Just another WordPress site

Breaking news- ପୁଣି ଆସୁଛି ମହାବିପତ୍ତି ମା଼ଡି ଆସୁଛି ବାତ୍ୟା ବନ୍ୟା ମରୁ଼ଡି, ବୈଜ୍ଞାନିକ ଦେଲେ ଭୟଙ୍କର ସୂଚନା ଜାଣନ୍ତୁ କଣ ?

0 127

ଦିନକୁ ଦିନ ପ୍ରକୃତିର ତାଣ୍ଡବ ଲୀଳା ବଡିବାରେ ଲାଗିଛି ଆଜି ବନ୍ୟା ତ କାଲି ବାତ୍ୟାର ସାମ୍ନା କରୁଛୁ ଆମେ ମାନେ ସେହିପରି ଦୁର୍ଭିକ୍ଷ ଓ ମହାମାରୀ ଆଦିର ଭୟାଭୟ ବି ଆମେ ପ୍ରତିବର୍ଷ ଦେଖିବାକୁ ମାଉଛୁ ଆଉ ତାର ସାମ୍ନା ଭି କରୁଚୁ ।ତେବେ ଆପଣ ମାନେ ଏବେ ଯେଉଁ କରନା ମହାମାରୀ ସାରା ବିଶ୍ୱରେ ଲାଗି ରହିଛି ତା ଟ କାହାକୁ ଅଛପା ନାହିଁ ଆଉ କେତେ ଯେ ଜୀଵନ ଗଲାଣି ସେଗୁଡିକ ର କଳନା ନାହିଁ ।ଆଉ ତା ସାଙ୍ଗକୁ ପ୍ରତିବର୍ଷ ବହୁତ ବାତ୍ୟା ହେଉଛି ସେତବୀରେ ଅଜସ୍ର ଧନ ସମ୍ପଦ ଠାରୁ ବହୁତ କିଛି କ୍ଷୟକ୍ଷତି ହେଉଛି ।

ତେବେ ବନ୍ଧୁମାନେ ଜାଣିଛନ୍ତି ଏହିସବୁର ମୁଳ ବି ହେଉଛନ୍ତି ଏହି ମନୁଷ୍ୟ ଦିନକୁ ଦିନ ଅତ୍ୟାଧୁନିକ ହେବା ଜାଗାରେ ଆମେ ପ୍ରକୃତିକୁ ଏତେ କଷ୍ଟ ଦେଉଛୁ ଯେ ଏବେ ପ୍ରକୃତି ତାଣ୍ଡବ ରୂପ ଧାରଣ କରି ସମାଜକୁ ଧ୍ୱଂସ ବିଧ୍ୱଂସ କରିବାର ମୋର୍ଚ୍ଚା ବାହାର କରିଛି ।ଆଉ ଏହି ଭିତରେ ଏମିତି ଗୋଟିଏ ସୂଚନା ଆସିଛି ଯାହା ଶୁଣିଲେ ଆପଣ ଭାବିବେ ଆଉ ଏହି ପୃଥିବୀ ରହିବ ନାହିଁ ।ତେବେ ବୈଜ୍ଞାନିକ ମାନଙ୍କ ରିସର୍ଚ୍ଚ ଅନୁଯାୟୀ ସୂଚନା ମିଳିଛି ଯେ ଆଗକୁ ବହୁତ ବଡ଼ ବଡ଼ ବାତ୍ୟା ,ବନ୍ୟା ଓ ମରୁଡ଼ି ମାଡି ଆସୁଛି ।

ଏବେ ଚାଲନ୍ତୁ ଜାଣିବା ଏହି ସମ୍ପର୍କରେ ଅଧିକ ତଥ୍ୟ, ତେବେ ଆଗାମୀ ବର୍ଷ ମାନଙ୍କରେ ପୃଥିବୀ ସାମ୍ନା କରିବ ଭୟଙ୍କର ବିପଦର ।ତେବେ ବୈଜ୍ଞାନିକ ମାନଙ୍କ ଗବେଷଣା ରୁ ଜଣାପଡିଛି କି ଆଗାମୀ 5 ବର୍ଷ ଭିତରେ ପୃଥିବୀର ତାପମାତ୍ରା 1.5 ଡିଗ୍ରୀ ସେଲସିଅସ ବୃଦ୍ଧି ପାଇବାକୁ ଯାଉଛି ଯାହାର ଫଳ ସ୍ୱରୂପ ଦିନକୁ ଦିନ ହିମାଳୟରେ ଥିବା ବରଫ ତଳିବାରୁ ସମୁଦ୍ର ର ଜଳସ୍ତର ବଡ଼ିବାକୁ ଲାଗୁଚି ।ଆଉ ଏହା ବିନାଶର ରୂପ ସ୍ୱରୂପ ବନ୍ୟା ,ବାତ୍ୟା ଓ ମରୁଡ଼ି ସୃଷ୍ଟି ହେବ ଆଉ ଦେଶର ଚାଷ ଉପରେ ପ୍ରଭାବିତ ପକେଇଲେ ଆଉ ଖାଦ୍ୟ ପାଇବା ବି ଅସମ୍ଭବ ହେଇଯିବ ।

ତେବେ ତାପମାତ୍ରା ବୃଦ୍ଧି ପାଇବା କଥା ଜାତିସଂଘର ଗୋଟିଏ ରିପୋର୍ଟ ରେ ଲେଖା ଯାଇଛି ।ଆଉ ଏ ନେଇ ଏକ ରିପୋର୍ଟ ବୁଧବାର ଜାରି ହେଇଥିଲା ଆଉ ସେହି ଅନୁଯାୟୀ ପୂର୍ବ ଔଦେ ଗିକ ସ୍ତରରେ ଅସ୍ଥାୟୀ ଭାବରେ ତାପମାତ୍ରା ବଡିବାରେ ଲାଗିଛି ଆଉ ଏବେ ତାହା 40 ପ୍ରତିଶତ ଅଧିକା ରହିଛି ।ପ୍ୟାରିସରେ କ୍ଳାଇମେଟ ରେ ହେଇଥିବା 1.5ପ୍ରତିଶତ ଅନୁସାରେ ବିଶ୍ୱ ପାର କରି ସାରିଛି ।ଆଉ ପାଖାପାଖି ଆଉ 30 ବର୍ଷା ଭିତରେ ଏହି ଜନଜୀବନ ନଷ୍ଟ ହେଇଯିବ ।

ଆହୁରି ଯେତିକି ଯେତିକି ତାପମାତ୍ରା ବୃଦ୍ଧି ପାଇବ ସେତିକି ସେତିକି ବିପଦ ପୃଥିବୀ ଆଡ଼କୁ ମାଡି ଆସିବ ।ତେଣୁ ବନ୍ଧୁମାନେ ଭବିଷ୍ୟତ ଅନ୍ଧାର ହେବାକୁ ବଶିଲାଣି ଏବେ ପ୍ରକୃତିକୁ ରକ୍ଷାକର ଆଉ ଗଛ ପତ୍ର ଲଗାନ୍ତୁ ନହେଲେ ପରିସ୍ଥିତି ବହୁତ ଭୟାବହ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।