Just another WordPress site

New Twist – ଭାଇରଲ ହେଉଛି ତପସ୍ୱିନୀ ଙ୍କର ଇମୋସ୍ନାଲ TikTok ଭିଡିଓ ଯାହାକୁ ଦେଖିଲେ ଆପଣ ଜାଣଯିବେ ..

0 190

ସାରା ଓଡ଼ିଶାରେ କାହାକୁ ବା ଅଛପା ତପସ୍ୱିନୀ ଙ୍କ ବିଷୟରେ ଯିଏ ନିଜ ଅଧିକାର ପାଇଁ ମାସ ମାସ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଥିଲା ।ତେବେ ଏବେ କିନ୍ତୁ ସେ ତାଙ୍କର ଅଧିକାର ପାଇ ଛନ୍ତି ଆଉ ସ୍ୱାମୀ ଓ ଶାଶୁ ଶଶୁର ସହ ତାଙ୍କ ଘରେ ରହୁଛନ୍ତି ।

ତେବେ ଆପଣ ଆଗରୁ ତ ତପସ୍ୱିନୀଙ୍କର ବହୁତ ଭଡ଼ିଓ ସୋସିଆଲ ମେଡ଼ିଆରେ ଦେଖିଥିବେ କାରଣ ଏବେ ସୋସିଆଲ ମେଡ଼ିଆର ଯେକୋୖଣସି ପେଜ ଖୋଲିଲେ ସେଦିନର ତାଜା ଖବର ଆପଣଙ୍କ ଆଖି ଆଗରେ ଥିବ ।ସେହିପରି ଆମେ ଆଜି ତପସ୍ୱିନୀଙ୍କ ଉପରେ ଆସିଥିବା ଏକ ତାଜା ଖବର ନେଇଆସିଛୁ ।

ତେବେ ତାହା ହେଉଛି ତପସ୍ୱିନୀଙ୍କ ନୂଆ ଭାଇରଲ ଭିଡ଼ିଓ, ତେବେ ରଖୁଛୁ ଏହା କିଛି ନୂଆ ନୁହେଁ ଆଜିତୁ ବି ଏମିତି ଭିଡ଼ିଓ ଭାଇରଲ ହେଇଚି ।ତେବେ କିନ୍ତୁ ଏହି ଭିଡ଼ିଓ ଟିରେ ଏମିତି କିଛି ରହିଛି ଯାହା ଆପଣଙ୍କ ମନରେ ପ୍ରଶ୍ନ ଆଣିଦେବ ।ତେବେ ଘଟଣା ଅନୁଯାଇ ଏହା ଏକ ଟିକଟକ ଭିଡ଼ିଓ ଯେଉଁ ଥିରେ ସେ ଗୋଟିଏ ଯାତ୍ରାର ଡ଼ାଇଲଗର ଅଭିନୟ ଏତେ ନିଖୁଣ ଭାବରେ କରିଛନ୍ତି ଯାହା ଦେଖିଲେ ଆପଣଙ୍କ ଆଖି ବି ଛଳ ଛଳ ହେଇଯିବ ।

ଆଉ ଏବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଚର୍ଚ୍ଚାର ବିଷୟ ପାଲଟିଛି, ତେବେ କଣ ରହିଛି ତାଙ୍କ ଡାଇଲଗ ଆଉ ଏକଟିଂ ରେ ଆସନ୍ତୁ ତିକି ନଜର ଦେବା ।ତେବେ ତାଙ୍କର ଏହି ଭିଡ଼ିଓରେ ଯାତ୍ରା ହିରୋଇନ ଙ୍କ ଡାଇଲଗ କହୁଛନ୍ତି ତେବେ ଡାଇଲଗ ଟି ହେଉଛି “ମୋତେ ସମୁଦ୍ର ଭିତରେ ଭସେଇ ଦେଇ ଟୋପାଏ ପାଣି ଦେଉ ନାହଁ କେମିତି,ମୋତେ ସମୁଦ୍ର ଦରକାର ନାହିଁ ମାତ୍ର ମୋତେ ଶୋଷ ମେଂଟେଇବା ପାଇଁ ପାଣି ଦରକାର “।

ସେହିପରି ଆଉ ଭିଡ଼ିଓରେ କିଛି ଏହି ପରି ଭାବରେ ସେ ନଜର ଆସିଛନ୍ତି, ଜଣେ ବ୍ୟକ୍ତି ମାଇକ ଧରି କହୁଛନ୍ତି “ନାହିଁ ମୁ ତୋତେ ଗ୍ରହଣ କରିପାରିବି ନାହିଁ ।ଆଉ ତାପରେ ଦେଖିବାକୁ ମିଳୁଛି କି ଜଣେ ମହିଳା ନିଜ ମୁଣ୍ଡ ତଳକୁ କରି ଚିଡା ହେଇଛନ୍ତି” ।ତେବେ କହିଲେ ଦେଖି ସେହି ମହିଳା ଜଣକ କିଏ ହେଇଥିବେ ଜାଣିପାରୁନଥିଲେ ଆମେ କହି ରଖୁଚୁ ସେ ହେଉଛନ୍ତି ନିଜେ ତପସ୍ବିନୀ ।ତେବେ ତାଙ୍କର ଏହି ଭିଡ଼ିଓ ଗୁଡ଼ିକରେ ସେ ଯେଉଁ ପ୍ରକାରର ଅଭିନୟ କରିଛନ୍ତି ତାହାକୁ ଦେଖିଲେ ସମସ୍ତେ ପୁରା ବାସ୍ତବ ବୋଲି ମନେ କରିବେ ।


ଆଉ ଏହାକୁ ବହୁତ ଲୋକ ଦେଖି ସାରିବା ପରେ ତାଙ୍କର ବହୁତ ଭିନ୍ନ ଭିନ୍ନ ମତ ରଖିଛନ୍ତି ଯେପରି ତପସ୍ବିନୀ ଜଣେ ପୁରା ପକ୍କା ଡ୍ରାମେଵାଜ ।ସେ ଯେମିତି ସବୁ କାମ କରିଛନ୍ତି ତାହା କଣ ବି ଏକ ଡ୍ରାମା,ତେବେ ଆପଣ କଣ ଭାବୁଛନ୍ତି ତାଙ୍କର ଏହି ଭିଡ଼ିଓ ଦେଖି ନିଶ୍ଚିତ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।