Just another WordPress site

ମୃତ୍ୟୁ ପୂର୍ବର Tapu Mishra ଙ୍କର ଏହି ଶେଷ ବାର୍ତ୍ତା, କହିଥିଲେ କିଛି ଏମିତି କଥା ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… 48 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

0 329

ଆମେ ସମସ୍ତେ ଜାଣିଛୁ କରନା ମହାମାରୀ ପାଇଁ ପୃଥିବୀ ସାରା ଲୋକ ମାନେ ବହୁତ ହଇରାଣ ହେଉଛନ୍ତି ।ଆଉ ଏହି ଭିତରେ ଆମେ ବହୁତ ମୂଲ୍ୟବାନ ବ୍ୟକ୍ତିତ୍ବ ମାନଙ୍କୁ ହରେଇ ସାରିଲୁଣି ଯାହାଙ୍କ ପାଇଁ ଆଜି ବି ଆମେ ଗୌରବ ଅନୁଭବ କରୁ ।ତେବେ ଆମ ଫିଲ୍ମ ଜଗତରେ ଆମେ ଇତି କିଛି ନାମିଦାମୀ କଳାକାର ଓ ସିଂଗର ମାନଙ୍କୁ ହରେଇ ଦେଇଛୁ ଯେଉଁ କ୍ଷତି କେବେ ପୂରଣ ହେଇ ପାରିବ ନାହିଁ ।ଆଉ ଏହି ଭିତରେ ଆମ ଓଡିଶାରୁ ବି ଅନେକ ପ୍ରତିଭାଙ୍କ ଆଖି ବୁଜି ଯାଇଛି କରନାର ବର୍ବରତା ଭିତରେ ।

ବଞ୍ଚିବା ପାଇଁ କରନା ରୂପକ ରାକ୍ଷସ ଜୀବନକୁ ପୋକ ମାଛିଙ୍କ ଠାରୁ ବି ହିଁ କରି ଦେଇଛି ।ତେବେ ଆମେ ଜାଣିଥିବା ଓଡ଼ିଶାର ବହୁତ ସିଙ୍ଗର ମାନଙ୍କ ମଧ୍ୟରୁ ତପୁ ମିଶ୍ର ଥିଲେ ଜଣେ ନିଆରା ସିଙ୍ଗର ତାଙ୍କ ସ୍ୱରର ଯାଦୁରେ ଖେଳି ଉଠୁଥିଲା ମାହୋଲ କିନ୍ତୁ ଆଜି ସିଏ ଆମ ଭିତରେ ନାହାନ୍ତି ।

କରନା ଦାଉରୁ ସେ ବି ଆଜି ହଜେଇ ଦେଇଛନ୍ତି ତାଙ୍କ ଜୀବନ କିନ୍ତୁ ଆଜି ସେ ଅମର, ସେ ଆଜି ବି ଜୀବିତ ଅଛନ୍ତି ତାଙ୍କର ଅସଂଖ୍ୟ ସଂଗୀତରେ ।ଦିର୍ଘ 10 ବର୍ଷରୁ ଅଧିକ ସମୟ ଭିତରେ ସେ ଭାଟି ଯାଇଛନ୍ତି ଅନେକ ସଂଗୀତ ଯାହା ଆଜି ବି ଆମ କାନରେ ଶୁଭି ଯାଉଛି ।ଆଉ ସେତିକି ବେଳେ ମନେ ପଡେ ସେହି ନିଆରା କଣ୍ଠଶିଳ୍ପୀ ଙ୍କୁ ।

ତେବେ ଜାଣିଛନ୍ତି ମୃତ୍ୟୁର ପାଦ ଦେଶରେ ଛିଡା ହେଇ ବି ସେ ଏମିତି କିଛି ବାର୍ତ୍ତା ଦେଇ ଯାଇଛନ୍ତି ଯାହା ଶୁଣିଲେ ଆଖି ଝଲସି ଯିବ କାରଣ ସେମିତି କିଛି ଅଭୁଲା ସ୍ମୃତି ରହିଛି ତାଙ୍କର ସେହି ଶେଷ ଭିଡ଼ିଓରେ ।ତେବେ ତାଙ୍କର ଏହି ଭିଡ଼ିଓ ରେ ସେ କହିଛନ୍ତି କରନା ପାଇଁ ସାଧାରଣ ଜନତା ଯେତିକି କଷ୍ଟ ପାଉଥିଲେ ବି ଡାକ୍ତର ଓ ନର୍ସ ଓ ଅନ୍ୟାନ୍ୟ ହସ୍ପିଟାଲ କର୍ମଚାରୀ ମାନେ ନିଜ ଜୀବନକୁ ପୁରା ବାଜି ଲଗେଇ ଦେଉଛନ୍ତି ।ଆହୁରି ପୋଲିସ ଓ ସଫେଇ କର୍ମଚାରୀ ମାନେ ବି ଆମ ପାଇଁ ବହୁତ ସଂଘର୍ଷ କରୁଛନ୍ତି ତେଣୁ ତାଙ୍କ ସହ ଆମକୁ ସହଯୋଗ କରିବାକୁ କହିଛନ୍ତି ତପୁ ।

ଏହା ସହିତ ଲୋକଙ୍କୁ କହିଛନ୍ତି ସଚେତନତା ଅବଲମ୍ବନ କରି ବାହାରକୁ ଯାଆନ୍ତୁ ମାସ୍କ ପିନ୍ଧନ୍ତୁ ଆଉ ସାନି ଟାଇଜ କରନ୍ତୁ ସବୁବେଳେ ।ବାହାରକୁ ଗଲେ ସାମାଜିକ ଦୂରତା ବଜେଇ ରଖିବା ସହ କୋଭିଡ ନିୟମକୁ କଡାକଡି ରୂପେ ପାଳନ କରନ୍ତୁ ।ଏତିକି କହି ସେ ତାଙ୍କର ଭିଡ଼ିଓ କୁ ଶେଷ କରିଛନ୍ତି ତେବେ ସେ ଜଣେ ପରିଚିତ କଳାକାର ହେବେ ବି ନିଜର ଦାୟିତ୍ବ କୁ ଭୁଲି ନାହାନ୍ତି ଆଉ ।ଆଜି ସେ ଆମ ଗହଣରେ ନାହାଁନ୍ତି କିନ୍ତୁ ତାଙ୍କର ଏହି ଶେଷ ଭିଡ଼ିଓ ଟି ଏବେ ସୋସିଆଲ ମେଡ଼ିଆରେ ଖୁବ ଭାଇରଲ ହେଉଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।