Just another WordPress site

ମୁଁହ ଖୋଲିଲେ ରାଜବୀର ଙ୍କର ମା କହିଲେ ମୁଁ ସତ କହିବାକୁ ଓଡ଼ିଶା ଆସୁଛି,ଖୁବ ଶୀଘ୍ର ସବୁ All ସତର ପର୍ଦାଫାଶ ହେବ…ଦେଖନ୍ତୁ Video

0 534

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି କି କନ୍ଧମାଳ ଜିଲ୍ଲା ର ଆମ୍ବବଡ଼ା ଅଞ୍ଚଳର କୁନି ପୁଅ ରାଜବୀର ରଣା ଙ୍କ ବିଷୟରେ। ଯିଏକି ଏହିପରି ଏକ ବିରଳ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି କି ତାଙ୍କର ଚିକିତ୍ସା ପାଇଁ ଗୋଟିଏ ଇଂଜେକସନ କୁ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ ରାଜବୀର ର ପରିବାର ଏକ ମଧ୍ୟବିତ୍ତ ପରିବାର ହୋଇ ଥିବା ରୁ ସେ ଏତେ ଟଙ୍କା କିପରି ଯୋଗାଡ଼ କରିବେ ତାହା ନେଇ ଅନେକ ଚିନ୍ତା ରେ ପଡ଼ିଥିଲେ।

ତେବେ କିନ୍ତୁ ଏହି ସମୟରେ ରାଜବୀର ଙ୍କର ବାପା ମା ସୋସିଆଲ ମିଡ଼ିଆ ରେ ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ ।ଲୋକମାନେ ମଧ୍ୟ ରାଜବୀର ଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।

ମାତ୍ର ବର୍ତ୍ତମାନ ରାଜବୀର ଙ୍କର ମା ଓ ତାଙ୍କର ବାପା ଙ୍କର କେତେକ ଭିଡ଼ିଓ ଓ ଅଡିଓ ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ରାଜବୀର ଙ୍କର ରୋଗ କୁ ମିଛ ବୋଲି କହିଥିଲେ। ଏବଂ ତାଙ୍କର ବାପା ମା ପିଲାର ରୋଗ ଦେଖାଇ ଲୋକଙ୍କ ଠାରୁ ଟଙ୍କା ନେବାର ଯୋଜନା କରିଛନ୍ତି ବୋଲି କହିଛନ୍ତି।ତେବେ ଏନେଇ ସମସ୍ତେ ରାଜବୀର ଙ୍କର ବାପା ଓ ମା ଙ୍କୁ କଡା ସୋମଲୋଚନା କରିଥିଲେ ଏବଂ ଧୀରେ ଧୀରେ ରାଜବୀର ଙ୍କୁ ସାହାଯ୍ୟ କରିବା ମଧ୍ୟ ବନ୍ଦ କରିଦେଇଥିଲେ।

ତେବେ କିନ୍ତୁ ବର୍ତ୍ତମାନ ପୁଣି ଥରେ ରାଜବୀର ଙ୍କର ମା ଓ ବାପା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓ ଟିରେ ରାଜବୀର ର ମା ଏମିତି କିଛି କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ବନ୍ଧୁଗଣ ରାଜବୀର ଙ୍କୁ ନେଇ ତାଙ୍କର ବାପା ମା ବର୍ତ୍ତମାନ ଦିଲ୍ଲୀ ଏମ୍ସ ରେ ଅଛନ୍ତି ଏବଂ ସେଠାରେ ରାଜବୀର ଙ୍କର ଚିକିତ୍ସା ଚାଲିଛି ମଧ୍ୟ। ତେବେ ଭିଡ଼ିଓ ଟିରେ ରାଜବୀର ର ମା କହିଛନ୍ତି କି ମୁଁ ବହୁତ ଶୀଘ୍ର ଓଡ଼ିଶା କୁ ଆସୁଛି ଆଉ ଆପଣ ମାନ ଙ୍କୁ ସମସ୍ତ ସତ୍ୟ କହିବି ମଧ୍ୟ।

ରାଜବୀର ର ମା କହିଛନ୍ତି କି , ପୁଅ ର ଚିକିତ୍ସା ଏଠାରେ ସରିବା ପରେ ଆମେ ଓଡ଼ିଶା କୁ ଯିବୁ ଏବଂ ସେଠାରେ ମୁଁ ଆପଣ ଙ୍କୁ ସବୁ ସତ୍ୟ କହିବି। କେତେ ଟଙ୍କା ଆମ ଆକାଉଣ୍ଟ କୁ ଆସିଛି , କେତେ ଟଙ୍କା ରାଜବିର ର ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ସବୁ ଜଣେଇବୁ ।ତା ସହ ଆମ ବ୍ୟାଙ୍କ ସମ୍ବଧିୟ ସମସ୍ତ ତଥ୍ୟ ଆମେ ଆପଣ ମାନ ଙ୍କୁ ଦେବାକୁ ରାଜି ଅଛୁ। ତେବେ ଗୋଟିଏ କଥା ଖାଲି ହାତ ଯୋଡ଼ି ସମସ୍ତ ଙ୍କୁ ଅନୁରୋଧ କରୁଛି କି ଆପଣ ମାନେ ରାଜବୀର କୁ ସାହାଯ୍ୟ କରନ୍ତୁ। ମୋ ପୁଅ ହୋଇଗଲେ ଆମେ ବାପା ମା ସବୁଦିନ ଆପଣ ଙ୍କର ପାଖରେ ରୁଣୀ ହୋଇ ରହିବୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।