Just another WordPress site

ନିଜ ପିଲା ଭଳି ଗାଈ ଙ୍କୁ ନେଇ ବେଡରୁମ ରେ ସୋଉଛନ୍ତି ମହିଳା କରୁଛନ୍ତି ସମସ୍ତ କାମ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ 7କୋଟିରୁ ଅଧିକ ଲୋକ ଦେଖିସାରିଲେନି

0 52

ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଆମ ଆଗକୁ କିଛି ଏହିପରି ଫୋଟ ଓ ଭିଡିଓ ଆସିଯାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗେ। ଆମ ମନ କୁ ବହୁତ ଶାନ୍ତି ଲାଗେ କି ଏବେ ବି ଆମ ସମାଜ ରେ ମାନବିକତା ବଞ୍ଚି ରହିଛି ବୋଲି।ତେବେ ମଣିଷ ଜାତି ଆମର ଏହି ପରିବେଶ କୁ ସୁରକ୍ଷା କରିବାର ନିଷ୍ପତ୍ତି ନେଇଛନ୍ତି ମାତ୍ର ସୁରକ୍ଷିତ କରିବା ବଦଳରେ ଏମାନେ ତାହାକୁ ଆହୁରି ଆବର୍ଜନା କରିଛନ୍ତି। ଆଉ ଏହାର ଦଣ୍ଡ ପାଉଛନ୍ତି ପଶୁପକ୍ଷୀ ମାନେ।ତେବେ ଏହି ପୋଷ୍ଟ ରେ ଆମେ ଆପଣ ଙ୍କୁ କେତେକ ଏହିଭଳି ଭିଡିଓ ବିଷୟ ରେ ଜଣେଇବୁ ଯାହା ଆପଣଙ୍କୁ ଆନନ୍ଦିତ କରିଦେବ।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଗୋରୁ ଆଉ ଗାଈ ସବୁଠାରୁ ବିଶ୍ୱସ୍ତ ଗୃହ ପାଳିତ ପଶୁ ହୋଇଥାନ୍ତି। ଏମାନେ କେବେ ବି ନିଜ ମାଲିକ ଙ୍କର ଅନିଷ୍ଠ ଚିନ୍ତା କରନ୍ତି ନାହିଁ , ମାତ୍ର ତଥାପି ଲୋକମାନେ ଏମାନ ଙ୍କୁ କେବଳ ବ୍ୟବସାୟ ପାଇଁ ରଖିଥାନ୍ତି ସେମାନ ଙ୍କର ଯତ୍ନ ଠିକ ଭାବରେ ନିଅନ୍ତି ନାହିଁ।

ସେମାନ ଙ୍କୁ ଏକ ଗୁହାଳ ରେ ପକେଇ ଦିଅନ୍ତି ।କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ପରିବାର ବିଷୟରେ ଜଣେଇବୁ ଯେଉଁ ମାନେ କି ଗୋରୁ ଏବଂ ଗାଈ ଙ୍କୁ ନିଜ ଛୁଆ ଭଳି ମାନି ଆସିଥାନ୍ତି ଏବଂ ନିଜ ଶୋଇବା ଘରେ ତାହାକୁ ଶୋଇବାକୁ ଦିଅନ୍ତି।

ତେବେ ବନ୍ଧୁଗଣ ଭାଇରଲ ହେଉଛି ଏମିତି ଜଣେ ପରିବାର ଙ୍କର ଭିଡ଼ିଓ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଭିଡ଼ିଓ ଟି ହେଉଛି ଉତ୍ତର ପ୍ରଦେଶ ରେ ,ଏଠାର ଏକ ପରିବାର ତିନୋଟି ଗାଈ ରଖିଛନ୍ତି ।ତେବେ ସେ ପିଲାଙ୍କ ପରି ତାଙ୍କର ତିନି ଟି ଗାଈ ଙ୍କୁ ପାଳନ କରନ୍ତି। ସେ ତାଙ୍କୁ ଘର ଭିତରେ ଖାଇବା କୁ ଦିଅନ୍ତି ଏବଂ ନିଜ ବେଡ଼ ରେ ଶୋଇବା କୁ ଦିଅନ୍ତି ଏବଂ ପିଲାଙ୍କ ର ନାମ ଦେବା ଭଳି ଗାଈ ମାନଙ୍କ ର ନାମ କରଣ ମଧ୍ୟ କରିଛନ୍ତି।

ତେବେ ସେ କହିଛନ୍ତି କି ଯେତେବେଳେ ତାଙ୍କ ଗାଈ ଗଙ୍ଗା ର ପ୍ରଥମ ଛୁଆ ଗୋପୀ ହୋଇଥିଲା ସେତେବେଳେ ସେମାନେ ନୂଆ କରି ଏକ ଘରକୁ ଯାଇଥିଲେ ଆଉ ସେଇ ଘରେ ଗୋପୀ ତାଙ୍କ ପାଖକୁ ଯାଇ ବେଡ଼ ରେ ସୋଇଥିଲା। ସେହି ଦିନ ରୁ ତାଙ୍କର ସବୁ ଗାଈ ତାଙ୍କ ସହ ସୋଇଥାନ୍ତି ବେଡ଼ ରେ।

ଏମିତି କି ଗାଈ ର ଗୋବର କୁ ସେ ଛାତ ଉପରେ ଘଷି ତିଆରି କରି ତାହାକୁ ଜାଳେଣି ଭାବରେ ବ୍ୟବହାର କରନ୍ତି ଏବଂ ପରିବେଶ କୁ ସୁରକ୍ଷିତ ରଖନ୍ତି।ସେହି ବ୍ୟକ୍ତି ଜଣଙ୍କ ନିଜ ଘରର ଛାତ ରେ ଅନେକ ପ୍ରକାରର ପନିପରିବା ମଧ୍ୟ ଚାଷ କରୁଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା କରି ଉଠିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।