
(Health Tips)-ଏହି ଘରୋଇ ଉପଚାର କୁ ବନେଇ ପିଇ ନିଅନ୍ତୁ ମାତ୍ର 7 ଦିନ ମଧ୍ୟରେ ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ ଭଲ ହୋଇଯିବ ..ମରିବା ଯାଏ ରହିବ ନାହିଁ
ଆଜିକାଲି ଦିନକୁ ଦିନ ଲୋକ ମାନଙ୍କ ପାଖରେ ରୋଗ ମାନଙ୍କ ପାଖରେ ଭିନ୍ନ ଭିନ୍ନ ରୋଗ ଦେଖା ଦେଉଛି ଆଉ ସେଗୁଡିକ ର ନିରାକରଣ ବି ଭାରି କଷ୍ଟ ।ତେବେ ଆଣ୍ଠୁ ଗଣ୍ଠି ଯଂତ୍ରଣା ଓ ମଧୁମେହ ଆଦି ପରି ରୋଗ ବହୁତ କମ ବୟସରୁ ଲୋକ ମାନଙ୍କ ପାଖରେ ଦେଖା ଦେଇଥାଏ ଆଉ ସେସବୁର ଭଲହେବା ପାଇଁ କିଛି ବି ମେଡ଼ିସିନ ସେମିତି କାମ କରିନଥାଏ ।ତା ଯାଗରେ ଦିନକୁ ଦିନ ଏହାର ସାଇଡ ଇଫେକ୍ଟ ଦେଖା ଦେଇଥାଏ ।
ତେବେ ବନ୍ଧୁମାନେ ଆପଣ ମାନଙ୍କ ପାଇଁ ଖୁସିର କଥା କାରଣ ଆମେ ଏମିତି ଗୋଟିଏ ଉପାୟ କହିବୁ ଯାହା ଆପଣଙ୍କର କେବଳ ଗୋଟିଏ ରୋଗ ନୁହେଁ ଚାରି ଚାରି ରୋଗ ମୂଳରୁ ଭଲ କରିବ ।ତେବେ ଏବେ ଆସନ୍ତୁ ଜାଣିବା କଣ ଉପାୟ ଆଉ ଆପଣ କେମିତି ତାର ଲାଭ ନେଇ ପାରିବେ ।
ତେବେ ଆପଣ ଏହି ଔଷଧ ନିଜ ଘରେ ତିଆରି କରିପାରିବେ ତେବେ ଆପଣଙ୍କୁ ଏହା କଣ କଣ ଲାଭ ଦେଵ ଜାଣିରଖନ୍ତୁ,ଆପଣଙ୍କର ସମସ୍ତ ପ୍ରକାରର ଜଏଣ୍ଟ ପେନ ଭଲହେଇଯିବ,ଶରୀର ଦୁର୍ବଳ ଲାଗିବ ନାହିଁ ଆଉ କ୍ୟାଲସିୟମ ର ଅଭାବ ଦୁର ହେବ ।ଆଉ କଲେଷ୍ଟ୍ରଲ ଓ ଡାଇବେଟିସ କୁ କୋନ୍ତ୍ରଲ କରିବ ଏହି ଘରୋଇ ଉପଚାର
1.ଔଷଧି ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ :-
-3ରୁ 4ଟି ତେଜପତ୍ର
-ଏକ ଗ୍ଲାସ ପାଣି
-କିଛି ପାନ ମଧୁରୀ
2.ପ୍ରସ୍ତୁତି ପ୍ରଣାଳୀ :-
-ପ୍ରଥମେ ଆପଣ ଗୋଟିଏ ପାତ୍ରରେ ଗୋଟିଏ ଗ୍ଲାସ ପାଣି ନିଅନ୍ତୁ ଆଉ ସେଥିରେ 3ଟି ବା 4ଟି ତେଜପତ୍ର କୁ ଛଡେଇ ପକାନ୍ତୁ ।ଆଉ ଏବେ ସେହି ପାତ୍ରକୁ ଗ୍ୟାସରେ ଲୋ ଫ୍ଲେମରେ ଫୁଟାନ୍ତୁ ।
-କିଛି ସମୟ ପରେ ପାଣି ଗରମ ହେବାକୁ ଲାଗିଲା ପରେ ସେଥିରେ ଗୋଟିଏ ଚାମଚ ପାନ ମଧୁରି ପକାନ୍ତୁ ।ତାପରେ ସେହି ପାଣି ଫୁଟି ଫୁଟି ପୁରା ଅଧା ହେବାପରେ ଗ୍ୟାସ ବନ୍ଦ କରି ନିଅନ୍ତୁ -ଏବେ ଆପଣ ଏହାକୁ ଛାଣି ନେଇ ଚାହା ପ୍ରି ଧିରେ ଧିରେ ପିଅନ୍ତୁ ।ତେବେ ଏହା ଏକ ପ୍ରକାର ହର୍ବାଲ ଟି ଅଟେ ।
-ଯଦି ଆପଣ ଏହାକୁ ଲଗାତର ପ୍ରତିଦିନ ପିଇବା ଦ୍ୱାରା ଆପଣ ନିଜକୁ ଆଣ୍ଠୁ ଗଣ୍ଠି ଯଂତ୍ରଣା ରୁ ଉପଶମ ପାଇବେ ।
ତେବେ ଏହା ଯେଉଁ ମାନଙ୍କର କିଡିନିରେ ପଥର ପରି ସମାସ୍ୟା ରହିଛି ଏହି ଟି କୁ ପିଲେ ଆପଣଙ୍କ ପରିସ୍ରାରେ ସେହି ପଥର ବାହାରି ଯାଇଥାଏ।ଯଦି ଆପଣଙ୍କ ଶରୀରରେ କଲେଷ୍ଟ୍ରଲ ର ମାତ୍ର ଅଧିକ ରହିଛି ତେବେ ଏହାକୁ ପିଇଲେ ଆପଣଙ୍କ କଲେଷ୍ଟ୍ରଲ କୋନ୍ତ୍ରଲ ହେଇଯାଏ ।ଟେବୁ ଆପଣ ମାନେ ଏହିପରି କୋଉ ରୋଗରୁ ମୁକ୍ତି ପଶିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଏହି ଉପାୟ ଆପଣାଆନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।