Just another WordPress site

ରାତି ପାହିଲେ 51 ବର୍ଷରେ ବିରଳ ଶିବରାତ୍ରୀ , ସ୍ୱାମୀ ସୁମିତଙ୍କ ଭଲ ପାଇବା,ପାଇବା ପାଇଁ ଭଗବାନ ଶିବ ଙ୍କର ମଥାରେ ଚଢ଼ିବେ ଲକ୍ଷେ ବେଲପତ୍ର ଦେଖନ୍ତୁ ଭିଡିଓ

0 118

ରାତି ପାହିଲେ ଶିବରାତ୍ରି ଆଉ ପୁଣି ଥରେ ତପସ୍ୟା ରେ ବସିବେ ତପସ୍ବିନୀ।ନିଜ ସ୍ୱାମୀ ଙ୍କୁ ତଥା ସିନ୍ଦୂର ର ଅଧିକାର ଏବଂ ଶାଶୂ ଘରେ ବୋହୁ ହୋଇ ରହିବା ପାଇଁ ଦିନେ ତପସ୍ୟା କରିଥିଲେ ତପସ୍ବିନୀ ।ସ୍ୱାମୀ ଙ୍କର ଘର ରେ ପ୍ରବେଶ ତ ହୋଇଗଲା କିନ୍ତୁ ଏବେ ବି ଅବୁଝା ସ୍ୱାମୀ ଙ୍କୁ ନିଜର କରି ପାରି ନାହାନ୍ତି ତପସ୍ବିନୀ। ତେଣୁ କାଲି ପୁଣି ଥରେ ପ୍ରଭୁ ଶିବ ଶଙ୍କର ଙ୍କର ଆଗରେ ତପସ୍ୟା ରେ ବସିବେ ତପସ୍ବିନୀ ଆଉ ନିଜ ସ୍ୱାମୀ ଙ୍କୁ ପାଇବା ପାଇଁ ସେ ଏହା କରିବାକୁ ଯାଉଛନ୍ତି।

ତେବେ ଆପଣ ମାନେ ବ୍ରହ୍ମପୁର ର ବିବାଦୀୟ ଦମ୍ପତି ଡାକ୍ତର ସୁମିତ ଓ ତପସ୍ବିନୀ ଙ୍କର ମାମଲା ବିଷୟ ରେ ଆପଣ ଜାଣିଥିବେ ନିଶ୍ଚିତ। ତେବେ ତପସ୍ବିନୀ ନିଜ ପ୍ରେମ ଓ ସିନ୍ଦୁର ର ଅଧିକାର କୁ ଫେରି ପାଇବା ପାଇଁ ପ୍ରାୟ ଏକ ଆସ ଧରି ଅନେକ କଷ୍ଟ କରିବା ପରେ। କୋଟ କଚେରୀ ମାଧ୍ୟମ ରେ ନିଜ ଶଶୁର ଘର କୁ ପ୍ରବେଶ କରିବାର ଅନୁମତି ପାଇଥିଲେ। କିନ୍ତୁ ସେ ସିନା ଶଶୁର ଘରେ ପ୍ରବେଶ କରିବା ପାଇଁ ଅନୁମତି ପାଇଥିଲେ ଏବଂ ବର୍ତ୍ତମାନ ସେ ନିଜ ଶଶୁର ଘରେ ଅଛନ୍ତି।

ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସ୍ୱାମୀ ଡାକ୍ତର ସୁମିତ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରି ନାହାନ୍ତି ଓଲଟା ସେ ଘର ଠାରୁ ବାହାରେ ରହୁଛନ୍ତି ଏବଂ ତପସ୍ବିନୀ କିଂ ଛାଡପତ୍ର ଦେବା ପାଇଁ କୋଟ ରେ ଆବେଦନ କରିଛନ୍ତି ମଧ୍ୟ। ତେବେ ପୁଣି କଲି ପବିତ୍ର ଶିବରାତ୍ରି ରେ ତପସ୍ବିନୀ ନିଜ ସ୍ୱାମୀ ଙ୍କ ପାଇଁ ତପସ୍ୟା କରିବେ। ଅର୍ଥାତ ଏହି ପଵିତ୍ର ଦିନରେ ସେ ନିଜ ବୈବାହିକ ସମ୍ପର୍କରେ ସୁଧାର ଆଣିବା ପାଇଁ ଜାଗର ବ୍ରତ ରଖିଛନ୍ତି। ତେବେ ସୂଚନା ଅନୁସାରେ ତପସ୍ବିନୀ ସ୍ୱାମୀ ଡାକ୍ତର ସୁମିତ ଙ୍କୁ ପାଇବା ପାଇଁ ଜାଗର ଉଷା କରୁଛନ୍ତି।

ରାତି ପାହିବା ମାତ୍ର ସେ ହାତରେ ପୂଜାଥାଳି ଏବଂ ଫୁଲ2,ଫଳ ,ଦୀପ କଞ୍ଚାମୃତ ସବୁ ଧରି ଶିବ ମନ୍ଦିର ର କୁ ଯିବେ। ଆଉ ସୂଚନା ମୁତାବକ ସେ ପ୍ରଭୁ ଶିବ ଶଙ୍କର ଙ୍କର ମୁଣ୍ଡ ରେ କାଲି ଲକ୍ଷେ ବେଲ ପତ୍ର ଚଡ଼େଇବେ। ଆଉ ଭଗବାନ ଶିବ ଙ୍କର ପାଖରେ ନିର୍ଜଳ ଉପବାସ ରହି ରାତି ସାରା ଜାଗର ଜାଳିବେ ସ୍ୱାମୀ ସୁମିତ ଙ୍କ ପାଇଁ। ସେ ପୁଣି କାଲି ଏକ ବଡ଼ ତପସ୍ୟା ଦେବା କୁ ଯାଉଛନ୍ତି ସ୍ୱାମୀ ଙ୍କୁ ନିଜର କରିବା ପାଇଁ ଏବଂ ପୂର୍ବ ଭଳି ସ୍ୱାମୀ ,ଶାଶୂ ଶଶୁରଙ୍କ ଓ ପରିବାର ସହ ହସ ଖୁସିରେ ରହିବା ପାଇଁ।


ତେବେ ପ୍ରଥମ ତପସ୍ୟା ରେ ତ ତପସ୍ବିନୀ ଙ୍କୁ ଫଳ ମିଳିଥ8ଏବଂ ସେ ଶାଶୂ ଘରକୁ ଯିବାର ଅନୁମତି ମଧ୍ୟ ପାଇଥିଲେ। ତେବେ ଦେଖାଯାଉ ତପସ୍ବିନୀ ଙ୍କର ଏହି ତପସ୍ୟା ସଫଳ ହେଉଛି କି ନାହିଁ , ସମୟ ଆସିଲେ ଜଣାପଡିବ ଡାକ୍ତର ସୁମିତ ତପସ୍ବିନୀ ଙ୍କୁ ନିଜର ପତ୍ନୀ ଭାବରେ ସ୍ୱୀକାର କରିଛନ୍ତି କି ନାହିଁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।