Just another WordPress site

BREAKING news- ଯୁଦ୍ଧ ପାଇଁ ତୟାର ପାକିସ୍ତାନ …ଭାରତକୁ ସିଧାସଳଖ ଦେଲା ଧମକ ପାକିସ୍ତାନ ପ୍ରଧାନମନ୍ତ୍ରୀ..

0 263

ବନ୍ଧୁଗଣ ଆପଣ ମାନେ ଭାରତ ଓ ପାକିସ୍ତାନ ର ସମ୍ପର୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ। ପାକିସ୍ତାନ ସବୁବେଳେ ଭାରତ କୁ ଆଗ ତାର ବନ୍ଧୁକ ମୁନ ରେ ରଖିଥାଏ ଏବଂ ଭିତରେ ଭିତରେ ଭାରତ କୁ ଆକ୍ରମଣ କରିବା ପାଇଁ ସେ ଆତଙ୍କବାଦୀ ମାନଙ୍କ ସହ ହାତ ମଧ୍ୟ ମିଶାଇ ଥିବାର ଆପଣ ଜାଣିଛନ୍ତି।

ତେବେ ବର୍ତ୍ତମାନ ପୁଣି ଥରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା କୁ ଯୋଜନା କରୁଥିବା ର ସୂଚନା ମିଳିଛି। ତେବେ କିଛି ଦିନ ତଳେ ପାକିସ୍ତାନ ର ରାଷ୍ଟ୍ରପତି ଇମ୍ରାନ ଖାନ ଏହିପରି ଏକ ଟୁଇଟ କରିଥିଲେ ଯାହା ଭାରତ କୁ ଆକ୍ରମଣ ର ସୂଚନା ରହିଥିବା ଜଣାପଡିଛି।

ତେବେ ବର୍ତ୍ତମାନ ରୁଷିଆ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ କୁ ନେଇ ସମସ୍ତେ ଚିନ୍ତା ରେ ଥିବା ବେଳେ ପାକିସ୍ତାନ ର ରାଷ୍ଟ୍ରପତି ଇମ୍ରାନ ଙ୍କର ଟୁଇଟ ସମସ୍ତ ଙ୍କର ନଜର ରେ ଆସିଛି। ତେବେ ଏହି ଟୁଇଟ ରେ ପରୋକ୍ଷ ଭାବରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରୁଥିବା ର ଯୋଜନା କରୁଥିବା ର ଜଣା ପଡିଛି। ତେବେ ସେହି ଟୁଇଟ ରେ ଇମ୍ରାନ କହିଛନ୍ତି କି , “ମୁଁ ଯୁଦ୍ଧ ଚାହେଁ ନାହିଁ କୂଟନୀତି ଏବଂ ବୁଝାମଣା ରେ ସମସ୍ତ ସମସ୍ୟା ର ସମାଧାନ କରିବା କୁ ଚାହେଁ, କିନ୍ତୁ ମୁଁ ପ୍ରତିଶଧ ନେବାକୁ ମଧ୍ୟ ଆଗଭର ରହିଥାଏ”।

ତେବେ ଇମ୍ରାନ ଙ୍କର ଏହିପରି ଟୁଇଟ ରେ ଜଣାପଡିଛି କି , ବାଲାକଟ ଏୟାର ଷ୍ଟ୍ରାଇକ ର ପ୍ରତିଶଧ ନେବା ପାଇଁ ପାକିସ୍ତାନ କିଛି ନା କିଛି ଯୋଜନା ଚଳାଇଛି। ଏବଂ ରାଷ୍ଟ୍ରପତି ଇମ୍ରାନ ଏନେଇ ଭାରତ କୁ ଧମକ ଦେଉଛନ୍ତି ମଧ୍ୟ। ତେବେ ଆପଣ ମାନେ ଜାଣିଛନ୍ତି କି ୨୦୧୯ ମସିହାରେ ଭାରତ ର ଆର୍ମି ତଥା ଏୟାର ଫର୍ସ ପାକିସ୍ତାନ ର ବାଲାକଟ ଠାରେ ଥିବା ଆତଙ୍କବାଦୀ ମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଆତଙ୍କବାଦୀ ସଂଗଠନ ର ମୁଖ୍ୟ ଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା, ତେବେ ଏହା ଭାରତ ର ପ୍ରତିଶଧ ଥିଲା ପାକିସ୍ତାନ ଉପରେ ଯାହାକୁ ଵାଲାକୋଟ ଏୟାର ଷ୍ଟାଇକ କୁହାଯାଏ ।

ତେବେ ବର୍ତ୍ତମାନ ଏହି ଵାଲାକୋଟ ଏୟାର ଷ୍ଟାଇକ କୁ ତିନି ବର୍ଷ ପୁରି ଯାଇଛି ,ତେବେ ପାକିସ୍ତାନ ଏହାର ପ୍ରତିଶଧ ନେବା ପାଇଁ ଭାରତ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ର ଜଣାପଡ଼ିଛି ଇମ୍ରାନ ଙ୍କର ଏହି ଟୁଇଟ ରେ। ତେବେ ଇମ୍ରାନ ଙ୍କର ଟୁଇଟ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ କେହି କେହି ଏହାକୁ ଇମ୍ରାନ ଙ୍କର ପାଗଲାମୀ କହିଛନ୍ତି ତ ଆଉ କେହି କେହି ଏହି ଟୁଇଟ ନେଇ ଇମ୍ରାନ ଙ୍କୁ କଡା ବିରୋଧ ଓ ସମାଲୋଚନା କରିଛନ୍ତି। ତେବେ ଭାରତ କିନ୍ତୁ ଏଥିରେ କୌଣସି ପ୍ରତିକ୍ରିୟା ଦେଇନାହିଁ।ତେବେ ସମୟ କହିବ ଇମ୍ରାନ ଙ୍କର ଏହିଭଳି ଟୁଇଟ ପଛରେ କଣ କାରଣ ରହିଛି ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।