordPress site

Odia Jokes- ସ୍ତ୍ରୀ ବାଇକ ରେ ବସିବା ପରେ ସ୍ଵାମୀର ଜଙ୍ଘ ଉପରେ ହାତ କାହିଁକି ରଖିଥାଏ ? ଜାଣିଛନ୍ତି କି ?…. ଜାଣିଲେ ହସି ହସି ଗଡିଯିବେ

0 382

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟର ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1 –  ବାପା ଖାଦ୍ୟ ଖାଉଥିଲେ। ଠିକ୍ ଏହି ସମୟ ରେ ଫୋନ୍ ବାଜିଲା।
ବାପା- ମୋ ଅଫିସ୍ ରୁ ହେଇଥିବ। ପଚାରିଲେ କହିଦେବ ମୁ ଘରେ ନାହି।
ଝିଅ- ଫୋନ୍ ଉଠାଇ କହିଲା, ବାପା ଘରେ ଅଛନ୍ତି।
ବାପା-ଆରେ ତୋତେ ମନା କରିବାକୁ କହିଲି ଯେ।
ଝିଅ- ଫୋନ୍ ମୋ ପାଇଁ ଥିଲା।
ବାପା ବେହୋସ୍।

2 – ପୁଅ: ବାପା ତମ ମୁଣ୍ଡରେ ଦୁଇଟା ଚୁଟି ଧଳା କଣ ପାଇଁ ହୋଇଯାଇଛି?
ବାପା: ଯେଉଁ ପିଲା ମାନେ ତାଙ୍କ ବାପାଙ୍କୁ ଯେତେ ହଇରାଣ କରନ୍ତି ତାଙ୍କର ସେତେ ଧଳା ବାଳ ହୋଇଯାଏ।
ପୁଅ: ଓହୋ ତାହେଲେ ମୁଁ ଏବେ ବୁଝିଲି ଜେଜେ ଙ୍କ ଚୁଟି ଏତେ ଧଳା କଣ ପାଇଁ ହେଇଛି

3- ମ୍ୟାଡାମ୍: ପିଲେ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ କାଳର ଉଦାହରଣ ମୁଁ ଦଉଛି ତାପରେ ତୁମେ ମାନେ ଗୋଟିଏ ଲେଖାଏଁ ଦେବ। ମୁଁ ସୁନ୍ଦର ଥିଲି ଅଛି ଆଉ ରହିବି
ଛାତ୍ର: ଏଇଟା ଆପଣଙ୍କର ଭୁଲ୍ ଚିନ୍ତା ଥିଲା ଅଛି ଆଉ ଆଗକୁ ମଧ୍ୟ ରହିବ।

4 – ମୋଦି: ଦୁନିଆର ସବୁ କୋଣ ମୁଁ ବୁଲି ସାରିଛି, ଏବେ ଦୁନିଆରେ ଏମିତି କୌଣସି ଜାଗା ନାହିଁ ଯାହା ମୁଁ ଦେଖି ନ ଥିବି।
ଜନତା: ଶଶୁର ଘର ଦେଖିଛ?

5- ସ୍ତ୍ରୀ ବାଇକ ରେ ବସିବା ପରେ ସ୍ଵାମୀର ଜଙ୍ଘ ଉପରେ ହାତ କାହିଁକି ରଖିଥାଏ ?ଜାଣିଛନ୍ତି ?
କାହିଁକି ନା ….
ସ୍ଵାମୀର ପକେଟ ରୁ ଗୁ ତଖାତ -ମ୍ଭା କୁଓ ଚୂନ ଡବା ରାସ୍ତାରେ
ଗଳି ନପଡୁ …ପ୍ରେମ ତ ପ୍ରେମ ହୋଇଥାଏ ନା !!!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।