Just another WordPress site

ହଜାରେ ଫୁଟ ଉଚ୍ଚ, ତଳକୁ ଚାହିଁଲେ ମୁଣ୍ଡ ବୁଲାଇ ଦେଉଛି..ବିନା ସାହାଯ୍ୟରେ ଦଉଡି ଉପରେ ଷ୍ଟଣ୍ଟ ଦେଉଛନ୍ତି ବ୍ୟକ୍ତି.. 1ଘଣ୍ଟାରେ 25 କୋଟି ଲୋକ ଦେଖି ସାରିଲେଣି….

0 100

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଏମିତି ଏକ ପାର୍ଟଫାର୍ମ ସାଜିଛି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ।

ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଜଣେ ବ୍ୟକ୍ତି ଙ୍କର ଷ୍ଟାଣ୍ଟ ଭାଇରାଲ ହେଉଛି ଯାହା ସମସ୍ତ ଙ୍କୁ ଚକିତ କରିଦେଇଛି।

ତେବେ ବନ୍ଧୁଗଣ ଆପଣ ମାନେ ଅନେକ ବ୍ୟକ୍ତି ଙ୍କୁ ବହୁତ ଡେଞ୍ଜର ଷ୍ଟଣ୍ଟ କରୁଥିବା ର ଆପଣ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇଥିବେ। ତେବେ କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଷ୍ଟାଣ୍ଟ ମ୍ୟାନ ଙ୍କ ବିଷୟ ରେ ଜଣେଇବୁ ଯିଏକି ହଜାର ଫୁଟ ଉପରେ ଏହିପରି ଷ୍ଟାଣ୍ଟ କରିଛନ୍ତି ଯାହା ଆଗକୁ କେହି ବି କରିନଥିବେ କିମ୍ବା ଆପଣ ଏହିପରି କେବେ ଦେଖି ନଥିବେ। ତେବେ କଣ ଆପଣ ବିଶ୍ୱାସ କରିପାରିବେ କି ଜଣେ ବ୍ୟକ୍ତି ମାଟି ଠାରୁ ଏକ ହଜାର ଫୁଟ ଉପରେ କେବଳ ଗୋଟିଏ ଦୌଡି ରେ ଚାଲିବା ସହ ଷ୍ଟାଣ୍ଟ କରିପାରିବେ। ତାହା ବି ବିନା କୌଣସି ସୁରକ୍ଷା ବ୍ୟବସ୍ଥା ସହ।

ନିଶ୍ଚିତ ଭାବରେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ ।କିନ୍ତୁ ଏହାକୁ ଜଣେ ବିଦେଶ ର ବ୍ୟକ୍ତି ବାସ୍ତବ ରେ କରାଇ ଦେଖାଇଛନ୍ତି।ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଜଣେ ବ୍ୟକ୍ତି ସରକେଶ ରେ ଯେଉଁ ଭଳି ପୋଷାକ ପତ୍ର ବ୍ୟବହାର କରାଯାଏ ସେହିପରି ଏକ ଡ୍ରେସ ପିନ୍ଧିଛନ୍ତି। ଏବଂ ସେ ମାଟି ଠାରୁ ପ୍ରାୟ ଏକ ହଜାର ଫୁଟ ଉଚ୍ଚ ଉପରେ କେବଳ ଗୋଟିଏ ଦୌଡ଼ି ରେ ଚାଲୁଛନ୍ତି। ତେବେ ସେ କେବଳ ଦୌଡ଼ି ରେ ଚାଲୁ ନଥିଲେ ବରଂ ସେହି ଦୌଡ଼ି ରେ ଭିନ୍ନ ଭିନ୍ନ ଖତରନାକ ଷ୍ଟାଣ୍ଟ ମଧ୍ୟ କରୁଥିଲେ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ ତଥା ମୁଣ୍ଡ ରେ ହାତ ଦେବ ଭଳି ଘଟଣା ଏହା ଥିଲା କି ସେହି ବ୍ୟକ୍ତି ଜଣଙ୍କ ଏହିପରି ଡେଞ୍ଜରିୟସ୍ ଷ୍ଟାଣ୍ଟ କରୁଥିଲେ ବିନା କୌଣସି ସୁରକ୍ଷା ବ୍ୟବସ୍ଥା ତଥା ପ୍ରଟେକ୍ସନ ନେଇ ଏହି ଷ୍ଟାଣ୍ଟ କରୁଥିଲେ। ତେବେ ଯୁବକ ଙ୍କର ଏହି ଷ୍ଟାଣ୍ଟ ଦେଖିବା କୁ ସେଠାରେ ହଜାର ହଜାର ଲୋକ ଙ୍କର ଭିଡ ଲାଗିଥିଲା ।

ତେବେ ଏହି ଭିଡ଼ିଓ ଟି ଜଣେ ବ୍ୟକ୍ତି ରେକର୍ଡ କରି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ଚାରିଆଡେ ନିଆଁ ପରି ଭାଇରାଲ ହେଉଛି। ଭିଡ଼ିଓ ଟିକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ,ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ,ବିଶ୍ୱାସ କରିପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।