Just another WordPress site

ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ – ଏଣିକି ସ୍ତ୍ରୀ ଆଉ କରିବେନି ଘର କାମ, ସେୟାର କରି ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ

0 203

ହାଇକୋର୍ଟ ନେଇଛନ୍ତି ଏକ ଐତିହାସିକ ନିଷ୍ପତ୍ତି ,ଏଣିକି କୌଣସି ନାରୀ ଙ୍କୁ ରହିବାକୁ ହେବ ନାହିଁ ଘରର ଚାରିକାନ୍ଥ ମଧ୍ୟ। ଏବେ କୌଣସି ମହିଳା ନିଜ ଶାଶୂ ଘରର ଚୁଲି ମୁଣ୍ଡ କୁ ନିଜ ଚାକିରୀ ବୋଲି ଭାବିବା ର ଆବଶ୍ୟକତା ନାହିଁ। ଘରର କାମ କରିବେ ଉଭୟ ପୁରୁଷ ଓ ନାରୀ ,ଆଉ କେବେ ବି ଜଣେ ନାରୀ କୁ ଘର କାମ ପାଇଁ ନିର୍ବାଚନ ସହିବା କୁ ହେବ ନାହିଁ।

ତେବେ ବନ୍ଧୁଗଣ ବର୍ତ୍ତମାନ ବମ୍ବେ ହାଇକୋର୍ଟ ଏହିପରି ଏକ ପ୍ରସଂଶନୀୟ ରାୟ ଦେଇଛନ୍ତି ଯାହା ବିଷୟ ରେ ଆପଣ ଜାଣିଲେ ବହୁତ ଖୁସି ହୋଇଯିବେ।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆମ ସମାଜ ଏକ ପୁରୁଷ ପ୍ରାଧାନ୍ୟ ସମାଜ ଅଟେ। ଏବଂ ଏଠାରେ ଏହିପରି କିଛି ଅଲିଖିତ ନିୟମ ରହିଛି ଯାହା ନାରୀ ମାନ ଙ୍କୁ ଗୋଟିଏ ଘରେ ବନ୍ଦ କରି ରଖିବାକୁ ବାଧ୍ୟ କରୁଛି।

ତେବେ ଆମ ସମାଜ ର ଏହି ନିୟମ ଅନୁସାରେ ଜଣେ ପୁରୁଷ ଘରୁ ବାହାରି ରହି ରୋଜଗାର କରିବ ଆଉ ଜଣେ ନାରୀ ଘରେ ରହି ଘରର ସମସ୍ତ କାର୍ଯ୍ୟ ତଥା ବାସନ ସଫା କରିବା , ଲୁଗା ସଫା କରିବା , ରୋଷେଇ କରିବା , ପରିବାର ଲୋକେ ଓ ପିଲା ଙ୍କର ଯତ୍ନ ନେବା ଆଦି କାର୍ଯ୍ୟ କରିଥାଏ।

କିନ୍ତୁ ଏହା ନାରୀ ମାନଙ୍କ ପାଇଁ ଏକ ଅଭିଶାପ ପାଲଟି ଯାଇଥିଲା ତେଣୁ ସରକାର ତାଙ୍କର ଅନେକ ପ୍ରକାରର ଚେଷ୍ଟା କରୁଛନ୍ତି ନାରୀ ଓ ପୁରୁଷ ଙ୍କୁ ଏକ ସମାନ ସ୍ଥାନ ଦେବା ପାଇଁ। ଆଉ ବର୍ତ୍ତମାନ ଆମ ନାରୀ ମାନେ ମଧ୍ୟ ପୁରୁଷ ଙ୍କୁ ଅନେକ କ୍ଷେତ୍ରରେ ଆଗେଇ ଆସିଲେଣି ଆଉ ସେମାନେ ଘର ମଧ୍ୟରେ ବନ୍ଦୀ ହୋଇ ରହୁ ନାହାନ୍ତି। ମାତ୍ର ଏବେବି ଅନେକ ଗ୍ରାମ ଓ ସହର ରେ ନାରୀ ମାନେ ଗୃହବନ୍ଦୀ ଜୀବନ ବିତାଉଛନ୍ତି ,ଯାହାଙ୍କୁ ନ୍ୟାୟ ଦେବା ପାଇଁ ଜଣେ ମହିଳାଙ୍କ ର ମାମଲା ରେ କୋଟ ଏହି ରାୟ ଜଣେଇଛନ୍ତି।


ତେବେ କୋଟରେ ଏକ ମାମଲା ଆସିଥିଲା କି ଜଣେ ଯୁବକ ତାଙ୍କ ସ୍ତ୍ରୀ ଙ୍କୁ ଚା ବନାଇବା ପାଇଁ କହିଥିଲେ , ମାତ୍ର ମହିଳା ଙ୍କର ଦେହ ଅସୁସ୍ଥ ଥିବାରୁ ସେ ଚା କରିବେନି ବୋଲି କହିଲେ। କେବଳ ଏତିକି କଥାରେ ଯୁବକ ଜଣଙ୍କ ହାମର ରେ ପିଟିପିଟି ମହିଳା ଙ୍କୁ ଜୀବନ ରୁ ମାରି ଦେଇଥିଲେ। ତେବେ ଏହି ସବୁ ୬ ବର୍ଷ ର କୁନି ଝିଅ ଟି ସାମ୍ନା ରେ ହୋଇଥିଲା ,ଆଉ ସମସ୍ତ ସାକ୍ଷୀ ତଥା କୁନି ଝିଅ ର ବୟାନ ପରେ ସେହି ଯୁବକ ଙ୍କୁ ଦଣ୍ଡ ବିଧାନ କରାଯାଇଥିଲା।

ଏବଂ ହାଇକୋର୍ଟରେ ନିଷ୍ପତ୍ତି ନିଆଯାଇଥିଲା କି ଉଭୟ ନାରୀ ଓ ପୁରୁଷ ସମାନ ,ତେଣୁ କୌଣସି ପୁରୁଷ ସ୍ତ୍ରୀ ଙ୍କୁ ଘର କାମ କରିବାକୁ ବାଧ୍ୟ କରିପାରିବେ ନାହିଁ। ଉଭୟ ପୁରୁଷ ଓ ନାରୀ ଘର ଓ ବାହାର ର କାର୍ଯ୍ୟ କରିବେ ।ଆଉ ଯଦି କୌଣସି ମହିଳା ଗୃହବନ୍ଦୀ ହୋଇ ରହୁଥିବା ର ଅଭିଯୋଗ ଆଣନ୍ତି ତେବେ ପରିବାର ର ସ୍ୱାମୀ ଓ ଶାଶୂ ଶଶୁର ଙ୍କୁ କୋଠର ଦଣ୍ଡ ବିଧାନ କରାଯିବ। ତେବେ ହାଇକୋର୍ଟର ଏହି ରାୟ କୁ ସମସ୍ତେ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।