Just another WordPress site

ଓଃ କି ମସ୍ତି ! ହିରୋଇନ Priyanka ସ୍ବାମୀଙ୍କ ସହ ପାଳନ କଲେ ୨୫ ତମ ବିବାହ ବାର୍ଷିକ ଉତ୍ସବ…. ଦେଖନ୍ତୁ Video

0 83

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି।

ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।ତେବେ ବର୍ତ୍ତମାନ ଜଣେ ଓଲିଉଡ ଅଭିନେତ୍ରୀ ଙ୍କର ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି। ଏବଂ ଏହା ଏତେ ଖୁସି ର ଭିଡ଼ିଓ ଟି ରହିଛି ଯେ ଆପଣ ଏହାକୁ ଦେଖିଲେ ମଧ୍ୟ ହସିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଲୋକପ୍ରିୟ ଅଭିନେତ୍ରୀ ତଥା ଓଡ଼ିଶାର ଘରେ ଘରେ ପରିଚିତ ଅଭିନେତ୍ରୀ ପ୍ରିୟଙ୍କା ଙ୍କର ବିବାହ ବାର୍ଷିକ ର ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ତେବେ ଅଭିନେତ୍ରୀ ପ୍ରିୟଙ୍କା ନିକଟ ରେ ତାଙ୍କର ୨୫ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ପ୍ରିୟଙ୍କା ତ ବେଶ ଭଲ ଭାବରେ ଜାଣିଥିବେ, ସେ ଉଭୟ ଛୋଟ ପରଦା ଏବଂ ବଡ଼ ପରଦା ତଥା ସିନେମା ରେ ଅଭିନୟ କରିଛନ୍ତି। ସେ ଜଣେ ଏହିପରି କଳାକାର ଅଟନ୍ତି ଯାହାଙ୍କ ର ଅଭିନୟ ଆପଣ ଥରେ ଦେଖିଲେ ତାଙ୍କୁ ପାଶରୀ ପାରିବେ ନାହିଁ। ତେବେ ବନ୍ଧୁଗଣ ସେ ମୁଖ୍ୟ ଅଭିନେତ୍ରୀ ଠାରୁ ଆରମ୍ଭ କରି ପ୍ରାୟ ସବୁ ପ୍ରକାରର ଚରିତ୍ର ରେ ଅଭିନୟ କରିଛନ୍ତି।ଆଉ ଆଜି ବି ସେ ଆମ କୁ ତାଙ୍କର ଅଭିନୟ ର ଯାଦୁ ଦେଖାଇ ଚାଲିଛନ୍ତି।

ତେବେ କିନ୍ତୁ ନିକଟରେ ସେ ତାଙ୍କର ପରିବାର ଓ ସ୍ୱାମୀ ଙ୍କ ସହ ବିବାହ ବାର୍ଷିକୀ ପାଳନ କରିଥିଲେ , ତେବେ ଏହା ଥିଲା ତାଙ୍କର ବୈବାହିକ ଜୀବନ ର ୨୫ ତମ ବର୍ଷ ଯାହାକୁ ସେ ବଡ଼ ଧୁମଧାମରେ ପାଳନ କରିଛନ୍ତି। ତେବେ ପ୍ରିୟଙ୍କା ଓ ତାଙ୍କର ସ୍ୱାମୀ ନିଜ ପରିବାର ଓ ପିଲା ମାନଙ୍କ ସହ ମିଶି ନିଜର ଏହି ଖୁସି ର ଦିନ ଟିକୁ ଉପଭୋଗ କରିଛନ୍ତି। ତେବେ ଏହି ବିବାହ ବାର୍ଷିକୀ କୁ ସେମାନେ ବହୁତ ଭିନ୍ନ ଓ ନିଆଁରା ଢଙ୍ଗ ରେ ପାଳନ କରିଛନ୍ତି।


ପ୍ରିୟଙ୍କା ଏହି ଖୁସି ର ଦିନ ଉପଲକ୍ଷେ ନିଜ ସ୍ୱାମୀ ଙ୍କ ସହ ଡ଼୍ୟାନ୍ସ କରୁଥିବା ର ମଧ୍ୟ ନଜର ରେ ଆସିଥିଲେ। ତେବେ ସେ ଡ଼୍ୟାନ୍ସ କରିବା ସହ ଏହିପରି ଅନେକ ମଜା ମସ୍ତି କରି ନିଜର ବିବାହ ବାର୍ଷିକୀ ର ଦିନ ଟିକୁ ସବୁଦିନ ପାଇଁ ସ୍ମରଣୀୟ କରିଛନ୍ତି। ଯାହାର ଫୋଟ ଓ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।