Just another WordPress site

ମାର୍ଚ୍ଚ 01 ତାରିଖରେ ବିରଳ ଶିବରାତ୍ରୀ ଏହି ଦିନ ଆଣନ୍ତୁ ଏହି ଗଛର ମୂଳ ସମସ୍ତ ସମସ୍ୟା ଦୂର ହେବ

0 251

ଆଗକୁ ଶିବରାତ୍ରି ଆସୁଛି ସବୁବର୍ଷ ପରି ଏହି ବର୍ଷ ବି ଶିବରାତ୍ରିରେ ବହୁତ ଲୋକ ମାନେ ବାର ,ଉପବାସ,ପୂଜାର୍ଚ୍ଚନା କରିବେ ।ସେମାନଙ୍କ ଭିତରେ ଅନେକ ଆଶା ଓ ଆକାଂକ୍ଷା ରହିଥାଏ ଯାହା ପୂରଣ କଟିବା ଆଶାରେ ଶିବଙ୍କୁ ଆରାଧନା କରନ୍ତି ଥାଆନ୍ତି ।ତେବେ ଏହି ଦିନ ବହୁତ ମାନିବାକୁ କୁହାଯାଇଥାଏ,ସେହିପରି ଏହି ଶିବରାତ୍ରିରେ ଏମିତି କିଛି କରିବା ଦରକାର ଯାହା ପାଳନ କରିଲେ ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୁର ହେବ ।

ତେବେ ଯଦି ଆପଣଙ୍କ ଜୀବନ ଦୁଃଖକଷ୍ଟ ,ଯଂତ୍ରଣା,ଅଭାବ ଓ ଅନଟନ ଭିତରେ ଘେରି ହେଇ ରହିଛି ତେବେ ଆମର ଏହି କଥାଟିକୁ ନିଶ୍ଚିତ ପାଳନ କରନ୍ତୁ ଯାହାଦ୍ୱାରା ଆପଣଙ୍କର ସବୁ ଅସୁବିଧା ଦୁର ହେବ । ତେବେ କିଛି ଜ୍ଞାନୀ ଗୁଣି ମାନଙ୍କ ଠାରୁ ଏହି ସୂଚନା ମିଳିଛି ଯାହା ଜାଣିଲେ ଓ ମାନିଲେ ଆପଣଙ୍କ ଜୀଵନ ସମ୍ପୂର୍ଣ୍ଣ ବଦଳି ଯିବ।ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ…

– ତେବେ ଆପଣ ଏହି ଶିବରାତ୍ରି ପୂର୍ବ ଦିନ ଯାଇ ନୀଳ ଅପରାଜିତା ଗଛକୁ ନିମନ୍ତ୍ରଣ କରନ୍ତୁ ।ମାନେ ଆପଣଙ୍କ ଘର ପାଖରେ ଯଦି କୋଉଠି ଅପରାଜିତା ଗଛ ରହିଛି ତେବେ ଶିବରାତ୍ରି ଆଗଦିନ ରାତିରେ ଯାଇ ବିଧିବିଧାନ ସହ ନିମନ୍ତ୍ରଣ କରନ୍ତୁ ।
-ଆଉ ଶିବରାତ୍ରି ଦିନ ଯାଇ ସେହି ନୀଳ ଅପରାଜିତା ଗଛର ଚେରକୁ ଘରକୁ ଆଣନ୍ତୁ ।ଆଉ ସେହି ଚେରକୁ କଞ୍ଚା କ୍ଷୀରରେ ଧୋଇ ଦିଅନ୍ତୁ ଆଉ ତାକୁ ନେଇ ତାବିଜରେ ପୁରେଇ ନିଜ ହାତରେ ବାନ୍ଧି ଦିଅନ୍ତୁ ।ଏବେ ଜାଣି ରଖନ୍ତୁ ଏହି ନିୟମ ପାଳନ କଲେ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ହେବ ।
-ତେବେ ଆପଣ ଏହିପରି କରିବା ପରେ ଆପଣଙ୍କର ଯଦି କିଛି କାମ ହେଇପାରୁନି ବା କାମ ଆଗକୁ ବଡ଼ି ପାରୁନି ତେବେ ଏବେ ତାହା ଶୁରୁଖୁରୁରେ ହେଇଯିବ ।

-ପରିବାରରେ ଯଦି ଅଶାନ୍ତୁ ଲାଗିରହୁଥିବ ତେବେ ଏବେ ତାହା ଦୁର ହେବା ସହ ଘରେ ସୁଖଶାନ୍ତି ବଜେଇ ରହିବ । ପରିବାରର ଲୋକ ମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବ ।
-ଆଉ ଯଦି ଆପଣଙ୍କ ପାଖରେ ଟଙ୍କା ପଇସାର ଅଭାବ ଲାଗି ରହିଥିଲା ତେବେ ଧୀରେ ଧୀରେ ଦୁର ହେବ ଓ ଆପଣଙ୍କ ପରିସ୍ଥିତିରେ ପରିବର୍ତ୍ତନ ଘଟିବ ।
-ଯଦି କେହି ଶତ୍ରୁ ଆପଣଙ୍କ ଉପରେ ପ୍ରହାର କରିବାର ଥିବା ତାହା ବିଫଳ ହେବା ସହ ଆପଣଙ୍କ ଶତ୍ରୁର ନାଶ ଘଟିବ ।

ତେବେ ବନ୍ଧୁମାନେ ଯଦି ଆପଣଙ୍କ ଜୀବନରେ ଏମିତି ସବୁ ଅସୁବିଧା ରହିଛି ତେବେ ଏହି ନିୟମକୁ ଏହି ଶିବରାତ୍ରିରେ ନିଶ୍ଚିତ ପାଳନ କରନ୍ତୁ ।ଦେଖିବେ ଆପଣଙ୍କ ସବୁ ସମସ୍ୟା ଧୀରେ ଧୀରେ ଦୁର ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।