Just another WordPress site

ଭିଡିଓରେ ବାପା ମା’ଙ୍କୁ ଶେଷ ବିଦାୟ ଦେଲେ Ukraine ଯବାନ ଓ କୁନି ଝିଅକୁ କାନ୍ଦି କାନ୍ଦି ବିଦାୟ ଦେଲା ବାପା, ଭିିଡିଓ ଦେଖିଲ ନ କାନ୍ଦି ରହିପାରିବେନି

0 501

ଦିନକୁ ଦିନ ପ୍ରତ୍ୟେକ ଦେଶ ନିଜର ଶକ୍ତି ବଡେ଼ଇ ବାରେ ଲାଗିଛି ଆଉ ତାଙ୍କର ଜୋର ଜାରର ମୁକାବିଲା କରୁଛନ୍ତି କିଛି ଛୋଟ ରାଷ୍ଟ୍ର ।ତେବେ ଆଜି ଆମ ପୃଥୀବିରେ କୋଣ ଅନୁକୋଣରେ ଲୋକ ମାନେ ବହୁତ ଭୟରେ ରହୁଛନ୍ତି କାରଣ କେତେବେଳେ କୋଉ ମୁହୂର୍ତ୍ତରେ ଦେଶ ଦେଶ ଭିତରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେବ ତାହା କହିହେବ ନାହିଁ ।ତେବେ ଏହି ଏହି ଭୟର କୋହର ଖେଳି ଯାଇଛି ୟୁକ୍ରେନ ଦେଶରେ କାରଣ ରୁଷିଆର ଆକ୍ରମଣ ରେ ଦୋହଲି ଯାଇଛନ୍ତି ୟୁକ୍ରେନ ବାସୀ ।

ଦୀର୍ଘ କିଛି ଦିନ ହେବ ୟୁକ୍ରେନ କୁ ନେଇ ରୁଷିଆ ଇ ମଧ୍ୟରେ ଆମେରିକା ମଧ୍ୟରେ ବିବାଦ ଚାଲିଥିଲା ।କିନ୍ତୁ ମାତ୍ର ଏହି ଗୋଟିଏ ଦିନରେ ରୁଷିଆ ଆକ୍ରମଣ କରିଛି ୟୁକ୍ରେନ ଉପରେ ଆଉ ଏହାର ଜବାବ ଦେବାକୁ ୟୁକ୍ରେନ ତାର ପ୍ରାଣ ପଣେ ଚେଷ୍ଟା ବି ଜାରି ରଖିଛି ।ତେବେ ରୁଷିଆ ତୁଳନାରେ ୟୁକ୍ରେନ ଖୁବ ଛୋଟ ଓ ଏତଟା ବିକଶିତ ନୁହେଁ ଯାହା ଦ୍ୱାରା ଏହି ଦେଶ ରୁଷିଆ ଆଗରେ କେତେ ଦୂର ଛିଡ଼ା ହେଇପାରିବ ତାର ଅନୁମାନ କରି ହେଉନି ।

ତେବେ ଏହି ସମୟରେ ୟୁକ୍ରେନରୁ ଦୁଇଟି ଏମିତି ଭିଡ଼ିଓ ସୋସିଆଲ ମେଡ଼ିଆରେ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ ।ତେବେ ଗୋଟିଏ ଭିଡ଼ିଓ ରେ ଆପଣ ଦେଖିପାରିବେ କି,”ଜଣେ ୟୁକ୍ରେନ ର ସୈନ୍ୟ ନିଜର ଏକ ଭିଡ଼ିଓ ରେ ସେ ତାଙ୍କ ବାପମାଆ ଙ୍କୁ ବହୁତ ଭଲପାଆନ୍ତି କହିବା ସହ ଆଉ ଦେଖା ହେବ ନି ନାହିଁ ଜକହି ହେବନି ବୋଲି କହିଛନ୍ତି “। ଅନ୍ୟ ପକ୍ଷରେ ଜଣେ “ବାପା ନିଜ ପିଲା ମାନଙ୍କର ନିରାପଦ ସୁରକ୍ଷା ପାଇଁ ନିଜ ଠାରୁ ଦୂରକୁ ପଠେଇ ଦେଉଛନ୍ତି ଆଉ ବିଦାୟ ଦେବା ବେଳେ ନିଜ ପିଲାଙ୍କୁ ଶେଷ ସ୍ନେହ ଦେଇ କାନ୍ଦି ପକଉଛନ୍ତି “।

ତେବେ ଏହି ଦୁଇଟି ଦୃଶ୍ୟକୁ ଦେଖିଲେ ଆମ ମନରେ ଆସେ ଯୁଦ୍ଧ କଣ ଲାଭ କରେ ।ବନ୍ଧୁମାନେ ଆପଣମାନେ ବହୁତ ଯୁଦ୍ଧ କଥା ଶୁଣିଥିବେ ଆଉ ଏହି ଯୁଦ୍ଧ ମାନଙ୍କର କ୍ଷତି ହେଉଥିବା ଧନ ଜୀଵନ ବିଷୟରେ ବି ଜାଣିଥିବେ ।ଆଉ ଏତେପରେ ମଣିଷର ବଞ୍ଚିବାର ଅଧିକାର ହଜେଇଦିଏ ସହସ୍ର ଦୁଃଖ ଭିତରେ ଜୀବନର ଅସ୍ତିତ୍ବ ହିଁ ହଜିଯାଏ ।କେବଳ କ୍ଷମତା ଦେଖେଇବା ପାଇଁ ଅଜାଡି ହେଇଯାଏ କେତେ ଯେ ଜୀଵନ ତାହାର କଳ୍ପନା ନାହିଁ ।ଭାଙ୍ଗି ଯାଏ ହସର ସଂସାର ଆଉ ଯେଉଁଠି ଦିନେ ଖୁସିର ସମ୍ଭାର ଥିଲା ତାହା ପାଲଟି ଯାଏ ଯୁଦ୍ଧର ମଇଦାନ ।

ବନ୍ଧୁମାନେ ଜଣେ ସାଧାରଣ ବ୍ୟକ୍ତି କେବଳ ଶାନ୍ତିରେ ରହିବାକୁ ଓ କମବେଶିରେ ଚଳିବା ହେଉଛି ତାର ଜୀଵନ ।କିନ୍ତୁ ଯେତେବେଳେ ସେ ତାର ସବୁକିଛି ହରେଇଦିଏ ତାହେଲେ ସେତେବେଳେ ଯୁଦ୍ଧର କଣ ଲାଭ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।