Just another WordPress site

“ଯୁଦ୍ଧ ବନ୍ଦ କର, ବିଶ୍ୱ କୁ ଶାନ୍ତି ଦରକାର” ୟୁକ୍ରେନରୁ ଆସିଲା କୁନିଝିଅର ବିଶ୍ୱଶାନ୍ତି କୋହଭରା ଭିଡ଼ିଓ କୁନି ଝିଅ ର ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ

0 44

“ମୁଁ ବିଶ୍ୱ କୁ ଖଣ୍ଡ ଖଣ୍ଡ ଭାବରେ ଦେଖିବା କୁ ଚାହେଁନି , ବରଂ ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ଚାଁହୁଛୁ….ଆମେ ସମସ୍ତେ ଭାଇ ଓ ଭଉଣୀ , ଯୁଦ୍ଧ କୁ ବନ୍ଦ କର, ବିଶ୍ଵ ଶାନ୍ତି ପୂର୍ଣ୍ଣ ରଖିବା କୁ ଦିଅ”।ତେବେ ବନ୍ଧୁଗଣ ଏହି କଥା ଟି ଆମେ କହୁ ନାଁହୁ ବରଂ ୟୁକ୍ରେନ ର ଜଣେ କୁନି ଝିଅ ଙ୍କର ବିଶ୍ୱ ଶାନ୍ତି ପାଇଁ ବାର୍ତା ଦେଇଛନ୍ତି। ତେବେ ବନ୍ଧୁଗଣ ଏହି କୁନି ଝିଅ ଟିର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି ଏବଂ ଏହାକୁ ଯିଏ ଦେଖିଛି ସେ ଭାବ ବିହ୍ଵଳ ହୋଇଯାଉଛନ୍ତି।

ବନ୍ଧୁଗଣ ଆପଣ ବର୍ତ୍ତମାନ ଜାଣିଥିବେ କି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ।କିଛି ଦିନ ତଳେ ରୁଷିଆ ର ଆର୍ମି ମାନେ ୟୁକ୍ରେନ ର କିଛି ଅଂଶ ରେ ଯାଇ ରହୁଥିଲେ ଏବଂ ୟୁକ୍ରେନ ଗୋଟିଏ ଛୋଟ ଦେଶ ହୋଇଥିବା ରୁ ରୁଷିଆ ର ରାଷ୍ଟ୍ରପତି ପୁଟିନ ତାକୁ ନିଜ ନିୟନ୍ତ୍ରଣ ରେ ଆଣିବାକୁ ଚଂହୁଥିଲେ।

ମାତ୍ର ୟୁକ୍ରେନ ତାର ନିଜ ଦେଶ ର ସାର୍ବଭୌମ ହରାଇବାକୁ କେବେ ବି ଚାହେଁନି ବୋଲି କରିବାର ପରେ ଗତ ଗୁରୁବାର ଦିନ ରୁଷିଆ ର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୋଧ ରେ ଯୁଦ୍ଧ ଘୋଷଣା କରିଥିଲେ। ତେବେ ଏହି ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଚାଲିଛି।

ତେବେ ଯୁଦ୍ଧ ରେ ହଜାର ହଜାର ଯବାନ ଙ୍କର ଜୀବନ ବାଜିରେ ଲାଗିଛି ଆଉ ଅନେକ ଙ୍କର ଜୀବନ ଚାଲିଗଲାଣି।ମାତ୍ର ସବୁଠାରୁ ଅଧିକ ସମସ୍ୟା ତଥା ଅସୁବିଧା ରେ ପଡୁଛନ୍ତି ୟୁକ୍ରେନ ର ସାଧାରଣ ଲୋକ।ତେବେ କୁହାଯାଏ କି ଗୋଟିଏ କୁନି ପିଲା ମଧ୍ୟରେ ଭଗବାନ ଅବସ୍ଥାନ କରନ୍ତି ଏବଂ ସେମାନେ ପବିତ୍ର ଓ ନିଷ୍ପାପ ଅଟନ୍ତି। ଆଉ ଯେତେବେଳେ ସେମାନେ କିଛି ଘଟଣା କୁ ନେଇ ମତ ଦେଇଥାନ୍ତି ସେତେବେଳେ ତାହା ସତ୍ୟ ହୋଇଥାଏ ଏବଂ ତାଙ୍କର କଥା ସମସ୍ତ ଙ୍କୁ ପାଗଳ ଏବଂ ଭାବ ବିହ୍ଵଳ ହୋଇଯାଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ରୁଷିଆ-ୟୁକ୍ରେନ ର ଯୁଦ୍ଧ ରେ ନାହିଁ ନଥିବା ସମସ୍ୟା ରେ ୟୁକ୍ରେନ ର ସାଧାରଣ ଲୋକ ମାନେ ଭୋଗୁଛନ୍ତି। ତେବେ ବର୍ତ୍ତମାନ ୟୁକ୍ରେନ ର ଯାହା ପରିସ୍ଥିତି ରହିଛି ତାହାକୁ ନେଇ ଏକ କୁନି ପିଲା ଟି ତାର ମନ ର କଥା କହିଛନ୍ତି। ଆଉ ତାଙ୍କର ସେହି ଦୁଇ ପଦ କଥାଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ତେବେ କୁନି ଝିଅ ଟି କହିଥିଲେ କି “”ମୁଁ ବିଶ୍ୱ କୁ ଖଣ୍ଡ ଖଣ୍ଡ ଭାବରେ ଦେଖିବା କୁ ଚାହେଁନି , ବରଂ ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ଚାଁହୁଛୁ….ଆମେ ସମସ୍ତେ ଭାଇ ଓ ଭଉଣୀ , ଯୁଦ୍ଧ କୁ ବନ୍ଦ କର, ବିଶ୍ଵ ଶାନ୍ତି ପୂର୍ଣ୍ଣ ରଖିବା କୁ ଦିଅ”।

ତେବେ ତାଙ୍କର ଏହି ଦୁଇ ପଦ କଥାଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି। ତେବେ ଆପଣ ମଧ୍ୟ ଏହି କୁନି ଝିଅ ଟିର ଭିଡ଼ିଓ ଟିକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।